ordinances Meaning in Odia (Oriya). ( ordinances ଶବ୍ଦର ଓଡିଆ ଅର୍ଥ)
ନିୟମାବଳୀ, ନିୟମ, ବିଚାର, ରୀତିନୀତି, ଅର୍ଡର,
Noun:
ନିୟମ, ବିଚାର, ରୀତିନୀତି, ଅର୍ଡର |,
People Also Search:
ordinandordinands
ordinant
ordinants
ordinar
ordinarier
ordinaries
ordinarily
ordinariness
ordinars
ordinary
ordinary shares
ordinate
ordinated
ordinates
ordinances తెలుగు అర్థానికి ఉదాహరణ:
ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୧୯୪୬ ମସିହାରେ ନୂତନ ରୂପେ ଫର୍ମୁଲା ୱାନ୍ର ନିୟମାବଳୀ ନିର୍ଦ୍ଧାରଣ କରାଗଲା ଓ ଏକ ସୌଜନ୍ୟମୂଳକ ମୋଟର ଦୌଡ଼ର ଆୟୋଜନ କରାଗଲା ।
ଏହି ନିୟମାବଳୀ ଆଧାରରେ କୋୖଣସି ମନ୍ଦ ଉଦ୍ଦେଶ୍ୟ ନ ଥାଇ କେବଳ ଆଇନର ସୁବିନିଯୋଗ ନିମିତ୍ତ କରାଯାଇଥିବା ଯେ କୌଣସି କାର୍ଯ୍ୟ ବା ନିଆଯାଇଥିବା ଯେ କୌଣସି ପଦକ୍ଷେପ ପାଇଁ (ଅନ୍ୟରୂପେ ପ୍ରମାଣିତ ନ ହୋଇଥିଲେ) ସପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କୌଣସି ମୋକଦ୍ଦମା କରାଯାଇ ପାରିବ ନାହିଁ ।
କୌଣସି ପ୍ରକଳ୍ପ ନିର୍ମାଣ ପାଇଁ ଭାରତକୁ କିଛି ନିୟମାବଳୀର ଅନୁସରଣ କରିବାକୁ ହେବ ।
| ଅଧିନିୟମ ବିଷୟରେ | ଭାଗ ୧-ଭୂମି ସମ୍ବନ୍ଧୀୟ ମକଦ୍ଦମା |ଅଧିନିୟମର ଧାରା ୩ ଅନୁଯାୟୀ ରାଜ୍ୟ ସରକାର କୋର୍ଟଫିସ ଅଧିନିୟମ,୧୮୭୦ର ଧାରା 7(v), 7(vi),ଓ ଧାରା 7(d)ର ଅନୁଚ୍ଛେଦ (x)ରେ ବର୍ଣ୍ଣିତ ମକଦ୍ଦମାର ଅଧିକାରିତା ନିର୍ଣ୍ଣୟ ସକାଶେ ସଂପୃକ୍ତ ଭୂମିର ମୂଲ୍ୟ ଅବଧାରଣ କରିବା ପାଇଁ ନିୟମାବଳୀ ପ୍ରଣୟନ କରିପାରିବେ ।
ବିଧାନ ସଭାର ବିଧି ଓ ନିୟମାବଳୀକୁ ବାଚସ୍ପତି ଅବତାରଣା କରି ନିଜର ଚୂଡାନ୍ତ ନିଷ୍ପତି ଦେଇଥାନ୍ତି ।
ନୂଆଦିଲ୍ଲୀସ୍ଥିତ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍)ଦ୍ୱାରା ଜାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ ରାଜ୍ୟ ଆଇଡିଏସପି ୟୁନିଟ୍ କଡ଼ାକଡ଼ି ଭାବେ ଏହି ପରୀକ୍ଷା ବ୍ୟବସ୍ଥା କରିବ ବୋଲି ନିୟମାବଳୀ ସ୍ପଷ୍ଟ କରିଛି ।
|୨) କଣ୍ଟେନମେଣ୍ଟ ଜୋନ୍ ବାହାର ଅଞ୍ଚଳରେ କାର୍ଯ୍ୟକଳାପର ନିୟମାବଳୀ :|ନିମ୍ନଲିଖିତ ପ୍ରତିଷ୍ଠାନ / କାର୍ଯ୍ୟକଳାପ ୩୧ ଅକ୍ଟୋବର, ୨୦୨୦ ପର୍ଯ୍ୟନ୍ତ ସମଗ୍ର ଓଡ଼ିଶା ରାଜ୍ୟରେ ବନ୍ଦ ରହିବ:|କ) ସର୍ବସାଧାରଣଙ୍କ ପାଇଁ ଧାର୍ମିକ ସ୍ଥାନ/ପୂଜା ସ୍ଥାନ ||ଖ) ବିଦ୍ୟାଳୟ, କଲେଜ, ବିଶ୍ୱବିଦ୍ୟାଳୟ, ଅନ୍ୟାନ୍ୟ ଶିକ୍ଷାଗତ/ତାଲିମ/କୋଚିଂ ଅନୁଷ୍ଠାନ, ଅଙ୍ଗନୱାଡି ଇତ୍ୟାଦି ।
ଏହା ରାଜ୍ୟରେ ଥିବା ସମସ୍ତ ସରକାରୀ, ବେସରକାରୀ ଶିକ୍ଷ୍ୟନୁଷ୍ଠାନ ପାଇଁ ପରିଚାଳନାଗତ ନିୟମାବଳୀ ପ୍ରଣୟନ କରେ ଓ ସରକାରୀ ଓ ସରକାରଙ୍କ ଅନୁଦାନ ପାଉଥିବା ବେସରକାରୀ ଶିକ୍ଷାନୁଷ୍ଠାନମାନଙ୍କର ପରିଚାଳନାଗତ ଆର୍ଥିକ ବ୍ୟବସ୍ଥା ନିୟନ୍ତ୍ରଣ କରିଥାଏ ।
| ବୋଇତ |ବୋଇତ ନିର୍ମାଣର ନିୟମାବଳୀ ସମ୍ବନ୍ଧରେ ସଂସ୍କୃତ ଭାଷାରେ ଲିଖିତ ଯୁକ୍ତିକଳ୍ପତରୁରେ ବିବରଣୀ ରହିଛି ।
ତାଙ୍କ ଲିଖିତ ପୁସ୍ତକମାନଙ୍କରେ ସେ ୧୯୭୩ ମସିହାରେ ଭାରତ ସରକାରଙ୍କଦ୍ୱାରା ପ୍ରଣୀତ ନିୟମାବଳୀର ସାମର୍ଥ୍ୟକୁ ପ୍ରଶ୍ନ କରି “ପ୍ରୋଜେକ୍ଟ୍ ଟାଇଗର୍”ର ତଥାକଥିତ ବିଫଳତାର କାରଣ ଦର୍ଶାଇଥିଲେ ।
ସେ କହିଥିଲେ ଏଭଳି ନିୟମାବଳୀଯୁକ୍ତ ଆପ ବ୍ୟବହାର ତାଙ୍କର ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ୱତା କରିବାରେ ବାଧା ପହଞ୍ଚାଉଛି ।
