<< outpatient outpeer >>

outpatients Meaning in Odia (Oriya). ( outpatients ଶବ୍ଦର ଓଡିଆ ଅର୍ଥ)



ଚିକିତ୍ସାଳୟ,

Noun:

ରୋଗୀ ରୋଗୀ,

outpatients తెలుగు అర్థానికి ఉదాహరణ:

ଘଟଣାସ୍ଥଳରେ ୧୨ ଜଣ ସ୍ୱାଧୀନତା ସଂଗ୍ରାମୀ ନିହତ ହୋଇଥିବା ବେଳେ ୧୪ ଜଣ ଚିକିତ୍ସାଳୟକୁ ଯିବା ରାସ୍ତାରେ ପ୍ରାଣତ୍ୟାଗ କରିଥିଲେ ।

ସେ ବ୍ରୁକଲିନ୍ ଜିଉସ୍ ହସ୍ପିଟାଲ୍ ଓ ମେଡିକାଲ୍ ସେଣ୍ଟରରୁ ଶିଶୁ ରୋଗରେ ଉଚ୍ଚଶିକ୍ଷା ଲାଭ କରିଥିଲେ ଓ ମିତିଗାନର ଶିଶୁ ଚିକିତ୍ସାଳୟରେ ଯୋଗ ଦେଇଥିଲେ ।

|ମୃତ୍ୟ|୨୦୧୭ ମସିହା ଅକ୍ଟୋବର ୧୫ରେ ହୃଷୀକେଶ କଟକର ଏକ ଘରୋଇ ଚିକିତ୍ସାଳୟରେ ଦେହତ୍ୟାଗ କରିଥିଲେ ।

ଏହି ଯୋଜନାରେ ପର୍ଯ୍ୟାୟକ୍ରମେ ରାଜ୍ୟର ସମସ୍ତ ସରକାରୀ ଚିକିତ୍ସାଳୟକୁ ଆସୁଥିିବା ରୋଗୀମାନଙ୍କୁ ମାଗଣାରେ ଜେନେରିକ ମେଡିସିନ ଯୋଗାଇ ଦିଆଯିବ ।

|ଫ୍ରାଙ୍କୋ-ପ୍ରୁସିଆନ୍ ଯୁଦ୍ଧ ବୋଳେ ଜର୍ମାନ୍ ସେନା ସବୁ ଛାଉଣୀ ଓ ଚିକିତ୍ସାଳୟରେ କ୍ରିସ୍ମସ୍ ଗଛ ଲଗାଉଥିଲେ ।

୧୯୬୭ ମସିହାରେ ସେ ରାଉରକେଲାର ଇସ୍ପାତ ଜେନେରାଲ ଚିକିତ୍ସାଳୟଠାରେ ଯୋଗ ଦେଇଥିଲେ ।

ଚିକିତ୍ସାଳୟରେ ରୋଗୀ ପ‌ହ‌ଞ୍ଚିଲେ ଭେସ୍ଟିବୁଲାର-ଅକୁଲାର ରିଫ୍ଲେକ୍ସ ପରୀକ୍ଷା କରି ଆଖିର ପ୍ୟୁପିଲ(ପୁଅ) ଆକାର ଓ ଚକ୍ଷୁ ଡୋଳା ଗତି ଦେଖାଯାଏ ।

ସେ ପୁନେର କିଙ୍ଗ୍ ଏଡୱାର୍ଡ୍ ମେମୋରିଆଲ୍ ଚିକିତ୍ସାଳୟର ନିର୍ଦ୍ଦେଶକ ଥିଲେ ଓ ଭାରତର ତୃତୀୟ ବୃହତ୍ତ ରାଜ୍ୟ ମହାରାଷ୍ଟ୍ରର ଗ୍ରାମରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ କାମ କରିଥିଲେ ।

|ଏପରିକି କୌଣସି ଚିକିତ୍ସାଳୟ ସ୍ୱତନ୍ତ୍ର ସୁବିଧା ନ ଥିବା କାରଣ ଦର୍ଶାଇ ମଧ୍ୟ ପୀଡ଼ିତାଙ୍କୁ ମାଗଣା ଚିକିତ୍ସାରୁ ବଞ୍ଚିତ କରିପାରିବେ ନାହିଁ ।

|ବାଲ୍ୟ ଜୀବନ ଓ ପାଠପଢ଼ା|ବାଲ୍ୟ ଜୀବନ|ହିଲାରୀ ଡିଏନ ରୋଡ଼ହାମ କ୍ଲିଣ୍ଟନ ଅକ୍ଟୋବେର ୨୬,୧୯୪୭ରେ ଚିକାଗୋ ସହରସ୍ଥିତ ଏଜ ୱାଟର ଚିକିତ୍ସାଳୟରେ ଜନ୍ମ ଗ୍ରହଣ କରିଥିଲେ।

ସେ ଦୀର୍ଘଦିନ ଧରି ମସ୍ତିଷ୍କ ଜନିତ ରୋଗରେ ପୀଡ଼ିତ ହୋଇ ଭୁବନେଶ୍ୱର ଓ କଟକର ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ ।

|ଏହି ଅଧିନିୟମ ଅନୁଯାୟୀ କ୍ଷମତାପ୍ରାପ୍ତ ଅଧିକାରୀମାନେ ବେଳେବେଳେ ଡବ୍ଲୁଏଚଓ କିମ୍ବା ଭାରତ ସରକାରଙ୍କଦ୍ୱାରା ପ୍ରକାଶିତ କରୋନା ସଂଜ୍ଞା ମାନଦଣ୍ଡ ଅନୁଯାୟୀ ଯେଉଁ ବ୍ୟକ୍ତିଙ୍କଠାରେ କୋଭିଡ-୧୯ ସଂକ୍ରମଣ ଭଳି ଲକ୍ଷଣ ବା ଏହି ରୋଗର ଲକ୍ଷଣ ଦେଖାଯାଏ ତାଙ୍କୁ ପୃଥକ କରିବାକୁ ଏବଂ ଚିକିତ୍ସାଳୟରେ ଭର୍ତ୍ତି କରିବାକୁ କ୍ଷମତାପ୍ରାପ୍ତ ।

outpatients's Usage Examples:

The 1904 extension, consisting of isolation facilities and outpatients' accommodation, was in the Vernacular/Domestic style with half-timbered gables with jettying, prominent mullions and transoms to the bay windows, and a small tower.


Palliative care also functions at the hospital, which receives over 2,000 outpatients per day a number a private hospital under normal circumstances used to have.


outpatients from a mental hospital—a music hall artist (Josef Kiss), a reclusive writer (David Mummery) and a woman just awoken from a long coma (Mary.


It serves approximately 3,000 inpatients and 22,500 outpatients annually.


An outpatient department or outpatient clinic is the part of a hospital designed for the treatment of outpatients, people with health problems who visit.


All outpatients’ departments are required to participate.


It treated around 1,700 new outpatients, 5,500 follow-up outpatients and 1,200 inpatients each year.


"polyclinic") for outpatient departments (outpatient clinics) of (public) hospitals and for large independent (public) clinics for outpatients.


Hoag is a not-for-profit regional health care delivery network in Orange County, California, that treats nearly 30,000 inpatients and 350,000 outpatients.


Over 4,000 outpatients visit the hospital daily.


compound have been confirmed in a French multi-center study of 5,361 outpatients.


As of 2018, the hospital receives an average of 12,000 outpatients every day.


buildings, which were completed by 1940, consisted of a maternity ward, nursers quarters, male ward and an outpatients department.



Synonyms:

patient,

Antonyms:

impatient, inpatient,

outpatients's Meaning in Other Sites