<< overbuying overcall >>

overby Meaning in Odia (Oriya). ( overby ଶବ୍ଦର ଓଡିଆ ଅର୍ଥ)



ଅତ୍ୟଧିକ,

Adverb:

ଅତ୍ୟଧିକ,

overby తెలుగు అర్థానికి ఉదాహరణ:

ଅତ୍ୟଧିକ ଋତୁସ୍ରାବ ହେଉଥିଲେ ଲୌହ ପରିପୂରକ ଆବଶ୍ୟକ ହୁଏ ।

|ବର୍ସାଇଟିସର କାରଣ ମଧ୍ୟରେ ଅତ୍ୟଧିକ ବ୍ୟବହାର, ସଂକ୍ରମଣ, ଆଘାତ ଏବଂ ପ୍ରଦାହ ଜନିତ ରୋଗ ଅନ୍ତର୍ଭୁକ୍ତ | ମାନବ ଶରୀରରେ ୧୫୦ରୁ ଅଧିକ ବର୍ସା ଅଛି | ସାଧାରଣତଃ ଅଧିକାଂଶ କ୍ଷେତ୍ରରେ ପ୍ରିପାଟେଲାର, ଓଲିକ୍ରାନନ୍, ଟ୍ରୋକାଣ୍ଟେରିକ ଓ ରେଟ୍ରୋକାଲକାନିଆଲ ବର୍ସା ପ୍ରଭାବିତ ହୁଏ ।

ଦେହର ଅତ୍ୟଧିକ ତାପ ଶକ୍ତି ସମ ଅବସ୍ଥାକୁ ଆଣିବା ପାଇଁ ପଣାପାନର ବ୍ୟବସ୍ଥା ମଧ୍ୟ ଅଛି ।

ବୃକକୀୟ ନିଷ୍କାସନର ହ୍ରାସ ଯୋଗୁଁ ୯୦% କାରଣରେ ରକ୍ତ ୟୁରିକାମ୍ଳ ବୃଦ୍ଧି ପାଇଥାଏ ଏବଂ ୧୦ % କ୍ଷେତ୍ରରେ ଅତ୍ୟଧିକ ୟୁରିକାମ୍ଳ ଉତ୍ପାଦନ ଯୋଗୁଁ ହୋଇଥାଏ ।

ଏମାନଙ୍କ ଦଳରେ ଅତ୍ୟଧିକ ପ୍ରଭାବଶାଳୀ ଅନୁକ୍ରମ ନଥାଏ ଓ ଦଳରେ ଏକାଧିକ ପ୍ରଜନନକ୍ଷମ ମାଈ ବଳିଆ କୁକୁର ରହିଥାନ୍ତି ।

ପୁରୁଷଙ୍କଠାରେ ରକ୍ତ ୟୁରିକାମ୍ଳ ସ୍ତର ୪୨୦ μmol/l (୭.0 mg/dl)ଠାରୁ ଅତ୍ୟଧିକ ଓ ସ୍ତ୍ରୀଲୋକଙ୍କ କ୍ଷେତ୍ରରେ ୩୬୦ μmol/l (୬.୦ mg/dl) ଠାରୁ ଅଧିକ ହେବଦ୍ୱାରା ବାତରକ୍ତ ବୋଲି ନିର୍ଣ୍ଣୟ କରାଯାଇଥାଏ ।

ଭଲରୂପେ ଫିଟ୍ ନ ହେଉଥିବା ନ‌କଲି ଦାନ୍ତ, ଓଠକୁ ଚାଟିବା, ଲାଳ ବୋହିବା, ପାଟିବାଟେ ପ୍ରଶ୍ୱାସ ନେବା ଓ ଛାଡ଼ିବା ଯୋଗୁ ପାଟି ଶୁଖିଯିବା, ଖରାରେ ରହିବା, ଅତ୍ୟଧିକ ପାଟି ବନ୍ଦ ରଖିବା, ଧୂମ୍ରପାନ ଓ ସାମାନ୍ୟ ଆଘାତ ଆଦି ଉତ୍ତେଜକ କାରଣ ଯୋଗୁ ଏହି ରୋଗ ହୁଏ ।

ଅନ୍ୟାନ୍ୟ କାରଣ ମଧ୍ୟରେ ସାଧାରଣତଃ ଅତ୍ୟଧିକ ମଦନିଶା, ବୟସାଧିକ୍ୟ, ଅରୁଚି ଓ କମ‌ ରକ୍ତଶର୍କରା ଥିଲେ ହୁଏ ।

|ଅତ୍ୟଧିକ ମଦ୍ୟପାନ ଓ ଅଗ୍ନାଶୟରେ ପିତ୍ତାସ୍ମରୀ ବା ପିତ୍ତକୋଷ ପଥର ଏହି ଅଗ୍ନାଶୟରେ ରହିଲେ ସାଧାରଣତଃ ଅଗ୍ନାଶୟ ପ୍ରଦାହ ହୁଏ ।

ସ୍ୱାଭାବିକ ଭାବରେ ଅତ୍ୟଧିକ ଥଣ୍ଡା ସଂସ୍ପର୍ଶରେ ଆସିଲେ ଏହି ରୋଗ ହୁଏ ।

| ଲକ୍ଷଣ |ଅତ୍ୟଧିକ ତୈଳାକ୍ତ ,ଶ୍ୱେତାଭ ମଳ ହୋଇଥାଏ ,ଏହା ଅତ୍ୟନ୍ତ ଦୁର୍ଗନ୍ଧ ଯୁକ୍ତ ଓ ପାଣିରେ ପାଇଖାନାରେ ଧୋଇବା ବେଳେ ଅତ୍ୟନ୍ତ ବିଳମ୍ବରେ ସଫା ହୋଇଥାଏ ଓ ଏହାର ଅଠାଳିଆ ଗୁଣ ଯୋଗୁଁ ପାଇଖାନାରେ ଲାଗିରହିଥାଏ ।

ଇଣ୍ଟାକ୍ରାନିଆଲ୍ ଚାପ ଯଦି ଅଧିକ ହୁଏ କିମ୍ବା ଦୃଷ୍ଟିଶକ୍ତି ଉପରେ ପ୍ରହାବ ପକାଉଥାଏ, ତେବେ ଥେରାପିଉଟିକ୍ ଲମ୍ବର ପଙ୍କଚର୍ (ଅତ୍ୟଧିକ ସେରେବ୍ରୋସ୍ପାଇନାଲ୍ ଫ୍ଲୁଇଡ୍ ଅପସାରଣ), ଔଷଧ ( ଆସେଟାଜୋଲାମାଇଡ୍ ), କିମ୍ବା ନ୍ୟୁରୋ ସର୍ଜିକାଲ୍ ଚିକିତ୍ସା (ଅପ୍ଟିକ୍ ସ୍ନାୟୁ ଶୀଥ୍ ଫେନେଷ୍ଟ୍ରେସନ୍ କିମ୍ବା ଶଣ୍ଟିଂ ) ଆବଶ୍ୟକ ହୋଇପାରେ ।

|ପିଟୁଇଟାରି ଗ୍ଲାଣ୍ଡ/ଗ୍ରନ୍ଥିରୁ (pituitary gland) ଅତ୍ୟଧିକ ଗ୍ରୋଥ ହରମୋନ କ୍ଷରିତ ହେଲେ ଆକ୍ରୋମେଗାଲି ରୋଗ ହୁର ।

overby's Meaning in Other Sites