<< outside marriage outsider >>

outside of Meaning in Odia (Oriya). ( outside of ଶବ୍ଦର ଓଡିଆ ଅର୍ଥ)



ବାହାରେ, ବିନା, ଅଧିକନ୍ତୁ,, ଏହା ବ୍ୟତୀତ,

People Also Search:

outsider
outsiders
outsides
outsight
outsights
outsit
outsitting
outsize
outsized
outsizes
outskirt
outskirts
outsleeping
outslept
outsmart

outside of తెలుగు అర్థానికి ఉదాహరణ:

ବିକଳାନନ୍ଦ କରଙ୍କ ସାଲେପୁର ରସଗୋଲା ଓ ପାହାଳରେ ପ୍ରସ୍ତୁତ ରସଗୋଲା ଭାରତ ତଥା ଭାରତ ବାହାରେ ମଧ୍ୟ ପରିଚିତ ।

ଏହି ବିଷକ୍ରିୟାରେ ଅଥିକ ଲାଳ ବୁହେ, ତରଳ ଝାଡ଼ା, ଆଖି ପିତୁଳା ଛୋଟ ହୁଏ, ଅଧିକ ଝାଳ ନିଷ୍କାସନ ହୁଏ, ମାଂସପେଶୀ କମ୍ପନ ହୁଏ ଓ ମାନସିକ ଦ୍ୱନ୍ଦ ଆଦି ଲକ୍ଷଣ ବାହାରେ

କିଡନୀରୁ ଗୋଟିଏ ନଳୀ ବାହାରେ ଯାହାକୁ ୟୂରେଟର କହନ୍ତି ।

ଏହି ଘଟଣା କ୍ଷିତିଜ ବାହାରେ ଥିବା ଜଣେ ଦେଖଣାହାରୀ ଏହା ଭିତରେ କଣ ହେଉଛି ତାହା ଦେଖି/ଜାଣି ପାରିବ ନାହିଁ ।

|ଜଣେ ମଧ୍ୟବିତ୍ତ ବ୍ୟକ୍ତି ହିସାବରେ ଫ୍ରାଙ୍କ୍‌ଙ୍କ ପାଇଁ ବିବାହ ବେଚ୍ଛେଦ ତାଙ୍କ ଚିନ୍ତା ଶକ୍ତିର ବାହାରେ ଥିଲା ।

ଏହି ମଣ୍ଡପଟି ଜୀର୍ଣ୍ଣ ହେବାରୁ ବୀର କିଶୋର ଦେବ ଶ୍ରୀମନ୍ଦିରର ମେଘନାଦ ପାଚେରୀ ବାହାରେ ଉତ୍ତର-ପୂର୍ବ କୋଣରେ ଅନ୍ୟ ଏକ ନୂତନ ମଣ୍ଡପ ଗଢ଼ାଇଥିଲେ, ଯାହାକି ଦୋଳବେଦୀ ନାମରେ ସୁପରିଚିତ।

'ଶ୍ରୀରାଧା' ପରି ପ୍ରଗାଢ ଓ ଉତ୍ତୀର୍ଣ୍ଣ ପ୍ରେମର କବିତା, ଏକଧାରେ ଦେହଜ ଓ ଦେହତୀତ ପ୍ରେମର କବିତା, ଇହଜୀବନ ବାହାରେ ଅବସ୍ଥିତ ଦିବ୍ୟଭାବ ସହିତ ଏକକାର ହେବା ପାଇଁ ଆସ୍ପୃହାର କବିତା ଅନେକ ଦିନରୁ ମୋର ଦୃଷ୍ଟିଗୋଚର ହୋଇନାହିଁ ।

ଏଥିରେ ସେମାନେ ମୌସ (Mauss)ର ବିଚାରକୁ ଆଦୀମ ସମାଜରେ ଉପହାରର ମହତ୍ତ୍ୱ ବାବଦରେ ସଂଯୁକ୍ତ ରୂପରେ ଯୋଡିଥିଲେ, ଯେଉଁଥିରେ ପାଖାପାଖି ସମ୍ବନ୍ଧୀୟ ପାରିବାରିକ ସମୂହ ବାହାରେ ସାଥିମାନଙ୍କ ଅଦଳ ବଦଳ ପାଇଁ ବର୍ଜନର ଭୂମିକା ରହିଥିଲା ।

ଗୁମ୍ଫା ବାହାରେ ଦୁଇଟି ସ୍ନାନକୁଣ୍ଡ ଅବସ୍ଥିତ ।

ଜଗନ୍ନାଥଙ୍କ ଦୈନନ୍ଦିନ ନୀତିକୁ ବାଦ୍ ଦେଲେ ବାର୍ଷିକ ଯାତ୍ରା ଉତ୍ସବ, ପର୍ବପର୍ବାଣିରେ କେତେକ ନୀତି ସମ୍ପାଦନା ପାଇଁ ସେବକମାନେ ଚଳନ୍ତି ପ୍ରତିମାମାନଙ୍କୁ ଘଣ୍ଟ , ଛତା , କାହାଳୀ ସହ ଶ୍ରୀମନ୍ଦିରର ବାହାରେ ଥିବା ଶ୍ରୀକ୍ଷେତ୍ରର ବିଭିନ୍ନ ଦେବାଦେବୀ, ମଠ ଓ ତୀର୍ଥ ଆଦିକୁ ନେଇ ସେଠାରେ ପରମ୍ପରା ଅନୁଯାୟୀ ରୀତିନୀତି ସମ୍ପାଦନା କରନ୍ତି।

|କୌଣସି କର୍ତ୍ତୃପକ୍ଷଦ୍ୱାରା ଜିଲ୍ଲା, ସବ୍-ଡିଭିଜନ୍, ସହର କିମ୍ବା କଣ୍ଟେଣ୍ଟମେଣ୍ଟ ଜୋନ୍ ବାହାରେ କୌଣସି ଅଞ୍ଚଳରେ ଲକଡାଉନ ଲାଗୁ କରା ହେବନାହିଁ ।

ଲେଭୋଡୋପା ଭାଙ୍ଗିବା ପ୍ରଣାଳୀକୁ କାରିଡୋପା ମସ୍ତିଷ୍କ ବାହାରେ ପ୍ରତିରୋଧ କରେ ।

outside of's Usage Examples:

Clark Fellowships allow promising scholars, critics, and museum officials opportunities for research outside of their professional obligations.


Cars as taxis, are generally only available in taxi stands where tourists and locals use them to travel to short distances outside of the city.


Due to the beauty and sturdiness of the species" flowers it can be found outside of its range being used.


usually be seen from a large part of the Earth outside of the track of an annular or total eclipse.


attempted to encourage students to read outside of their classwork and be attuned to current events by including questions related to the Ebola virus, climate.


These factors led to the early construction of a diverse and cosmopolitan society in Worcester, outside of Cape Town, the only town that would develop as such in the Western Province during the late 19th century.


On March 29, 2005, Jackson prayed with the Schindler family outside of Schiavo's Florida hospice.


He did little work outside of television, although he did novelize his script of The Two Doctors for Target Books in 1986.


Waist clothes, also called armings or fights, were colored clothes or sheets, usually red, that were hung around the outside of a ship"s upper works,.


Personal life Ireland got divorced after a ten-year marriage to a man outside of porn.


all other valences, a cornice is usually mounted on the outside of the window frame.


In 1893, he married Annie Gertrude Frost of Knowlton, Quebec, who has never had any mentions outside of being a good hostess.



Synonyms:

alfresco, out of doors, outdoors,

Antonyms:

indoors, inside, covert, implicit,

outside of's Meaning in Other Sites