<< opportunism opportunist >>

opportunisms Meaning in Odia (Oriya). ( opportunisms ଶବ୍ଦର ଓଡିଆ ଅର୍ଥ)



ସୁଯୋଗ,

Noun:

ସୁଯୋଗ,

opportunisms తెలుగు అర్థానికి ఉదాహరణ:

ସେ ତାଙ୍କ ବାପା ସେମାନଙ୍କ ଗାଁରେ ଏକ ଘରୋଇ ନିର୍ଯାତନା ମାମଲାକୁ ରୋକିବାରେ ହସ୍ତକ୍ଷେପ କରିବା ଏବଂ ସବୁ ପିଲାଙ୍କୁ ଶିକ୍ଷା ପାଇବା ପାଇଁ ସମାନ ସୁଯୋଗ ଦିଆଯିବା ନିଶ୍ଚିତ କରିବାରେ ତାଙ୍କ ମା'ଙ୍କ ପ୍ରତିବଦ୍ଧତା ବାବଦରେ ବର୍ଣ୍ଣନା କରିଛନ୍ତି ।

ବାହାଘର ଆଅଗରୁ ଝିଅ ଶାଶୂଘର ବାବଦରେ କିଛି ଜାଣିନଥିବା ବେଳେ ଲାଜ ହେତୁ ସେ ନିଜର ସ୍ୱାମୀ ଓ ଶାଶୂଘର ପରିବାରର ଆଉ କାହା ବିଷୟରେ କିଛି ପଚାରିବାର ସୁଯୋଗ ପାଇନଥାଏ ।

"ଆଖିଆଁ" ନାମକ ଏକ ନାଟକରେ ତାଙ୍କୁ ହିରୋ ଭୂମିକାରେ ଅଭିନୟ କରିବାକୁ ନାଟକ-ଲେଖକ ରଫି ପିଅର ସୁଯୋଗ ଦେଲେ ।

୨୦୦୩ ନେହେରୁ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମାଉଣ୍ଟେନିଅରିଂ ପକ୍ଷରୁ ଏହି ସୁଯୋଗ ମିଳିଥିଲା ମାତ୍ର ସେମାନେ ଏଥିପାଇଁ ୧୭ ଲକ୍ଷ ଟଙ୍କା ଚାହିଁଥିଲେ।

ବହୁ-ଅଣ୍ଡିରା ଦଳରେ ଉଚ୍ଚ-କ୍ରମର ଅଣ୍ଡିରା ମାଙ୍କଡ଼ମାନେ ମୁଖ୍ୟତଃ ଶିଶୁମାନଙ୍କ ପିତା ହୋଇଥାନ୍ତି , ତା’ପରେ ନିମ୍ନ ପଦସ୍ଥ ଅଣ୍ଡିରାମାନଙ୍କୁ ସୁଯୋଗ ମିଳେ ଓ ସମୟେ ସମୟେ ବାହାର ଦଳର ଅଣ୍ଡିରାମାନେ ମଧ୍ୟ ପ୍ରଜନନ ପ୍ରକ୍ରିୟାରେ ଯୋଗଦାନ କରନ୍ତି ।

୨୦୧୫ ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ସେ ଶ୍ରେଷ୍ଠ ୧୨ଜଣଙ୍କ ମଧ୍ୟରେ ସ୍ଥାନ ପାଇବା ପରେ ସଞ୍ଜୟ ତାଙ୍କୁ ଏହି କଥାଚିତ୍ରରେ ନାୟିକା ଭୂମିକାରେ ଅଭିନୟ କରିବାର ସୁଯୋଗ ଦେଇଥିଲେ ।

