<< outage outan >>

outages Meaning in Odia (Oriya). ( outages ଶବ୍ଦର ଓଡିଆ ଅର୍ଥ)



ଅଘଟଣ,

Noun:

ବିଭ୍ରାଟ |,

People Also Search:

outan
outang
outangs
outate
outback
outbacker
outbalance
outbalanced
outbalances
outbalancing
outbars
outbid
outbidding
outbids
outboard

outages తెలుగు అర్థానికి ఉదాహరణ:

ସରଳ ଅର୍ଥରେ କହିବାକୁ ଗଲେ ମାନସିକ ଦୃଢ଼ତା ସେହି ବ୍ୟକ୍ତିବିଶେଷଙ୍କର ପାଖରେ ଥାଏ ଯେଉଁମାନେ ଏଭଳି ମାନସିକ ଦକ୍ଷତା ଅର୍ଜନ କରନ୍ତି, ଯାହାଦ୍ୱାରା ସଙ୍କଟାପନ୍ନ, ଗୋଳମାଳିଆ ପରିସ୍ଥିତିର ଚାପରେ ପଡି ସେମାନେ କିଛି ନକାରାତ୍ମକ ଅଘଟଣ ନଘଟାଇ ଶାନ୍ତ ରହନ୍ତି ଯାହା ଫଳରେ ସହଜରେ ସେହିଭଳି ଚାପଜନକ ପରିସ୍ଥିତିରୁ ବାହାରିପାରନ୍ତି ।

ଏହି ପ୍ରକାର ବ୍ୟକ୍ତି ତାଙ୍କର ପ୍ରକଳ୍ପିତ ଉପାୟରେ ଘଟଣା ନଘଟିବାରୁ କିଛି ମାତ୍ରାରେ ଅସନ୍ତୁଷ୍ଟ ଅନୁଭବ କରନ୍ତି କିନ୍ତୁ ଯଥାଶୀଘ୍ର ସମ୍ଭବ ଏହି ଅଘଟଣ ପାଇଁ ଦରକାରୀ ପରିବର୍ତ୍ତନ କରି ନିଜର ଲକ୍ଷପଥରେ ଆଗେଇ ଚାଲନ୍ତି ।

ବିଲେଇ କ୍ଷୀରି ବୋଧହୁଏ ଖାଇ ଦେଇଥିବ କିମ୍ବା ଅନ୍ୟ କୌଣସି ଅଘଟଣ ଘଟିଥିବ, ଏହି ଆଶଙ୍କାରେ ପୁତ୍ରର ମା’ ରାତ୍ରି ସାରା ଶୋଇ ପାରି ନ ଥିଲେ ।

| ଶୁଟିଂ ସମୟରେ ଅଘଟଣ |ତରଙ୍ଗ ସିନେ ପ୍ରଡକ୍ସନ୍‍ର ‘ପ୍ରେମ୍‍ କୁମାର’ ଚିତ୍ରର ସୁଟିଂ ପ୍ରଥମେ ଆରମ୍ଭ ହୋଇଥିବାବେଳେ କିଛି ଦିନ ମଧ୍ୟରେ ନାୟକ ଅନୁଭବ ଦୁର୍ଘଟଣାର ଶିକାର ହୋଇଥିଲେ।

ସ୍ୱାଧୀନତା ପରେ ସମାଜରେ ବଦଳୁଥିବା ନାନାଦି ଘଟଣା ଓ ଅଘଟଣକୁ ସେ ନିଜ ଲେଖନୀ ଦେଇ ଗପରେ ପରିଣତ କରିଛନ୍ତି ।

କିଛି ଅଘଟଣର ଆଶଙ୍କା କରି କବାଟ ଖୋଲନ୍ତେ, ସେ ଶ୍ରୀଙ୍କୁ ଗାଧୁଆ ଟବ୍ ଭିତରେ ଅଚେତ୍ ଭାବେ ବୁଡି ରହିଥିବାର ଦେଖିବାକୁ ପାଇଥିଲେ ।

