<< oscar palmer robertson oscillate >>

oscars Meaning in Odia (Oriya). ( oscars ଶବ୍ଦର ଓଡିଆ ଅର୍ଥ)



ଓସ୍କାର,

ଓସ୍କାର |,

oscars తెలుగు అర్థానికి ఉదాహరణ:

ଓସ୍କାର ପୁରସ୍କାରରେ ସର୍ବଶ୍ରେଷ୍ଠ ବିଦେଶ ଭାଷୀ ଗୋଷ୍ଠୀରେ ୩ ଥର ଜର୍ମାନ୍ ଚଳଚ୍ଚିତ୍ରଗୁଡିକ ପୁରସ୍କୃତ ହୋ‍ଇଛନ୍ତି : Die Blechtrommel (ଟିଣ ଡ୍ରମ୍) ୧୯୭୯ରେ, Nowhere in Africa ୨୦୦୨ରେ ଓ Das Leben der Anderen ୨୦୦୭ରେ ।

|ଓସ୍କାର ୱାଇଲ୍ଡ‌ ୨୧ ୱେଷ୍ଟଲାଣ୍ଡ ରୋ, ଡବ୍‌ଲିନ ସ‌ହରର ଜନ୍ମ ଗ୍ରହଣ କରିଥିଲେ ଯାହା ଅଧୁନା ଓସ୍କର ୱାଇଲ୍ଡ ସେଣ୍ଟର, ଟ୍ରିନିଟି କଲେଜ ନାମରେ ପରିଚିତ ହୋଇଛି ।

|୨୦୦୬ ମସିହା ଅକ୍ଟୋବର ମାସରେ (ମୂର୍ତ୍ତିର ୭୫ ବର୍ଷପୂର୍ତ୍ତି ଉପଲକ୍ଷେ) ରିଓର ଆର୍ଚ୍-ବିଶପ୍ (ମୁଖ୍ୟ ପାଦ୍ରୀ) କାର୍ଡିନାଲ୍ ଐସେବିଓ ଓସ୍କାର୍ ଶାଇଡ୍ ପ୍ରତିମୂର୍ତ୍ତିର ପାଦଦେଶରେ ଦୀକ୍ଷାଗ୍ରହଣ ଓ ବିବାହ ପରି ଉତ୍ସବ ପାଳନ କରିବା ପାଇଁ ନୋସା ସିନ୍ୟୋରା ଆପାର୍ଚିଡା (ପର୍ତ୍ତୁଗୀଜ ଭାଷାରେ Nossa Senhora Aparecida) ନାମକ ଏକ କ୍ଷୁଦ୍ର ଗୀର୍ଜାଘରର ପ୍ରତିଷ୍ଠା କରାଇଥିଲେ ।

ଏହି ଫିଲ୍ମ ୨ଟି ଜାତୀୟ ଫିଲ୍ମ ପୁରସ୍କାର ପାଇବା ସହ ୮୭ ତମ ଏକଡେମି ( ଓସ୍କାର )  ପୁରସ୍କାର ପାଇଁ ମନୋନୀତ ହେଇଥିଲା ।

|ଓସ୍କାରଙ୍କର ପିତାମାତା ଡବଲିନର (Dublin) ଆଙ୍ଗ୍ଲୋ-ଆଇରିସ (Anglo-Irish) ଜାତିର ବୁଦ୍ଧିଆ ଲୋକ ଭାବରେ ଗଣାଯାଉଥିଲେ ।

