<< pallial palliard >>

palliament Meaning in Odia (Oriya). ( palliament ଶବ୍ଦର ଓଡିଆ ଅର୍ଥ)



ସଂସଦ,

Noun:

ସାଧାରଣ ସଭା, ବିଧାନସଭା, ସଭା ପରିଚାଳନା, ପରାମର୍ଶ-ସଭା |, ସଂସଦ,

palliament తెలుగు అర్థానికి ఉదాహరణ:

|ଏହା ପରେ ବିଲ୍ ସଂସଦକୁ ଫେରିଥିଲା ଏବଂ ବିଲ୍ର ସାମ୍ବିଧାନିକତାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏଗାରଟି ଆବେଦନ କରାଯାଇଥିଲା ।

ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ପାଞ୍ଚ ଥର କାର୍ଯ୍ୟ କରିଥିଲେ ଏବଂ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ସାଂସଦ ଭାବରେ ସେ ଥରେ କାର୍ଯ୍ୟ କରିଥିଲେ ।

ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ ଏବଂ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ସାଂସଦ ଭାବରେ ଥରେ ଲେଖାଏଁ କାର୍ଯ୍ୟ କରିଥଲେ ।

ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ୨ଥର ଏବଂ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ସାଂସଦ ଭାବରେ ଥରେ କାର୍ଯ୍ୟ କରିଥିଲେ ।

|୧୯୧୮-୧୯ର ଜର୍ମାନ ଆନ୍ଦୋଳନ ଓ ପ୍ରଥମ ବିଶ୍ୱଯୁଦ୍ଧରେ ଜର୍ମାନୀର ଆତ୍ମସମର୍ପଣ ପରେ ଜର୍ମାନ ସାମ୍ରାଜ୍ୟ ବଦଳରେ ସଂସଦୀୟ ୱାଇମାର ଗଣତନ୍ତ୍ର ପ୍ରତିଷ୍ଠା ହେଲା ।

୧୯୪୭ ମସିହାରେ ଯୁଦ୍ଧୋତ୍ତର ସମ୍ବିଧାନ ଗୃହୀତ ହେବା ପରେ ମହାରାଜକୀୟ ସଂସଦ, ଜାତୀୟ ସଂସଦରେ ପରିଣତ ହେଲା ।

କୌଣସି ଜରୁରୀକାଳୀନ ପରିସ୍ଥିତିରେ କ୍ଯାବିନେଟ ସଂସଦକୁ ଏକ "ବିଶେଷ ଅଧିବେଶନ" ପାଇଁ ଡାକି ପାରିବ ଏବଂ ଉକ୍ତ "ବିଶେଷ ଅଧିବେଶନ" କୌଣସି ଏକ ସଦନର ଏକ ଚତୁର୍ଥାଂଶ ସଦସ୍ଯଙ୍କ ଦ୍ବାରା ମଧ୍ଯ ଡକାଯାଇ ପାରିବ ।

ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରିଥର ଏବଂ ଭାରତୀୟ ସଂସଦ ଲୋକ ସଭାର ସାଂସଦ ଭାବରେ ୨ ଥର କାର୍ଯ୍ୟ କରିଥିଲେ ।

ପାରମ୍ପାରିକ ସଂସଦୀୟ ବ୍ୟବସ୍ଥାରେ କାର୍ଯ୍ୟନିର୍ବାହୀ ଶାଖାର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା ହେଉଛି କ୍ୟାବିନେଟ୍।

ତାଙ୍କ ବାପା ରଘୁନାଥ ମହାପାତ୍ର ଜଣେ ପଥର ଶିଳ୍ପୀ ଓ ସ୍ଥପତି ଥିଲେ, ଯିଏକି ଭାରତ ସରକାରଙ୍କଦ୍ୱାରା ପଦ୍ମ ବିଭୁଷଣ ପୁରସ୍କାର ପାଇଥିଲେ ଏବଂ ଭାରତୀୟ ସଂସଦର ଉପର ସଦନ ରାଜ୍ୟ ସଭାର ସାଂସଦ ଭାବରେ କାର୍ଯ୍ୟ କରିଥିଲେ ।

|ଅଭିନୟ|ଗ୍ଲୋରିଆ ମହାନ୍ତି|ଅପରାଜିତା ମହାନ୍ତି|ଜୟୀରାମ ସାମଲ|ରାଧା ପଣ୍ଡା|ବିଜୟ ମହାନ୍ତି|ଆଧାର|ବାହାର ଆଧାର|୧୯୮୫ର ଓଡ଼ିଆ କଥାଚିତ୍ର ପୋଲିସ ବାହିନୀକୁ ପୁନର୍ଗଠିତ କରିବା ଏବଂ ଅପରାଧ ସନ୍ଧାନ ଏବଂ ନିବାରଣ କ୍ଷେତ୍ରରେ ଅଧିକତର ଦକ୍ଷ କରାଇବା ଲକ୍ଷରେ ପୋଲିସ ଅଧିନିୟମ, ୧୮୬୧ ଭାରତୀୟ ସଂସଦଦ୍ୱାରା ଅଧିନିୟମିତ କରାଯାଇଛି ।

ଫେବୃୟାରୀ ୨୦୧୬ ମସିହାରେ, ଋଢିବାଦୀ ବ୍ରିଟିଶ ସଂସଦ ସଦସ୍ୟ ଡେମିୟନ କୋଲିନ୍ସ, ସଲମାନଙ୍କ ଉମ୍ମୀଦବାରୀ ପ୍ରତି ଶତୃତାପଣ କରିଥିଲେ ।

palliament's Usage Examples:

One word in particular has advanced the Peele argument; "palliament" (1.



palliament's Meaning in Other Sites