<< pandita pandora >>

pandits Meaning in Odia (Oriya). ( pandits ଶବ୍ଦର ଓଡିଆ ଅର୍ଥ)



ପଣ୍ଡିତ,

Noun:

ବିଦ୍ୱାନ |,

People Also Search:

pandora
pandora's
pandora's box
pandoras
pandore
pandores
pandour
pandours
pandowdies
pandowdy
pands
pandura
pandurate
panduriform
pandy

pandits తెలుగు అర్థానికి ఉదాహరణ:

| ସଙ୍ଗୀତ ସାଧନା |ସନ୍ଧ୍ୟା ନିଜର ପ୍ରାରମ୍ଭିକ ସଙ୍ଗୀତ ଶିକ୍ଷା ପଣ୍ଡିତ ଶଙ୍କର କୁମାର ବସୁ, ପ୍ରଫେସର ଏ ଟି କାନନ ଓ ଗୁରୁ ଚିନ୍ମୟ ଲାହିରୀଙ୍କଠାରୁ ଲାଭ କରିଥିଲେ ।

ଫଳ ଖାଇବାଯୋଗ୍ୟ ଏବଂ ସ୍ୱାଦିଷ୍ଟ || ଆଧାର | ଅଧିକ ତଥ୍ୟ |ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥି. ଧର୍ମଗ୍ରନ୍ଥ ଷ୍ଟୋର, ଅଲିଶା ବଜାର, କଟକ|ଜୀବଜଗତ|ଉଦ୍ଭିଦ ଜଗତ|ଔଷଧୀୟ ଗଛ|ଫୁଲ|ଓଡ଼ିଶାରେ ଦେଖାଯାଉଥିବା ଫୁଲଗୁଡ଼ିକର ତାଲିକା ପଣ୍ଡିତ ଯଶରାଜ (୨୮ ଜାନୁଆରୀ ୧୯୩୦ - ୧୭ ଅଗଷ୍ଟ ୨୦୨୦) ଜଣେ ମେବାତି ଘରାନାର ଭାରତୀୟ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ଥିଲେ ।

ପଣ୍ଡିତ ଗୋପୀନାଥ ନନ୍ଦଙ୍କ "ଓଡ଼ିଆ ଶବ୍ଦତତ୍ତ୍ୱବୋଧ ଅଭିଧାନ"ର ମୁଦ୍ରଣ ଖର୍ଚ୍ଚ, ଗୋପାଳକୃଷ୍ଣ ପଦ୍ୟାବଳୀର ପ୍ରକାଶନ, ଜଗବନ୍ଧୁ ସିଂହଙ୍କ "ପ୍ରାଚୀନ ଉତ୍କଳ" ପ୍ରକାଶନ, ସିଂହଭୂମି ଅଞ୍ଚଳରେ ଓଡ଼ିଆ ଭାଷାର ପ୍ରସାର ଓ ପ୍ରଚାର ,"ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ୫ମ ଖଣ୍ଡ"ର ମୁଦ୍ରଣ ଓ ବହୁ କାବ୍ୟର ପ୍ରକାଶନ ପାଇଁ ସମ୍ପୂର୍ଣ୍ଣ ଆର୍ଥିକ ସହାୟତା ଯୋଗାଇ ଦେଇ ଗଜପତି ନିଜକୁ ଜଣେ ସାହିତ୍ୟାନୁରାଗୀ ଭାବରେ ପରିଚୟ ଦେଇଥିଲେ ।

ଏନି ବେସାନ୍ତ ତାଙ୍କ ସମ୍ପର୍କରେ ଥରେ କହିଥିଲେ ଯେ ମୁଁ ଏହାକୁ ଅତ୍ୟନ୍ତ ଦୃଢତାର ସହିତ କହିପାରିବି ଯେ ବିଭିନ୍ନ ମତ ମଧ୍ୟରେ କେବଳ ପଣ୍ଡିତ ମଦନ ମୋହନ ମାଲବୀୟ ଭାରତୀୟ ଏକତାର ମୂର୍ତ୍ତି ରୂପେ ଠିଆହୋଇଛନ୍ତି ।

ପଞ୍ଚମ ଶତାବ୍ଦୀର ବୌଦ୍ଧ ପଣ୍ଡିତ ବୁଦ୍ଧଘୋଷ ଏହି ଅଞ୍ଚଳକୁ ରତ୍ଥମ୍-ମହିଷମ୍, ମହିଷକ-ମଣ୍ଡଳ ଓ ମହିଷ୍ମକ ଇତ୍ୟାଦି ଭିନ୍ନ ଭିନ୍ନ ନାମରେ ସମ୍ବୋଧିତ କରିଛନ୍ତି ।

