<< overspend overspends >>

overspending Meaning in Odia (Oriya). ( overspending ଶବ୍ଦର ଓଡିଆ ଅର୍ଥ)



ଅଧିକ ଖର୍ଚ୍ଚ,

ଅତିରିକ୍ତ ମୂଲ୍ୟ,

overspending తెలుగు అర్థానికి ఉదాహరణ:

|ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ସଂସ୍କାର ଆଣିବା, ବଜାର ପ୍ରବେଶ ବୃଦ୍ଧି ତଥା ଜିଏସପି +କୁ ପୁନଃ ପ୍ରାପ୍ତ କରିବା, ପ୍ରମୁଖ ପୁଞ୍ଜି ବିନିଯୋଗ ପ୍ରୋତ୍ସାହନ ଏଜେନ୍ସିଗୁଡ଼ିକର ପୁନଃ ନିର୍ମାଣ, ପର୍ଯ୍ୟଟନର ବିକାଶ, ଅଧିକ ଖର୍ଚ୍ଚ କରୁଥିବା ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଏବଂ ଗ୍ରାମୀଣ ଅର୍ଥନୀତିର ବିକାଶ ପାଇଁ ସେ ଏକ ଯୋଜନା ଆରମ୍ଭ କରିଥିଲେ ।

ସନ ୨୦୧୮ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସକୁ ପ୍ରାୟ ୪୦୦୦ ପାଉଣ୍ଡରୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।

ବିଜ୍ଞାପନ ସନ୍ଦେଶ ଜଣେ ବ୍ୟକ୍ତିଙ୍କୁ ପଠାଇଲେ ଅତି ନିମ୍ନ ମୂଲ୍ୟ ଦେବାକୁ ପଡ଼ୁଥିଲେ ଓ ଏକା ବେଳକେ ୧୦୦୦ ବ୍ୟକ୍ତିଙ୍କୁ ପଠାଉଥିଲେ ୧୦୦୦ ଗୁଣ ଅଧିକ ଖର୍ଚ୍ଚ ଷ୍ପାମର୍‍ମାନଙ୍କୁ ନିରୁତ୍ସାହିତ କରିପାରେ ।

|ତଥ୍ୟ ପ୍ରଦୂଷଣର ନିୟନ୍ତ୍ରଣ|ଇ-ମେଲ୍ ଷ୍ପାମ୍|ଷ୍ପାମର୍‍ମାନଙ୍କୁ ବହୁ ସଂଖ୍ୟକ ଇ-ମେଲ୍ ସନ୍ଦେଶ ପଠାଇବା ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିନଥାଏ ।

ପୁ ଶ୍ଚ ପର୍କିଙ୍କ ରଞ୍ଜ କ ଉତ୍ପାଦନ ପାଇଁ ଅପେକ୍ଷାକୃତ ଅଧିକ ଖର୍ଚ୍ଚ ହେଉଥିଲା, ଫ ଳରେ ଏହାର ମୂଲ୍ୟ ଅଧିକ ଥିଲା।

ଇଣ୍ଟରନେଟ୍‍ର ବ୍ୟାପକତା ଯୋଗୁଁ ଉପଭୋକ୍ତାଙ୍କ ପାଖରେ ବିଜ୍ଞାପନ ପହଞ୍ଚାଇବା ପାଇଁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିନଥାଏ କିନ୍ତୁ ଉପଭୋକ୍ତାର ଧ୍ୟାନ ଆକର୍ଷଣ କରିବା କଷ୍ଟସାଧ୍ୟ ବିଷୟ ।

ଋଣବୃଦ୍ଧି ଓ ଅଧିକ ଖର୍ଚ୍ଚ ଯୋଗୁଁ କ୍ରମେ ଏହି ସଂସ୍ଥା ରୁଗଣ ହୋଇପଡ଼ିଥିଲା ଓ ଟେଲିଭିଜନ ନିର୍ମାଣ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା ।

|ଲାବୋରେଟୋରୀରେ ତନ୍ନ ତନ୍ନ କରି ୬୦ ବର୍ଷକାଳ ଧରି ପରୀକ୍ଷା କରି ଜଣାଯାଇଛି ଯେ ଜୀବାଣୁକୁ ସ‌ହଜରେ କଲଚର ଓ ବିକାଶ କରିହେବ ଓ ଏହି ପରୀକ୍ଷାରେ ଅଧିକ ଖର୍ଚ୍ଚ ମଧ୍ୟ ହେବନନି ।

ଯୁକ୍ତରାଷ୍ଟ୍ର ଆମେରିକାରେ ଲୋକମାନେ ଏହି ରୋଗ ବାବଦ ବାର୍ଷିକ ପ୍ରାୟ ୨୫୦ ନିୟୁତ ଆମେରିକୀୟ ଡଲାରରୁ ଅଧିକ ଖର୍ଚ୍ଚ କରନ୍ତି ।

ଏଭଳି ଲୋକେ ମାନନ୍ତି କି ଯେତେ ଅଧିକ ଖର୍ଚ୍ଚର ସୀମା ସେତେ ଭଲ ।

. ସନ ୨୦୧୧ରେ ଏହା ଆମେରିକା ଡାକ୍ତଖାନାର ସବୁଠାରୁ ଅଧିକ ଖର୍ଚ୍ଚାନ୍ତ ରୋଗ ବିବେଚ୍ଚିତ ହୋଇ ୫.୭ ଡଲାର ଖର୍ଚ୍ଚ ହୋଇଥିଲା ।

overspending's Usage Examples:

As a result of the overspending while in the top division, the club suffered financial difficulties,.


Common examples include: procrastination, overspending and nail-biting.


Following two announcements of massive debt and overspending of funds at the Nunavut Housing Corporation, Hunter Tootoo was moved.


been given an 18% ownership stake in the team, was fired in the face of overspending and losses of "700,000 in their first season.


The star cluster is far removed from Earth, the Core Systems, and their central governing body, the New Alliance; also, the Alliance government was in a state of near-collapse due to corruption and massive overspending.


the BBC and on the website "Brexit Central", for revealing unlawful overspending in the Brexit referendum campaign.


clashes between mostly Labour metropolitan county councils and the Conservative government over issues including overspending and high rates charging.


, consumer debt, overspending) A "contract" of required changes, which the individual(s) must discuss.


Barrett was accused of overspending his constituency allowance while serving in the assembly and paid back.


But a far more serious long-term problem was caused by the club's getting into severe debt through overspending on playing staff.


The term overspending is also used for investment.


trying to squeeze politically neutral competitors out of the market by overbidding and overspending them.


27, 2014, the Commission on Elections unseated Ejercito after alleged overspending during the campaign for the 2013 midterm elections.



Synonyms:

spend,

Antonyms:

providence, underspend,

overspending's Meaning in Other Sites