<< opposition party oppositions >>

oppositional Meaning in Odia (Oriya). ( oppositional ଶବ୍ଦର ଓଡିଆ ଅର୍ଥ)



ବିରୋଧୀ,

ଆଣ୍ଟି,

oppositional తెలుగు అర్థానికి ఉదాహరణ:

ଦିଲ୍ଲୀରେ ଗୁରୁଦ୍ଦିନଙ୍କ ବିଦ୍ରୋହକୁ ଯେତେବେଳେ ତାଙ୍କ ସେନା ଦବେଇ ଦେଇଥିଲେ , ସେତେବେଳେ ଭୟଭୀତ ହୋଇ ବହୁ ବିରୋଧୀ ତାଙ୍କ ଆଡକୁ ଚାଲି ଆସିଥିଲେ ।

| ଗଣତାନ୍ତ୍ରିକ ସଂସ୍ଥା ଏବଂ ଅନୁଷ୍ଠାନଗୁଡିକୁ ଏବଂ ପ୍ରକ୍ରିୟାର ଅଣଦେଖା |ବିରୋଧୀ ଦଳ ମତଦେଉଛନ୍ତି ଯେ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ଗଠବନ୍ଧନ ସରକାର, ଗଣତାନ୍ତ୍ରିକ ଅନୁଷ୍ଠାନ ଏବଂ ପ୍ରକ୍ରିୟାଗୁଡ଼ିକୁ ନଷ୍ଟ କରିବାରେ ଲାଗିଛି ।

କିନ୍ତୁ ଦଶାବତାର ଗୁମ୍ଫାର ପ୍ରବେଶଦ୍ୱାର ସମ୍ମୁଖରେ ରହିଥିବା ନୃତ୍ୟ ମଣ୍ଡପ ଏକ ଅଣ-ବୌଦ୍ଧ ରଚନା ଓ ଉପରୋକ୍ତ ମତର ବିରୋଧୀ

ସରକାର ବିରୋଧୀ ଟିପ୍ପଣୀ ଦେଇ ସେ ସନ ୧୯୬୪-୧୯୭୪ ମଧ୍ୟରେ ରାଜଦ୍ରୋହ (sedition) ଅପରାଧରେ ଜେଲ ଦଣ୍ଡ ଭୋଗିଥିଲେ ।

ସାମରିକ ଏକଛତ୍ରବାଦୀ ଶାସନକୁ ସୁଦୃଢ଼ କରିବା ପାଇଁ ଏପରି କରାଯାଇଥିଲା ବୋଲି ବିରୋଧୀମାନେ ମତ ରଖିଥିଲେ ।

|ୟାଓଇରେ ପ୍ରଦର୍ଶିତ ସାଧାରଣ ଥିମଗୁଡ଼ିକ ହେଲା; ଉଭୟ ସ୍ତ୍ରୀ ପୁରୁଷ ଗୁଣ ଥିବା ଅତି ସୁନ୍ଦର ପୁରୁଷ ବା ବିଶୋନେନ୍, ନାରୀ ଚରିତ୍ରମାନଙ୍କ ଖୁବ୍ କମ୍ ଉପସ୍ଥିତି, ସମଲିଙ୍ଗୀ ସାମାଜିକତା ଉପରେ ଜୋର ଦେଉଥିବା ବର୍ଣ୍ଣନା, ସମଲିଙ୍ଗୀ ବିରୋଧୀ କଥାକୁ ଆକ୍ଷେପ କରିବା ଆଦି ।

| ନୂତନ ବ୍ୟବସ୍ଥାର ସାମ୍ବିଧାନିକତା |ଉଚ୍ଚତମ ନ୍ୟାୟାଳୟଙ୍କ ଏକ ପାଞ୍ଚଜଣିଆ ଖଣ୍ଡପୀଠ ୧୬, ଅକ୍ଟୋବର ୨୦୧୫ ତାରିଖରେ ୯୯ତମ ସଂବିଧାନ ସଂଶୋଧନ ତଥା ରାଷ୍ଟ୍ରୀୟ ନ୍ୟାୟୀକ ନିଯୁକ୍ତି ଆୟୋଗ ବ୍ୟବସ୍ଥାକୁ ଗଣତନ୍ତ୍ର ବିରୋଧୀ ବୋଲି ଦର୍ଶାଇ ରଦ୍ଦ କରିଦେଇଛନ୍ତି ।