| କାର୍ଯ୍ୟକାରୀ |ଅଧିନିୟମର ଧାରା ୧୪ ଅନୁଯାୟୀ ଏହି ନିୟମ ଅନ୍ତର୍ଗତ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ଲାଗି ରାଜ୍ୟ ସରକାର ଓଡ଼ିଶା ଲୋକସେବା ଅଧିକାର ନିୟମାବଳୀ, ୨୦୧୨ ପ୍ରଣୟନ କରିଛନ୍ତି ।
ordinances's Usage Examples:
measuring rod, ruler") is a set of ordinances and regulations made by ecclesiastical authority (Church leadership), for the government of a Christian organization.
absence of sin, the need for an atoning sacrifice and the ordinances and religious participation to connect people to that atoning sacrifice are obviated, and.
Napoleonic general Maximilien Sébastien Foy put it: "It was nevertheless that indocile host of ordinances rather than the secrets of strategy, which in 1762 paralyzed.
By constitutional powers, the President promulgates ordinances and passes bills.
Canon law (from Ancient Greek: κανών, kanon, a "straight measuring rod, ruler") is a set of ordinances and regulations made by ecclesiastical authority.
of the city, submits proposals and recommendations to the Council of Paris, is active in the enforcement of the city’s ordinances, submits the city’s annual.
process to all levels of state government to expand citizens" ability to propose changes to state laws and local ordinances or resolutions.
authorization, and a judicial branch that applies, interprets, and occasionally overturns both state statutes and regulations, as well as local ordinances.
conduct services of public worship preach pray and encourage others to be theocentric (that is, God-focused) preside over sacraments (also called ordinances).
within the municipality"s borders; however, the overlaying county"s ordinances have precedence if the overlaying county has been designated a charter county.
7-1-4124 gives municipal governments in Montana powers to enact ordinances, borrow money, and enact eminent domain among other legal powers.
The LADOT"s forms, and the City"s ordinances typically refer to pedicabs as "nonmotorized.
perform sacred ceremonies and ordinances, such as baptism for the dead, washing and anointing (or "initiatory" ordinances), the endowment, and eternal.
Synonyms:
game law, speed limit, prescript, regulation, assize, age limit, rule,
Antonyms:
unwritten,