ତାଙ୍କ ପୂର୍ବବର୍ତ୍ତୀ ଓଟୋ (ୱିଲିୟମ୍ ଓସ୍କାରୋଭିଚ୍) ଭନ୍ କ୍ଲେମ୍ଙ୍କ ସହ, ଲୋକମାନିଆ ତିଲକଙ୍କ ବନ୍ଧୁ, ୬ ଫେବୃଆରୀ ୧୯୧୦ରେ, ରୁଷୀୟ କନସୁଲ୍ ଜେନେରାଲ୍ ଏମ୍ ଆର୍ସେନେଭ୍ ସେଣ୍ଟ ପିଟର୍ସବର୍ଗକୁ ଲେଖିଥିଲେ ଯେ ଏହା ଦେଶରେ ମନର ଏକ ସାଧାରଣ ବିପର୍ଯ୍ୟୟ ଏବଂ ଏହାଦ୍ୱାରା ବିପ୍ଳବୀମାନଙ୍କୁ ସେମାନଙ୍କ ହାତରେ କ୍ଷମତା ନେବାକୁ ଏକ ସୁଯୋଗ ଜାଗ୍ରତ କରିବା ପାଇଁ ଉଦ୍ଦିଷ୍ଟ ଥିଲା।

ଚଳଚ୍ଚିତ୍ର ଲୋକପ୍ରିୟତା ଏହାକୁ ୧୪ଟି ଓସ୍କାର୍ ନାମାଙ୍କନ ମଧ୍ୟରୁ ୧୧ଟି ଜିତାଇ ପାରିଥିଲା।

ଏହାପରେ ଏହି ଗୀତଟି ଓସ୍କାର ପୁରସ୍କାର ଜିତିବାପରେ ରହମାନ ମତ ରଖିଥିଲେ କି ପ୍ରତ୍ୟେକ ଜିନିଷର ଏକ ନିର୍ଦ୍ଦିଷ୍ଟ ଭାଗ୍ୟ ନିର୍ଦ୍ଧାରଣ ରୂପ ଥାଏ, ଯାହାକି ତାଙ୍କୁ ସ୍ଲମ୍‌ଡଗ୍ ମିଲେନିୟର୍ ଜରିଆରେ ପ୍ରାପ୍ତ ହେବାର ଥିଲା ।

|୨୦୧୨ ମସିହାରେ ଭାନୁ ତାଙ୍କର ପୁରସ୍କାର ଓସ୍କାର ଏକାଡେମୀକୁ ଫେରେଇବାକୁ ଚାହାନ୍ତି ବୋଲି ଖବର ପ୍ରକାଶ ପାଇଥିଲେ ।

ଜାକୋବ ହେଇନ୍‌ଙ୍କଦ୍ୱାରା ୧୮୪୦ ଓ କାର୍ଲ ଓସ୍କାରଙ୍କଦ୍ୱାରା ୧୮୯୦ ମସିହାରେ ହେନିମେଡିନ(Heine-Medin disease.) ନାମ ଦିଆଯାଇଥିଲା ।

|ଗୀତ|ଆଧାର|ବାହାର ଆଧାର|୨୦୧୯ର ଓଡ଼ିଆ କଥାଚିତ୍ର ଓସ୍କାର ୱାଇଲ୍ଡ (ଇଂରାଜୀ ଭାଷାରେOscar Fingal O'Flahertie Wills Wilde (୧୬ ଅକ୍ଟୋବର ୧୮୫୪୩୦ନଭେମ୍ବର ୧୯୦୦) ଏକ ଆଇରିସ କବି ଓ ନାଟ୍ୟକାର ।

ତାଙ୍କ ଅଭିନୀତ ତିନୋଟି କଥାଚିତ୍ର ଓସ୍କାର ପାଇଁ ମନୋନୀତ ହୋଇଥିଲା ।

ଓସ୍କାର ସମ୍ମାନ ପ୍ରାପ୍ତ କରିବାରେ ସେ ପ୍ରଥମ ଭାରତୀୟ ଥିଲେ ।

oscars's Usage Examples:

won oscars but didnt".


"Kenyans who could have won oscars but didnt (part 2)".



Synonyms:

honour, honor, Academy Award, accolade, award, laurels,

Antonyms:

reject, disrepute, dishonor, disesteem, infamy,

oscars's Meaning in Other Sites