|୧୯୪୮ ମସିହାରେ ଇଟାଲୀରେ ପ୍ରାଣଦଣ୍ଡ ଉଚ୍ଛେଦ କରାଯାଇଥିଲା ଓ ତା’ ପରଠାରୁ କୋଲୋଜିୟମ୍ ପ୍ରାଣଦଣ୍ଡ ବିରୋଧୀ ଅନ୍ତର୍ଜାତୀୟ ମତବାଦର ପ୍ରତୀକ ରୂପେ ଗୃହୀତ ହୋଇଛି ।

ହିନ୍ଦୀର ବାଧ୍ୟତାମୂଳକ ଶିକ୍ଷର ମଧ୍ୟ ସେ ଘୋର ବିରୋଧୀ ଥିଲେ ।

|ଆଧାର|ହିନ୍ଦୁ ଭାଷା ୱାରଫାରିନ (ଇଂରାଜୀ ଭାଷାରେ Warfarin, ବିକ୍ରୟ ନାମ କୁମାଡିନ) ଏକ ଔଷଧ ଯାହା ଏକ ରକ୍ତ ଜମାଟ ବିରୋଧୀ (anticoagulant ବା blood thinner) ।

| ରାଷ୍ଟ୍ରପତି (ପ୍ରଥମ ପାଳି) |ପ୍ୟୁପିଲ‌ସ ଏଲାଏନସ (PA)ଦ୍ୱାରା ସମର୍ଥିତ ପ୍ରଧାନମନ୍ତ୍ରୀ କୁମାରତୁଙ୍ଗା ୟୁଏନପି ସମର୍ଥିତ ବିରୋଧୀ ଦଳର ନେତା ଗାମିନୀ ଦିଶାନାୟାକେଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ।

ସମାଜସେବା, ଗ୍ରାମ ସଂଗଠନ, ନିଶା ନିବାରଣ, ଦାରିଦ୍ର୍ୟ-ଅଶିକ୍ଷାରୋଗ ବିରୋଧୀ ଆନ୍ଦୋଳନ, ଜମିଦାର ବିରୋଧୀ ଆନ୍ଦୋଳନ, କୁଷ୍ଠ ନିରାକରଣ ଆଦି କ୍ଷେତ୍ରରେ କାର୍ଯ୍ୟ ତାଙ୍କ ମହାନତାର ପରିଚୟ ଦିଏ ।

oppositional's Usage Examples:

Specifically, Collins refers to this as the construct of dichotomous oppositional difference.


traditional sexism is "the belief that maleness and masculinity are superior to femaleness and femininity", and oppositional sexism is "the belief that female and.


juxtapositional, oppone, opponent, opposite, opposition, oppositional, oppositive, posit, position, positional, positive, positure, postpone, postposition.


oppositional black glamour" by using the clothes, "things- not just words- [to] interpellate us in specific ways, combining narrative with history and materiality.


dominant-hegemonic position, the negotiated position, and the oppositional position.


superficial syntagm, and his structure is usually rendered as a binary oppositional structure.


He also loathed the unmasculine and oppositional traits of homosexuals so that he sought its cure through.


this should mean to confine the role of the party to one of a minor, uninfluential, oppositional party.


intersectional[citation needed] form of sexism, based on the interaction between oppositional and traditional sexism.


The Conservative Christian Party refused to join in the oppositional coalition led by Alaksandar Milinkievič in 2006, as CCP cited inability to ensure ethical behavior in Lukashenko's administration, in the voting process, and in the calculation of votes.


She casts the movement as a form of queer oppositional politics because it rejects perpetual reproduction as a form of motivation.


media has been used in conversation and the blogosphere, sometimes in oppositional, pejorative or dismissive senses, in discussion of the mass media and.



oppositional's Meaning in Other Sites