<< panics paniculate >>

panicstricken Meaning in Odia (Oriya). ( panicstricken ଶବ୍ଦର ଓଡିଆ ଅର୍ଥ)



ଆତଙ୍କିତ, ଭୟଭୀତ,

People Also Search:

paniculate
panicum
panification
panim
panini
panipat
panisc
panislamic
panjabi
panjandrum
panjandrums
panlogism
panna
pannable
pannage

panicstricken తెలుగు అర్థానికి ఉదాహరణ:

କୃତିବାସଙ୍କର ଏହି କାର୍ଯ୍ୟକଳାପ ପାଇଁ ଇଂରେଜମାନେ ଆତଙ୍କିତ ହୋଇପଡ଼ିଥଲେ ।

| ଜଳାତଙ୍କ |ଏହି ରୋଗର ଶେଷ ଭାଗରେ ରୋଗୀର ଢ଼ୋକିବାରେ ଅସୁବିଧା ହୁଏ, କିଛି ପାନୀୟ ଦେଖାଇଲେ ଆତଙ୍କିତ ହୁଏ ଓ ତାହାର ଶୋଷ ମେଣ୍ଟେଇ ପାରେନାହିଁ ।

ଏକ ଭାଗ ଏହି ମଞ୍ଜିର ତେଲକୁ ୯୯ ଭାଗ ସୋରିଷ ତେଲରେ ମିଶାଇ ଭେଜାଲ କରିବାଦ୍ୱାରା ଭାରତରେ ୧୯୮୮ ମସିହାରେ ଡ୍ରପ୍ସି ନାମକ ଭୟାନକ ରୋଗ ଜନ ସାଧାରଣଙ୍କୁ ଆତଙ୍କିତ କରିଦେଇଥିଲା।

ତାରକାସୁରର ଅତ୍ୟାଚାରରେ ଦେବତାମାନେ ଆତଙ୍କିତ ହୋଇ ବ୍ରହ୍ମାଙ୍କ ଶରଣ ପଶିଲେ ।

ପ୍ରବାଦ ଅନୁସାରେ ଭୋଇମାଙ୍କ ଆତ୍ମା ସେ ସ୍ଥାନକୁ ଆତଙ୍କିତ କରି ନିର୍ମାଣ କାମରେ ବାଧା କରୁଥିଲା ।

ଆତଙ୍କିତ ହୋଇଗଲେ ଗୟଳମାନେ ଘଞ୍ଚ ଜଙ୍ଗଲ ଭିତରକୁ ତୀବ୍ର ଗତିରେ ଦୌଡି ପଳାନ୍ତି ।

ଲୁହାରେ ନିର୍ମିତ ଫାଳଟି ଭାଙ୍ଗିଯିବା ସ‌ହିତ ପ୍ରକୃତିର ଅବସ୍ଥାର ହଠାତ୍ ପରିବର୍ତ୍ତନରେ ଆତଙ୍କିତ ହୋଇଯାଇଥିବା ଅନନ୍ତ ବସ୍ତୁଟିର ଚାରିକଡ଼ର ମାଟି ଆଡ଼େଇଲା ।

ସାପ ଦଂଶନ କରିଥିଲେ ମଣିଷର ଆତଙ୍କିତ ହେବା, ହୃଦୟର ସ୍ପନ୍ଦନ ବଢିବା ଓ ବାନ୍ତି ଲାଗିବା ଭଳି ଲକ୍ଷଣ ଦେଖାଯାଏ ।

ଏତେବେଳେ ଦୈନିକ ଖବରକାଗଜ 'ସମାଜ'ରୁ ଖବର ପଢ଼ି ଆତଙ୍କିତ ହୋଇ ଉଠିଲେ ସଭିଏଁ ।

|ଏହି କ୍ରୋଧରେ ଆତଙ୍କିତ ହୋଇ ଗାନ୍ଧୀ ପାଞ୍ଚ ଦିନର ଉପବାସରେ ଯାଇ ରକ୍ତପାତରେ ନିଜର ଅପରାଧ ବୋଲି ଭାବିଥିଲେ।

ତେଣୁ ସେ ଏପରି ପରିସ୍ଥିତିଠାରୁ ଦୂରେଇ ରହିବାକୁ ଚେଷ୍ଟା କରେ ଏବଂ ସାମନା କଲେ ଆତଙ୍କିତ ହୋଇଯାଏ ।

panicstricken's Meaning in Other Sites