<< painfully painim >>

painfulness Meaning in Odia (Oriya). ( painfulness ଶବ୍ଦର ଓଡିଆ ଅର୍ଥ)



ଯନ୍ତ୍ରଣା,

ଯନ୍ତ୍ରଣା,

painfulness తెలుగు అర్థానికి ఉదాహరణ:

ଏହା ସ‌ହିତ ନିଜର ହୀନମନ୍ୟତା (low self-esteem), ସାଧାରଣ ଆମୋଦ‌ଦାୟକ ଗତିବିଧିରେ ଅଭିରୁଚି ଅଭାବ (loss of interest ), ସ୍ୱଳ୍ପ ଶକ୍ତି ସମ୍ପନ୍ନ ଓ ଅକାରଣ ଯନ୍ତ୍ରଣା ହୁଏ ।

ଶ୍ରୋଣୀ (pelvis) ଅକ୍ଷମତା କେତେକ ମହିଳାଙ୍କ ଯନ୍ତ୍ରଣାର ମୂଳ କାରଣ ହୋଇପାରେ ।

| ବିକାରୀ ଶରୀର କ୍ରିୟା (Pathophysiology) |ମସ୍ତିଷ୍କରେ ଯନ୍ତ୍ରଣା ବୋଧ କରିବା ସ୍ନାୟୁ ନାହିଁ ।

ଏହାର କାରଣମାନଙ୍କୁ ଅବରୋଧ କରିବାକୁ ଚେଷ୍ଟା କରାଯାଏ ଓ ଯନ୍ତ୍ରଣାନାଶକାରୀ ଔଷଧ (Pain medication), ଆଣ୍ଟିହିସ୍ଟାମିନ (antihistamines), ଆଣ୍ଟିବାୟୋଟିକ (antibiotics), କର୍ଟିକୋସ୍ଟିରଏଡ (corticosteroids), ଇଣ୍ଟ୍ରାଭେନସ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ (intravenous immunoglobulins) ଆଦି ଦିଆଯାଏ ।

| ଲକ୍ଷଣ ଅନୁଯାୟୀ |ଲକ୍ଷଣ ଉପସମ ନିମନ୍ତେ ଆଇବୁପ୍ରୋଫେନ ଓ ପାରାସେଟାମଲ୍ ଭଳି ଔଷଧ ଦେଲେ ଯନ୍ତ୍ରଣା ଲାଘବ ହୁଏ ।

|ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ଆଲର୍ଜି ପ୍ରତିକ୍ରିୟା (allergic reactions) ଓ ଇଞ୍ଜେକସନ ନେବା ସ୍ତାନରେ ଯନ୍ତ୍ରଣା ହୁଏ ।

ସେହି କୋମଳ ସ୍ପର୍ଶରେ ତାଙ୍କ ଦେହର ଉତ୍ତାପ ଓ ଯନ୍ତ୍ରଣା ସଙ୍ଗେ ସଙ୍ଗେ ଦୂର ହୋଇଗଲା ।

|ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ତରଳ ଝାଡ଼ା, ମାଂସପେଶୀ ଯନ୍ତ୍ରଣା, ମୁଣ୍ଡବଥା ଓ ରାସ ହୋଇପାରେ ।

ଏହି ରୋଗରେ ଏତେ ଅଧିକ ଯନ୍ତ୍ରଣା ହୁଏ ଯେ ଲୋକ ସ‌ହି ନ ପାରି ଆତ୍ମହତ୍ୟା କରନ୍ତି, ଏଣୁ ଏହାର ନାମ ସୁଇସାଇଡ ଡିଜିଜ ବା ଆତ୍ମହତ୍ୟା ରୋଗ କୁହାଯାଏ ।

ପ୍ରାକ୍ ଲକ୍ଷଣରେ ବାନ୍ତି, ପେଟ ଯନ୍ତ୍ରଣା (abdominal pain) ଓ ନିଶାଗ୍ରସ୍ତ (intoxication) ହୁଏ ।

ଏ ରୋଗରେ ଉଦରରେ ସାଂଘାତିକ ଯନ୍ତ୍ରଣା ଓ ଦରଜ ହୁଏ ।

painfulness's Usage Examples:

It refers to the fundamental unsatisfactoriness and painfulness of mundane life.


Janice Kennedy said the song was "an exercise in fingernail-on-blackboard painfulness: "Song she sang to me, song she brang to me.


The goal is to reduce the frequency, painfulness, and duration of migraine episodes, and to increase the effectiveness.


to a synthesizer sound, as well as the sad violin that "expressed the painfulness of autumn".


"Home birth and hospital deliveries: A comparison of the perceived painfulness of parturition".


medicine and the comparative analysis of the cost, effectiveness and painfulness of each of those treatment modalities alone or in combination to make.


The title track is about the painfulness of life and how Christians have to take up their cross.


The painfulness of this process inevitably slowed the pace of Pergamon"s modernization.


recognized there needed to be a quantitative measure with which to score the painfulness of stings.


The goals of preventive therapy are to reduce the frequency, painfulness, and/or duration of migraines, and to increase the effectiveness of abortive.


the way people as well as places constitute the sense of a place, the painfulness of disconnection from the past, and the dilemma of intellectuals who.


To one who spoke to her of the painfulness of such work she answered, "It is like watching by a filthy gutter to.


received "in a zealous keeping of all the commandments; in watchfulness and painfulness; in denying ourselves and taking up our cross daily; as well as in earnest.



Synonyms:

quality, distressingness, sharpness,

Antonyms:

humility, niceness, undamaged, pleasure, pleasantness,

painfulness's Meaning in Other Sites