ଏହି ନୀତିଦ୍ୱାରା କାର୍ଯ୍ୟକ୍ଷେତ୍ରରେ କୌଣସି ଅଘଟଣ ଘଟିଲେ କମ୍ପାନୀ ସେ କର୍ମଚାରୀକୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଥିଲା ଓ ଏପରି ନିୟମ ଦେଖିନଥିବା ଭାରତୀୟ ଶିଳ୍ପୋଦ୍ୟୋଗରେ ଏକ ନୂତନ ଭାବ ଦେଖାଦେଲା ।

ଏହି ସମସ୍ୟାଗୁଡିକ ଏପରି ଏକ ସ୍ତରକୁ ଯାଏ ଯେଉଁଥିରେ ଗୁରୁତ୍ୱପୂର୍ଣ୍ଣ ଅଘଟଣ ଘଟେ ।

ତେବେ ଆଜି ମଧ୍ୟ ଲୋକ ବିଶ୍ୱାସ ରହିଛି ଯେ - କିଛି ଅଘଟଣ ବା ନୀତିରେ ବ୍ୟତିକ୍ରମ ହେଲେ ଅଚାନକ ବେଢ଼ାର କୌଣସି ସ୍ଥାନରେ କୁକୁର ଦେଖାଯାଉଛନ୍ତି ।

| କାରକ | ଜୀବନ ଘଟଣାବଳୀ |ବାଲ୍ୟକାଳରେ କିଛି ଅଘଟଣ ଘଟିଥିଲେ ଯଥା: କୌଣସି ନିଜର ଲୋକଙ୍କର ବିୟୋଗ, ଅନ୍ୟମାନଙ୍କର ହତାଦର, ମାନସିକ, ଶାରୀରିକ ଓ ଯୌନ ଶୋଷଣ ଏବଂ ପାତର ଅନ୍ତର କରି ସନ୍ତାନଙ୍କୁ ମାତାପିତାଙ୍କର ଲାଳନ ପାଳନ ଯୋଗୁଁ ପରେ ପ୍ରାପ୍ତ ବୟସରେ ଅବସାଦ ହୋଇପାରେ ।

କୌଣସି ଗର୍ଭ ଅଘଟଣ ନ ଥିଲେ ୪୧ ଓ ୪୨ ସପ୍ତାହ ମଧ୍ୟରେ କୃତ୍ରିମ ପ୍ରସବ କରାଯାଏ ।

ସେହି ଅନ୍ୟାୟ, ଅନୀତି ବା ଅଘଟଣ ଘଟିଯିବା ପରେ ପୁଣି ସେ ଉଭେଇ ଯାଆନ୍ତି ।

ପରେ ଗୌରୀ, ଏହି ଅଘଟଣ ବିଷୟରେ ଜାଣିପାରି ଏକ ପୋଖରୀରେ ଡେଇଁ ନିଜ ଜୀବନ ତ୍ୟାଗ କଲେ ।

outages's Usage Examples:

Examples of social traps include overfishing, energy "brownout" and "blackout" power outages during periods of extreme temperatures, the.


For example, clearing Storm Eagle's aircraft carrier stage will cause electrical outages in Spark Mandrill's power plant stage.


The company attributes this action to an area racked with storms that cause frequent down trees and power outages.


This is a list of notable wide-scale power outages.


The law was passed in an effort to reduce power outages due to metallized Mylar or foil balloons.


Up to now, energy production is insufficient to meet demand, resulting in frequent power outages, slow manufacturing and business performance.


The aircraft hit power lines, which caused power outages for local residents and businesses.


Trading was suspended for several months in 2006 due to violence, and is subject to power outages.


People in Caracas also held cacerolazos during the 2019 blackouts to protest against the outages.


Google suffered from severe outages that disrupted various of their services.


Nuclear and coal burning plants generally operate continuously, stopping only for maintenance or unexpected outages.


After Hurricane Fay caused extensive power outages on the island just days before, residents of Bermuda were forced to complete.



Synonyms:

breakdown, equipment failure,

Antonyms:

synthesis, success,

outages's Meaning in Other Sites