<< oxygenation oxygenic >>

oxygenator Meaning in Odia (Oriya). ( oxygenator ଶବ୍ଦର ଓଡିଆ ଅର୍ଥ)



ଅମ୍ଳଜାନ,

Noun:

ଅମ୍ଳଜାନର |,

oxygenator తెలుగు అర్థానికి ఉదాహరణ:

କ୍ୱଚିତ ଡାକ୍ତରଖାନାରେ ଅମ୍ଳଜାନ ଥେରାପି (oxygen, ଖାଇବାରେ ସାହାଯ୍ୟ ଓ ଶିରାଭ୍ୟନ୍ତର ତରଳ ପଦାର୍ଥ (intravenous fluids) ଆବଶ୍ୟକ ହୁଏ ।

ଅମ୍ଳଜାନର ଗୋଟିଏ ବହୁରୁପ ହୋଇଥିଲେ ମଧ୍ୟ, ଏହା ଅମ୍ଳଜାନଠାରୁ ବହୁତ କମ୍ ସ୍ଥିର ।

ସାଇନାଇଡ ଆୟନଦ୍ୱାରା (ions) ଜୈବ ଶ୍ୱାସକ୍ରିୟା (cellular respiration) ଅବରୋଧ ହେବା ଫଳରେ ଦେହର ତନ୍ତୁ ଅମ୍ଳଜାନ (oxygen) ବ୍ୟବ‌ହାର କରିପାରେନି ।

ବିକଶିତ ପୃଥିବୀରେ (developed world) ଅମ୍ଳଜାନ ଅତି ସାଧାରଣ ଭାବରେ ଡାକ୍ତରଖାନାରେ ବ୍ୟବ‌ହାର କରାଯାଏ ।

ସୂର୍ଯ୍ୟର କ୍ଷତିକାରକ ଅତିବାଇଗଣୀ ରଶ୍ମିରୁ ରକ୍ଷା କରୁଥିବା ଓଜୋନ୍‌ ସ୍ତର ମଧ୍ୟ ଏହି ଅମ୍ଳଜାନରୁ ତିଆରି ହେଲା ।

|ସ୍ଥିର ଜଳାଶ୍ରୟରେ ଆଲୋକସଂଶ୍ଳେଷଣଦ୍ୱାରା ଅମ୍ଳଜାନ ପ୍ରସ୍ତୁତ କରୁଥିବା ଉତ୍ପାଦକ ବା ବାୟୁମଣ୍ଡଳୀୟ ସ୍ଥିତିମାନଙ୍କର ପରିବର୍ତ୍ତନ ସହିତ ମନ୍ଥର ଗତିରେ ସନ୍ତୁଳନ ହେଉଥିବା ହେତୁ ଅମ୍ଳଜାନର ସାନ୍ଦ୍ରତା ୧୦୦ ପ୍ରତିଶତରୁ ବି ଅଧିକ ଥାଏ ।

ଅନେକ ଯବକ୍ଷାରଜାନ ବିବନ୍ଧକ ବୀଜାଣୁ ଅବାୟବ ପରିବେଶରେ ରହିଥାନ୍ତି କିମ୍ବା ଅମ୍ଳଜାନର ଶୀଘ୍ର ଶ୍ୱସନ କରି ଏହାର ସ୍ତର କମାଇ ଦିଅନ୍ତି ।

|ଶୁଷ୍କ ବାୟୁରେ ଏହାର ଆୟତନର ୭୮.୦୯% ଯବକ୍ଷାରଜାନ, ୨୦.୯୫% ଅମ୍ଳଜାନ, ୦.୯୩% ଆର୍ଗନ, ୦.୦୩୯% ଅଙ୍ଗାରକାମ୍ଳ ଓ ଅଳ୍ପ ପରିମାଣର ଅନ୍ୟାନ୍ୟ ଗ୍ୟାସ୍ ଥାଏ ।

 ସାମାନ୍ୟ କମ ବା ସାଧାରଣ ଅମ୍ଳଜାନ ଚାପ ଥିଲେ ଅମ୍ଳଜାନ ଉପଚାରଦ୍ୱାରା ଅଣନିଶ୍ୱାସୀ ହେବା କମିଯାଇପାରେ ।

ଯଦି ଏହି ମାତ୍ରା ରକ୍ତରେ ଅମ୍ଳଜାନ ଧାରଣର ସର୍ବାଧିକ ପରିମାଣ ତୁଳନାରେ ୯୦ ପ୍ରତିଶତରୁ କମ ହୋଇଯାଏ, ଏହାକୁ ନିମ୍ନ ମାନି ହାଇପୋକ୍ସିମିଆ କୁହାଯାଇଥାଏ ।

ଘରୋଇ ଅମ୍ଳଜାନର (home oxygen) ମୂଲ୍ୟ ବ୍ରାଜିଲରେ ପ୍ରାୟ ୧୫୦ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ମୂଲ୍ୟ ୪୦୦ ଆମେରିକୀୟ ଡଲାର ।

ଏହି ତିନି ପ୍ରକାରର ଫୁଲା ଯୋଗୁ ଖପୁରି ଭିତରେ ଚାପ ବଢ଼ିଯାଏ, ରକ୍ତ ସଞ୍ଚାଳନ କମିଯାଏ ଓ ଅମ୍ଳଜାନ ଅଭାବରୁ ମସ୍ତିଷ୍କ କୋଷ ମରି ଯାଆନ୍ତି (Apoptosis)।

oxygenator's Usage Examples:

machine, Extracorporeal Membrane Oxygenation (ECMO), using a membrane oxygenator, was developed.


bubble oxygenator is an early implementation of the oxygenator used for cardiopulmonary bypass.


remembered for refining John Gibbon"s heart–lung bypass machine via a pump-oxygenator to make feasible under direct vision, routine open-heart surgery and repairs.


undesired bubbles, DeWall became interested in the problems connected with oxygenating blood and in 1955, developed the first bubble oxygenator that removed.


SAMW acts as an oxygenator for mid oceanic depths in the Southern oceans.


A membrane oxygenator is a device used to add oxygen to, and remove carbon dioxide from the blood.


refinement of artificial circulatory technologies including the membrane oxygenator.


It has since been supplanted by the membrane oxygenator as.


Meanwhile, Dennis began work on his pump-oxygenator in 1946.


An oxygenator is a medical device that is capable of exchanging oxygen and carbon dioxide in the blood of human patient during surgical procedures that.


the first successful use of extracorporeal circulation by means of an oxygenator, but he abandoned the method after subsequent failures.


camera boom and cart to reduce time taking autopsy photos; uniform bubble oxygenator for use during open-heart surgery; hydraulic gastrointestinal biopsy instrument;.


The oxygenator and the heater produce PFC vapor which.



oxygenator's Meaning in Other Sites