<< paisanos paise >>

paisas Meaning in Odia (Oriya). ( paisas ଶବ୍ଦର ଓଡିଆ ଅର୍ଥ)



ପଇସା,

Noun:

ଟଙ୍କା,

People Also Search:

paise
paisley
paisleys
paitrick
paitricks
pajama
pajamas
pajero
pajock
pakhto
pakhtu
pakhtun
paki
pakis
pakistan

paisas తెలుగు అర్థానికి ఉదాహరణ:

୨୦୦୪,ମେରେ ଏୟାର ଇଣ୍ଡିଆ ନିଜସ୍ୱ କମ ପଇସା subsidiary ତାହାକୁ ଏୟାର ଇଣ୍ଡିଆ ଏକ୍ସପ୍ରେସକୁହାଯାଏ, ତାହା ଭାରତ ସହିତ ପୂର୍ବ ଓ ଦକ୍ଷିଣ-ପୂର୍ବ ଏସିଆ ରବିଭିନ୍ନ ସହରକୁ ସଂଯୋଗ କରୁଚି।

କିଛି ପଇସା ସଞ୍ଚୟ କରି ସେ ଉଚ୍ଚଶିକ୍ଷା ନିମିତ୍ତ ଚାନ୍ଦବାଲି ଦେଇ ଧୂଆଁକଳ ଚାଳିତ ନାଆରେ କଲିକତା ଯାତ୍ରା କଲେ।

ଜଙ୍ଗଲ ଜମିରେ ଚାଷ କମ କରିକି ମଧ୍ୟ ସେମାନେ କିଛି ଅଧିକ ପଇସା ଉପାର୍ଜନ କରିଥାନ୍ତି।

ପ୍ରବଳ ଖରା ହେଉଥାଏ କଳାଘୋଡ଼ା, ଧଳାଘୋଡ଼ାରେ ଆସିଥିବା ଦୁଇ ସୈନିକ ମାଣିକ ଗଉଡୁଣୀଠାରୁ ଦହି ପିଇଲେ ଏବଂ ପଇସା ମାଗିବାରୁ ଏମାନଙ୍କ ପାଖରେ ପଇସା ନଥିଲା ।

ତେଣୁ ଅବୈଧ ଶିକାରୀଙ୍କ ନିକଟରୁ ପଇସା ନେଇ ବନ ବିଭାଗର ଅଜାଣତରେ ଏମାନେ ସାହାଯ୍ୟ କରିବାରୁ ଅବୈଧ ଶିକାର ବୃଦ୍ଧି ପାଇଥାଏ ।

ଗୋଟିଏ ଭଙ୍ଗା ପାନର ଦାମ୍ ୫୦ ପଇସାଠାରୁ ଆରମ୍ଭ କରି ୧୫୦୦ ଟଙ୍କା ପର୍ଯ୍ୟନ୍ତ ଥିବାର ଜଣାଯାଏ।

ଉକ୍ତ ପଇସାକୁ ସେମାନେ ଶେଷଦିନ ଭୋଗରାଗ ଓ ସାଜସଜ୍ଜାରେ ଖର୍ଚ୍ଚ କରନ୍ତି ।

|ଅଭିନୟ|ସୋହ‌ମ ସିଂହ|ଦେବଯାନୀ|ସାଧଭି ସିଂହ|ମନୋଜ ମିଶ୍ର|ଶକ୍ତି ବରାଳ|ପ୍ରଜ୍ଞା ଖଟୁଆ|କାଳୀ|ବିବାଦ|ଏହି କଥାଚିତ୍ରରେ ଅଭିନୟ କରୁଥିବା କଳାକାର ବିଶ୍ୱ ଏବଂ ମୀରାଙ୍କ ସ‌ହ ପ୍ରଯୋଜକ ସୋହମ ସିଂହଙ୍କର ଟଙ୍କା ଉପରେ ପଇସା ବିବାଦ ଉପୁଜିଥିଲା ।

ଏପରିକି ରୋହିତକୁ ଘରକୁ ଡାକି ତା' ସାମ୍ନାରେ କିଛି ଲୋକମାନଙ୍କୁ ଲଗାଇ ପଇସା ମାଗିବା ପାଇଁ ଧମକାଇବାର ଉପାୟମାନ ମଧ୍ୟ କରିଥିଲେ, ଯାହା ଶୁଣି ରୋହିତ ସେମାନଙ୍କୁ ପଇସା ଦେବ ।

|ପଇସା|10,25 ଏବଂ 50 ସେଣ୍ଟିବୋସ ଏବଂ 1 ପେସୋର ପଇସା ଉପଲବ୍ଧ ରହିଛି ।

(Numismatics) , ଛିଦ୍ରକ ରୂପେ ଗ୍ରୀସ ଓ କୃଷଣ ପଇସା ଏହି ସମୟ ପର୍ଯ୍ୟନ୍ତ ହ୍ରଦରେ ମିଶି ଯାଇଥିଲା ।

ଯେଉଁଭଳି ଶେୟାରରେ ନିବେଶ କରୁଥିବା ଲୋକେ ଶେୟାର ବଜାରରେ ଟ୍ରେଡିଂ କରନ୍ତି, ସେହିଭଳି କିଛି ଲୋକ ଟଙ୍କାପଇସାର କାରବାର ମନି ମାର୍କେଟରେ କରିଥାନ୍ତି ।

ଯେଉଁଥିରେକି କ୍ଲିକ୍ ହିସାବରେ ବ୍ୟକ୍ତିକୁ ପଇସା ଦେବାକୁ ପଡିଥାଏ ।

paisas's Usage Examples:

overprinted with the following denominations: 1 paisa, 2 paisas, 3 paisas, 7 paisas, 13 paisas (2 designs).


One estimate claimed procurement costs to be 140 paisas per kulhar and 7-10 paisas for coated-paper cups.


(₹1) is an Indian coin worth one Indian rupee and is made up of a hundred paisas.


Some regions of Valle del Cauca Department (north) and Tolima Department (west) culturally identify as paisas.


Irani designed two stamps (40 paisas and 85 paisas) of the Third Organisation of the Islamic Conference (OIC) (1981).


Portal de enlaces paisas.


Department (north) and Tolima Department (west) culturally identify as paisas.


name refers to the inhabitants of the area where this frog occurs, called paisas.


occurred and the rupee was divided into 100 naye paise (Hindi/Urdu for new paisas).


of Planadas were a mix of antioqueños and local huilenses today exists paisas and opitas customs and idioms .


The paisas have been considered an isolated population, and therefore different.


groups: Maras (active gang members), Pesetas (former gang members) and paisas (those who have never been in a gang before their incarceration).


Biography of Juan Antonio Mon y Velarde Raíces paisas, History of Antioquia Roberto Cadavid Misas, History of Antioquia.



paisas's Meaning in Other Sites