<< pairs pais >>

pairwise Meaning in Odia (Oriya). ( pairwise ଶବ୍ଦର ଓଡିଆ ଅର୍ଥ)



ଯୁଗ୍ମ ଭାବରେ,

ଏକ ଯୁଗଳ ସ୍ଲାସ୍ | ଅଧିକ ଦେଖନ୍ତୁ |, କଞ୍ଚା ଯୋଡା |, ଦୁଇଟି ସମାନ |, ସମାନ କିମ୍ବା ସମାନ ଜିନିଷ ଯାହା ଏକତ୍ର ବ୍ୟବହାର ପାଇଁ ମେଳ ହୁଏ |, ଏକ କାନଫୁଲ |,

People Also Search:

pais
paisa
paisano
paisanos
paisas
paise
paisley
paisleys
paitrick
paitricks
pajama
pajamas
pajero
pajock
pakhto

pairwise తెలుగు అర్థానికి ఉదాహరణ:

|ପେଷା|ଅଳ୍ପଦିନ ଅନ୍ତରେ ସେ ଡି କେ ପଟ୍ଟାମ୍ମାଲ ସ‌ହିତ ଯାଇ ଏକ‌କ ବା ଯୁଗ୍ମ ଭାବରେ ସଂଗୀତ ପରିବେଷଣ କରି ସେତେବେଳକାର ପ୍ରସିଦ୍ଧ କର୍ଣ୍ଣାଟକୀ ଗାୟକ ଡି କେ ଜୟରମନ (D. K. Jayaraman), ପଲଘଟ କୋଲେଙ୍ଗୋଡ଼ ବିଶ୍ୱନାଥ ନାରାୟଣସ୍ୱାମୀ (K. V. Narayanaswamy) ଓ ଏମ ଏସ ସୁବ୍ବୁଲକ୍ଷ୍ମୀ (M. S. Subbulakshmi) ଇତ୍ୟାଦି ଲୋକଙ୍କଠାରୁ ପ୍ରଶଂସା ପାଇଥିଲେ ।

ଏହି ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ସୁରେନ୍ଦ୍ର ସିଂହଙ୍କ ସହ ଯୁଗ୍ମ ଭାବରେ ବିଜୟୀ ହୋଇ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଏହି ନିର୍ବାଚନ ମଣ୍ଡଳୀଟି ପ୍ରଥମ ଓଡ଼ିଶା ବିଧାନ ସଭା ନିର୍ବାଚନରେ ପାଲଲହଡ଼ା ସହ ଯୁଗ୍ମ ଭାବରେ ଥିଲା ଏବଂ ୧୯୫୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ଏହି ନିର୍ବାଚନ ମଣ୍ଡଳୀଟି ସ୍ୱତନ୍ତ୍ର ହୋଇଥିଲା ।

ଏହି ନିର୍ବାଚନରେ ସେ ସୋସିଆଲିଷ୍ଟ ପାର୍ଟିର ପ୍ରାର୍ଥୀ ଗିରିଶ ଚନ୍ଦ୍ର ରାୟଙ୍କ ସହ ଯୁଗ୍ମ ଭାବରେ ବିଜୟୀ ହୋଇ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଏହା ପରେ ସେ ଇଲେକଟ୍ରନିକ ଇଞ୍ଜିନିଅରିଙ୍ଗ ପାଠ କରିବା ନିମନ୍ତେ ସେ ଗୋନ୍ଦିଆର ମନୋହରଭାଇ ପଟେଲ ଇନସ୍ଟିଚ୍ୟୁଟ ଅଫ ଇଞ୍ଜିନିଅରିଙ୍ଗ ଆଣ୍ଡ ଟେକନୋଲୋଜିରେ ନାମ ଲେଖାଇଥିଲେ କିନ୍ତୁ ମାତ୍ର ଦୁଇ ବର୍ଷ ପରେ ନାଗପୁରର ୱିସିସିଇକୁ ଚାଲିଗଲେ ଓ ସେଠାରେ ବିଭିନ୍ନ ସଙ୍ଗୀତ ଦଳରେ ରହି ଯୁଗ୍ମ ଭାବରେ ପ୍ରଦର୍ଶନ କରିଥିଲେ ଓ ଏକ‌କ ଗଜଲ ପ୍ରଦର୍ଶନ ମଧ୍ୟ କରିଥିଲେ ।

