organisers Meaning in Odia (Oriya). ( organisers ଶବ୍ଦର ଓଡିଆ ଅର୍ଥ)
ଆୟୋଜକ, ପ୍ରମୋଟର୍, ଅନୁସୂଚୀତକାରୀ,
Noun:
ପ୍ରମୋଟର୍, ଅନୁସୂଚୀତକାରୀ,
People Also Search:
organisesorganising
organism
organismal
organismic
organisms
organist
organists
organity
organization
organization expense
organization for the prohibition of chemical weapons
organization man
organization of american states
organization of petroleum exporting countries
organisers తెలుగు అర్థానికి ఉదాహరణ:
୧୯୪୨ ଓ ୧୯୪୬ ମସିହାର ଫିଫା ବିଶ୍ୱକପ ଯଥାକ୍ରମେ ଜର୍ମାନୀ ଓ ବ୍ରାଜିଲ୍ ଆୟୋଜକ ହେବାକୁ ସ୍ଥିର କରିଥିଲେ କିନ୍ତୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ଯୋଗୁଁ ଏହି ପ୍ରତିଯୋଗିତା ସବୁ ରଦ୍ଦ କରି ଦିଆଯାଇଥିଲା ।
ସେମାନଙ୍କ ମଧ୍ୟରୁ ଆୟୋଜକ ଚୀନ ସର୍ବାଧିକ ୫୧ଟି ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଆମେରିକା ୩୬ଟି ସ୍ୱର୍ଣ୍ଣପଦକ ସହ ମୋଟ ୧୧୦ଟି ପଦକ ପାଇ ତାଲିକାର ଶୀର୍ଷରେ ଥିଲା ।
| ପ୍ରତିଯୋଗୀ ଦେଶ ସମୂହ |ଏହି ଦ୍ୱିତୀୟ ବିଶ୍ୱ ଫୁଟବଲ ପ୍ରତିଯୋଗିତାରେ ଆୟୋଜକ ଇଟାଲୀକୁ ମିଶାଇ ମୋଟ ୧୬ଟି ଦେଶ ଭାଗ ନେଇଥିଲେ ।
ଏଥର ପଦକ ତାଲିକାରେ ଋଷଦଳ ୧୧ ସ୍ୱର୍ଣ୍ଣ,୮ ରୌପ୍ୟ ଓ ୪ ବ୍ରୋଞ୍ଜ ସହିତ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଆୟୋଜକ ନରୱେ ୧୦ ସ୍ୱର୍ଣ୍ଣ,୧୧ ରୋପ୍ୟ ଓ ୫ଟି ବ୍ରୋଞ୍ଜ ସହିତ ରହିଥିଲା ଦ୍ୱିତୀୟ ସ୍ଥାନରେ।
ଏଥିରେ ଆୟୋଜକ ଇଟାଲୀ ଦେଶ ଟୁର୍ଣାମେଣ୍ଟ ବିଜୟୀ ହୋଇ ଚାମ୍ପିୟନ ଉପାଧି ଅର୍ଜନ କରିଥିଲା ।
ମଣ୍ଟେଭିଡ଼ିଓ ଚୁକ୍ତିନାମା (୧୯୨୮) ଓ ଉରୁଗୁଏର ସ୍ୱାଧୀନତା ଉତ୍ସବ ପାଳନ କରିବା ଅବସରରେ ୧୯୩୦ ମସିହାରେ ଫିଫା ଉରୁଗୁଏକୁ ପ୍ରଥମ ଆୟୋଜକ ଭାବେ ଚୟନ କଲା ।
ସେ ୱାର୍ଧାରେ ଥିବାବେଳେ ସେ ୨୦୧୧ ମସିହାରେ ଓ ପରେ ୨୦୧୪ ମସିହା ଫେବୃଆରୀରେ ଗୁଆହାଟୀରେ ଭାରତୀୟ ମହିଳା ଅଧ୍ୟୟନ ସଂଘ ("ଇଣ୍ଡିଆନ ଆସୋସିଏସନ ଅଫ ଉଇମେନ୍ସ ଷ୍ଟଡିଜ" ବା ଆଇ.ଏ.ଡବ୍ଲୁ.ଏସ. - IAWS) ସମ୍ମିଳନୀର ଆୟୋଜକ-ସମ୍ପାଦିକା ଥିଲେ ।
ଓଡ଼ିଶା ତଥା ସର୍ବ ଭାରତୀୟ ସ୍ତରରେ ସେ ବିଭିନ୍ନ ସମାବେଶର ଆୟୋଜକ ଏବଂ ସଂଗଠକ ଭାବରେ କାର୍ଯ୍ୟ କରିଥିଲେ ।
ଅନେକ କଳାକାର, ସଙ୍ଗୀତଜ୍ଞ, ସଙ୍ଗୀତ ଆୟୋଜକମାନେ ମିଳିତ ହୋଇ ଫ୍ରାକ୍ଟାଲ୍ଟ୍ରାଇବ୍ ଗୋଷ୍ଠୀ ଗଠନ କରିଛନ୍ତି ।
୨୦୦୨ ବିଶ୍ୱକପରେ ଚତୁର୍ଥ ସ୍ଥାନରେ ରହିଥିବା ଆୟୋଜକ ଦକ୍ଷିଣ କୋରିଆ ଦଳକୁ ମଧ୍ୟ ପଦକ ପ୍ରଦାନ କରାଯାଇଥିଲା ।
ଯଦିଓ ସଫାରୀ ଆୟୋଜକମାନେ ଅତି ନିକଟରୁ କଲରାପତରିଆ ବାଘ ଦେଖାଇବାର ପ୍ରତିଶ୍ରୁତି ଦିଅନ୍ତି, ତେବେ ଜଙ୍ଗଲରେ କଲରାପତରିଆ ବାଘର ଛଳାବରଣ ଭେଦ କରିବା ଅତି କଷ୍ଟକର ।
ପତ ଅଭିଯୋଗ କରିଥିଲେ ଯେ, ତାଙ୍କୁ ଉଦ୍ଦେଶ୍ୟମୂଳକ ଭବେ ଏହି ପ୍ରତିଯୋଗିତାରୁ ବାହାର କରିଦିଆଯାଇଥିଲା ଓ ଆୟୋଜକର୍ତ୍ତା ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଉଥିଲେ ।
