opting Meaning in Odia (Oriya). ( opting ଶବ୍ଦର ଓଡିଆ ଅର୍ଥ)
ଚୟନ, ପସନ୍ଦ କରିବା, ବାଛିବାକୁ, ମନୋନୀତ କରିବାକୁ,
Verb:
ବାଛିବାକୁ, ପସନ୍ଦ କରିବା,
People Also Search:
optionoptional
optionality
optionally
optionals
optionee
optioning
options
optive
optoelectronic
optologist
optologists
optology
optometer
optometers
opting తెలుగు అర్థానికి ఉదాహరణ:
ଏଥିରେ ପ୍ରଥମ ତିନିଟି ସେମିଷ୍ଟାର କୋର୍ ଏବଂ ଚୟନ ପାଠ୍ୟକ୍ରମ ପଢ଼ାଯାଇଥାଏ ଓ ଚତୁର୍ଥ ସେମିଷ୍ଟାରରେ ଉନ୍ନତ ପାଠ୍ୟକ୍ରମ ସହିତ ପ୍ରକଳ୍ପକାର୍ଯ୍ୟ ରହିଥାଏ ।
|ଉତ୍ପାଦନ ଓ ବିକାଶ|ଦିଲ ରାଜୁ ଟେକ୍ନିକ ଋପେ ସଞ୍ଚାଳିତ ଫିଲ୍ମର ନିର୍ମାଣ କରିବାକୁ ଚାହୁଁଥିଲେ ଏବଂ ବାମସୀ ପେଡିପଲ୍ଲୀଙ୍କଦ୍ୱାରା ଲିଖିତ ଏକ ସ୍କ୍ରିପ୍ଟର ଚୟନ କରିଥିଲେ ।
| ମାଲେରିଆ ଦିବସର ବିଷୟବସ୍ତୁ |ପ୍ରତିବର୍ଷ ବିଶ୍ୱ ମ୍ୟାଲେରିଆ ଦିବସ ପାଳନ ଅବସରରେ ଏକ ନିର୍ଦ୍ଦିଷ୍ଟ ବିଷୟବସ୍ତୁ ଚୟନ କରାଯାଏ ।
ଧୋନୀଙ୍କ ଆମ୍ବାସଡର ନିଯୁକ୍ତି ପରେ ରୂପା ଏବଂ ସୁନା ମୂଦ୍ରା ଜିତିବାର ଏକ ଭାଗ୍ୟଶାଳୀ ବିଜେତା ଚୟନ ସ୍କିମ ପ୍ରଚଳିତ ହୋଇଥିଲା ।
ବୃତ୍ତି ପାଇଁ ଡାକ୍ତରୀ ଚୟନ କରି ସେ ଚଣ୍ଡୀଗଡର ପୋଷ୍ଟ୍ଗ୍ରାଜୁଏଟ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ୍ ସାଇନ୍ସ୍ ଏଣ୍ଡ୍ ରିସର୍ଚ୍ଚ୍ରେ ଶିଶୁରୋଗରେ ସ୍ନାତ୍ତକୋତ୍ତର ଲାଭ କରିଥିଲେ ।
ଚୟନ ପାଇଁ ଅତିକମରେ ୨/୩ଜଣ ସଦସ୍ୟଙ୍କ ଅନୁମୋଦନ ଆବଶ୍ୟକ ହୋଇଥାଏ ।
|ଏପରି ଉଦାହରଣରେ ଦଳ କର୍ତ୍ତୃପକ୍ଷ ଅନେକ କାରଣ ଜାଣିବାକୁ ପାଇଲେ – ଠିକ୍ ରୂପେ ଚୟନ ନ ହେବା, ଦଳରେ ସନ୍ତୁଳନ ନଥିବା ।
ଏଥିରେ ସାମିଲ ହେବା ପାଇଁ ପ୍ରଥମେ ସେନା ଏବଂ ଅର୍ଦ୍ଧସାମରିକ ବାହିନୀରୁ ଚୟନ କରାଯାଏ ବଛା ବଛା ଯବାନ ।
|ଚୟନ ସମିତି|୨୦୧୬ ମସିହା ମାର୍ଚ୍ଚ ୭ରେ ସାଙ୍ଗାକାରା ଶ୍ରୀଲଙ୍କା କ୍ରିକେଟ ସଂଘର ଚୟନକାରୀ ସଭ୍ୟ ରୂପରେ କ୍ରୀଡ଼ା ମନ୍ତ୍ରୀ ଦୟାସିରି ଜୟଶେଖରଙ୍କଦ୍ୱାରା ନିଯୁକ୍ତି ପାଇଲେ ।
|ଗ୍ରାମପଞ୍ଚାୟତକୁ ବିକାଶ ଏବଂ ଭିତିଭୂମିର ଏକ ୟୁନିଟ୍ ବିଚାର କରାଯିବ ଏହା ଜନସଂଖ୍ୟା ସମତଳ ଅଞ୍ଚଳରେ ୩୦୦୦ରୁ ୫୦୦୦ ଏବଂ ପାହାଡ଼ିଆ ଅଞ୍ଚଳରେ ୧୦୦୦ରୁ ୩୦୦୦ ମଧ୍ୟରେ ହେବ ଯେଉଁ ଜିଲ୍ଲାରେ ଜନସଂଖ୍ୟାର ଆକାର ଉପଲବ୍ଧ ନାହିଁ ସେଠାରେ ଉପେକ୍ଷିତ ଜନସଂଖ୍ୟା ବିଶିଷ୍ଟ ଗ୍ରାମପଂଚାୟତକୁ ଚୟନ କରାଯାଇ ପାରିବ ।
opting's Usage Examples:
Before adopting the name ENAC, the school was called a service of education and internships (service des écoles et des stages) and was provided by the General secretariat for civil and commercial aviation.
Developed under the code name Oxy, the company tried many ways to see how small they could make the Game Boy, opting for a metallic casing that, according to Nintendo Co.
The label acquired its name through a public call advertized by a popular magazine Ven, opting to pick a name suggested by young musician.
The National Party decided against having an executive presidency, instead adopting a minimalist approach, as a conciliatory gesture to whites who were opposed to a republic; the office did not become an executive post until 1984.
It is built on the lines of Portuguese club Sporting CP and adopting a similar club crest.
, per capita); a process for adopting decisions both economically and politically; and a will to make concessions between developed and developing states of the union.
defamiliarization by adopting the perspective of a horse to expose some of the irrationalities of human conventions.
In 1978, MABA began publishing its first journal, The Behavior Analyst (renamed Perspectives in Behavioral Science in 2018), and in 1979, the organization changed its name to the Association for Behavior Analysis (ABA), subsequently adopting the name Association for Behavior Analysis International (ABAI).
His decision to turn back already shows that he is adopting a wait-and-see attitude.
Hill turned down the offer, opting to attend Louisiana State University and play for the varsity Tigers baseball team.
He turned down a lucrative offer from Cardiff City, opting to move permanently to Leeds.
Synonyms:
prefer, cop out, opt out, choose, compare,
Antonyms:
dislike, demote, disadvantage, dissimilitude, unlikeness,