ବିରୁଦ୍ଧାତ୍ମକ ସୂଚନା ଦେବାକୁ ମିଲିଟାଣ୍ଟ ଦକ୍ଷିଣ-ପନ୍ଥୀମାନେ ଫ୍ଲାଣ୍ଡର ପତାକାର (Flag of Flanders) ରଙ୍ଗରୂପ ବଦଳେଇ ଦେଇଥିଲେ > |ପୁରସ୍କାର|ସନ ୨୦୧୯ରେ ଡି ୱେଭର ଓ କିରା ଗାଣ୍ଟଏସ ଦୁହେଁ ଯୁଗ୍ମ ଭାବରେ ମୁକ୍ତ ପୃଥିବୀର ଆର୍କ ପୁରସ୍କାର (Ark Prize of the Free Word) ଗ୍ରହଣ କରିଥିଲେ ।

ଏହି ନିର୍ବାଚନରେ ଆନନ୍ଦପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ତାଙ୍କ ସହ ଉପେନ୍ଦ୍ର ଜେନା ଯୁଗ୍ମ ଭାବରେ ନିର୍ବାଚିତ ହୋଇଥିଲେ ।

ଏହି ନିର୍ବାଚନରେ ସେ ସ୍ୱାଧୀନ ପ୍ରାର୍ଥୀ ସମଲ ମାଝିଙ୍କ ସହ ଯୁଗ୍ମ ଭାବରେ ବିଜୟୀ ହୋଇ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ତାଙ୍କ ସହ ଗଣତନ୍ତ୍ର ପରିଷଦର ପ୍ରାର୍ଥୀ ଜନାର୍ଦନ ଭଞ୍ଜ ଦେଓ ଏହି ବିଧାନ ସଭାକୁ ଯୁଗ୍ମ ଭାବରେ ନିର୍ବାଚିତ ହୋଇଥିଲେ ।

ଏହି ନିର୍ବାଚନରେ ଆନନ୍ଦପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ତାଙ୍କ ସହ ବୀରକିଶୋର ଜେନା ଯୁଗ୍ମ ଭାବରେ ନିର୍ବାଚିତ ହୋଇଥିଲେ ।

ସ୍ୱର୍ଗତ ରିତ‌ୱିକ ଘଟକଙ୍କର ଜୀବନୀ ଉପରେ ପର୍ଯ୍ୟବେଶିତ ଚଳଚ୍ଚିତ୍ର 'ଏକଟି ନ‌ଦୀର ନାମ'ରେ ସେ ସେହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ଅନୁପ ସିଂହଙ୍କ ସାଥିରେ ଯୁଗ୍ମ ଭାବରେ ପଟକଥା ଲେଖିଥିଲେ ।

ଏହି ନିର୍ବାଚନରେ ଆନନ୍ଦପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ତାଙ୍କ ସହ ଭାଇଗା ସେଠୀ‌ ଯୁଗ୍ମ ଭାବରେ ନିର୍ବାଚିତ ହୋଇଥିଲେ ।

କୃଷ୍ଣଚନ୍ଦ୍ର ମହାପାତ୍ର ଏହି ନିର୍ବାଚନରେ ସେ ତାଙ୍କ ସହ ଯୁଗ୍ମ ଭାବରେ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

pairwise's Usage Examples:

both the Borda count and a pairwise method that satisfied the Condorcet criterion in the 13th century.


, Xk, the scatter plot matrix shows all the pairwise scatter plots of the variables on a single view with multiple scatterplots in a matrix.


The first step to the algorithm is computing a rough distance matrix between each pair of sequences, also known as pairwise sequence alignment.


The mBed method calculates pairwise distance using sequence embedding.


whose successive displacements are random, in which displacements in pairwise disjoint time intervals are independent, and displacements in different time.


Conceptually, sparsity corresponds to systems with few pairwise interactions.


voters and the following preferences: The Kemeny–Young method arranges the pairwise comparison counts in the following tally table: The ranking scores of all.


The pairwise sorting network is a sorting network discovered and published by Ian Parberry in 1992 in Parallel Processing Letters.


mathematics, graph theory is the study of graphs, which are mathematical structures used to model pairwise relations between objects.


Essentially, Clustal creates multiple sequence alignments through three main steps:Do a pairwise alignment using the progressive alignment methodCreate a guide tree (or use a user-defined tree)Use the guide tree to carry out a multiple alignmentThese steps are carried out automatically when you select Do Complete Alignment.


In mathematics, graph theory is the study of graphs, which are mathematical structures used to model pairwise relations between objects.


there are uncountably many of these pairwise disjoint sets, their union is uncountable.



pairwise's Meaning in Other Sites