organisers's Usage Examples:
was cancelled in January 2015 after the organisers stated they couldn"t get a line-up together they deemed suitable for the event.
However, one of the first music festival organisers was Josep Ensesa, who opened the doors and gardens of Senya Blanca, his house in S'Agaró, to music lovers in 1956 with a series of concerts christened the International Music Festival.
categorised in four ways by race organisers; time trials, low, medium and high difficulty.
Following controversy over the reinstatement of the race, organisers of the Grand Prix abandoned their bid to host.
In 2005 the race was set to change its name to the Grand Prix Eddy Merckx when an agreement was reached by the race organisers to amalgamate the two events.
before play was due to begin, the organisers confirmed that they were postponing the tournament.
At the Live 8 launch in May, Bob Geldof confirmed that organisers were trying to get the group to reform for the event.
In 2017 the organisers switched back to the original format due to the low popularity of the 125"nbsp;km races from both fans and drivers.
This series is centered on the organisers of the 2012 Olympic Games in London, similar to ABC Australia's The Games.
In 2019, the Society, along with co-organisers AgForce (peak body for broadacre agriculture) and NRM Regions Queensland (peak body for the regional natural.
The idea behind this, say organisers, is to throw a regular schedule out of whack.
The large crowd, and the collection of 10,000 signatures for a petition demanding change, persuaded the organisers that there was widespread public support.
organisers explained on Triple J"s Hack" program that each year the all ages liquor licence was becoming harder to obtain, and compared to their research showing.
Synonyms:
thinker, systemizer, systematiser, systematist, coordinator, orderer, systemiser, arranger, organizer, systematizer,
Antonyms:
splitter, lumper,