କେତେକ ପଣ୍ଡିତଙ୍କ ମତାନୁସାରେ କେତେକ ବ୍ରତ ଲୌକିକ ଧର୍ମରୁ ଗୃହୀତ ହୋଇ କ୍ରମେ ପୁରାଣମାନଙ୍କରେ ସ୍ଥାନ ପାଇଛି ।

- ଏହି ନିର୍ଦ୍ଦେଶାବଳୀଗୁଡ଼ିକ ଅବମାନନା କରିବାଦ୍ୱାରା ବିପ ଆନନ୍ଦ ଶଙ୍କର ଜୟନ୍ତ (ଇଂରାଜୀ ଭାଷାରେ Ananda Shankar Jayant) ଜଣେ ଭାରତରେ ଜନ୍ମିତ ଶାସ୍ତ୍ରୀୟ ନୃତ୍ୟର ନର୍ତ୍ତକୀ, ନୃତ୍ୟ ନିର୍ଦ୍ଦେଶିକା, ପଣ୍ଡିତ ଓ ବୁରୋକ୍ରାଟ ଅଟନ୍ତି ଓ ଭାରତନାଟ୍ୟମ ତ‌ଥା କୁଚିପୁଡ଼ି ନୃତ୍ୟରେ ତାଙ୍କର ପ୍ରବୀଣତା ନିମନ୍ତେ ଜଣାଶୁଣା ଅଛନ୍ତି ।

୧୯୧୧ ମସିହା ଏପ୍ରିଲ ମାସରେ ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ସ‌ହ ବେସାନ୍ତଙ୍କ ଦେଖା ହୋଇଥିଲା ଏବଂ ସେମାନେ ମିଳିତ ଭାବରେ ବାରଣାସୀଠାରେ ଏକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଚିନ୍ତା କରିଥିଲେ।

ଆଜାଦଙ୍କ ପିତା ଜଣେ ପଣ୍ଡିତ ଯିଏ କି ତାଙ୍କ ପିତାଙ୍କୁ ପିଲାଟି ଦିନରୁ ହରାଇ ଦିଲ୍ଲୀରେ ନିଜ ଅଜାଙ୍କ ସହ ରହୁଥିଲେ ।

ଭିକାଜି କାମା, ଡାଃ ଆନି ବେଶାନ୍ତ, ପ୍ରୀତି ବାଡେଲାଲ, ବିଜୟଲକ୍ଷ୍ମୀ ପଣ୍ଡିତ, ରାଜକୁମାରୀ ଅମୃତ କୌର, ସୁଚେତା କୃପାଳନୀ, ଅରୁଣା ଆସଫ ଅଲି, କସ୍ତୁରବା ଗାନ୍ଧୀ ଓ ଆହୁରି ଅନେକ ନହିଲା ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ଅନେକ ତ୍ୟାଗ ସ୍ୱୀକାର କରିଥିଲେ ।

ବିଲ୍ଲୋର, ଗୌର ଥାଙ୍କି, ପଣ୍ଡିତ ଓ ଦାଭେ ପୁଷ୍କର୍ଣ୍ଣ, ସୋମ୍‌ପୁରା ସଲତ ଆଦି ବ୍ରାଜ୍ମଣମାନେ ମଧ୍ୟ ତାଙ୍କୁ କୁଳଦେବୀ ମାନନ୍ତି ।

pandits's Usage Examples:

The name 'Bhatpara' originates from the ancient name Bhatta-Palli, where 'Bhatta' denotes the sect of Bramhin Sanskrit pandits and 'palli' denotes locality or village.


also claim credit for drawing together Sanskrit pandits and Perso-Arabic munshis to reshape Bengali prose… The variety of the College’s publication also.


against 219 pandits according Jammu and Kashmir government sources has led to the migration of several hundred thousands of Kashmiri Hindu Pandits, who before.


It is the pontiffs and pandits of the Mathatraya that have been the principle architects of.


On terahvin, five pandits are called to perform purificatory puja and havan.


from here that the Hindu Personal Law had its beginnings; and more appropriately so in 1772, when Warren Hastings appointed ten Brahmin pandits from.


Cultural activities Prithviraj had a dedicated ministry for pandits (scholars) and poets, which was under the charge of Padmanabha.


It also included the use of court pandits in British courts to aid British judges in interpreting Shastras just like Qadis (Maulavis) for interpreting the Islamic law.


Due to discrepancies in opinions of pandits on the same matter, the East India Company began training pandits for its own legal service leading to the.


Kabir is known for being critical of both organized religion and religious bigots, particularly Hindu pandits and Muslim mullahs who claimed authority over.


On the advice of some local pandits astrologers and palmists, the young Prince"s name was chosen to be Puran (as Poo-rann).



pandits's Meaning in Other Sites