|ଏହି ବିଧାନ ସଭାରେ ପ୍ରମିଳା ଗୃହ ଆଦାୟ କମିଟି, ଗୃହ ମହିଳା ଓ ଶିଶୁ ବିକାଶ କଲ୍ୟାଣ ବିଭାଗ, ଗୃହ ସଦସ୍ୟମାନଙ୍କର ସୁବିଧା ସୁଯୋଗ ପାଇଁ ଗଠିତ କମିଟି, ହସ୍ତକଳା ଓ ହସ୍ତତନ୍ତ ବିଭାଗ ପାଇଁ ଗଠିତ କାର୍ଯ୍ୟକାରୀ କମିଟି, ଓଡ଼ିଶାର ଉତ୍ପାଦ ଶୁଳ୍କ ବିଲ, ୨୦୦୫ ଆଦିରେ ସେ ଜଣେ ସଦସ୍ୟ ଭାବରେ ୨୦୦୪ ମସିହାରୁ ୨୦୦୮ ମସିହାଯାଏଁ ବିଭିନ୍ନ ସମୟରେ କାର୍ଯ୍ୟ କରିଥିଲେ ।

ପାଣିପାଗ, ଉତ୍ପାଦନ, ଚାହିଦା ଏବଂ ଅନ୍ୟାନ୍ୟ କାରଣଗୁଡ଼ିକର ପରିବର୍ତ୍ତନ ସହିତ ମିଳିତ ଭାବରେ ବୈଦୁତିକ ଶକ୍ତି ଉତ୍ପାଦନ ସ୍ଥଳରୁ ବିଦ୍ୟୁତ ଶକ୍ତିକୁ ଘୁଞ୍ଚାଇବା ପାଇଁ ବ୍ୟବସ୍ଥାର ଜଟିଳତା ଯୋଗାଣର ଗୁଣବତ୍ତା ପାଇଁ ଅନେକ ସୁଯୋଗ ପ୍ରଦାନ କରିଥାଏ ।

ବିଭିନ୍ନ ଭାଷା ପୁସ୍ତକରେ ଭରା ଏହି ପାଠାଗାର ବିଶେଷ କରି ଭାଷା ଗବେଷଣା ପାଇଁ ଏହା ବହୁ ସୁଯୋଗ ସୃଷ୍ଟି କରିଛି ।

ଓଡ଼ିଆ କଥାଚିତ୍ର ନିର୍ଦ୍ଦେଶକ ହର ପଟ୍ଟନାୟକ ତାଙ୍କୁ ପ୍ରଥମେ ରୋମିଓ ଚଳଚ୍ଚିତ୍ରରେ ନାୟକ ରୂପେ ଅଭିନୟ କରିବାର ସୁଯୋଗ ଦେଇଥିଲେ ।

ଶିବାନୀ ଏହି ଧାରାବାହିକଟିରେ ଅଭିନୟ କରୁଥିବାବେଳେ ତାଙ୍କୁ ଚଳଚ୍ଚିତ୍ରରେ ନାୟିକା ହେବାର ସୁଯୋଗ ମିଳିଥିଲା, ତେଣୁ ସେ ଏହି ଧାରାବାହିକଟି ଛାଡ଼ିଦେଇଥିଲେ ।

କଥିତ ଅଛି, ଯେପଯ୍ୟର୍ନ୍ତ , ଏହା ଡେଲାହାଉସଙ୍କି ପାଖରେ ଥିଲା, ସେପଯ୍ୟର୍ନ୍ତ ସେ ସୁଖ ଶାନ୍ତି ଲାଭ କରିପାରୁନଥିଲେ ଏବଂ ତାଙ୍କର ପରମ ଅଶାନ୍ତିର କାରଣ ଥିଲା, ଭିକ୍ଟୋରିଆଙ୍କୁ ଉପହାର ଦେବାପରେ ଡେଲାହାଉସି ଶାନ୍ତିରେ ନିଃଶ୍ୱାସ ମାରିବାର ସୁଯୋଗ ପାଇଲେ ।

Synonyms:

expedience, self-seeking, self-interest, selfishness,

Antonyms:

unselfishness, disadvantage, inexpedience, inexpediency, unselfish,

opportunisms's Meaning in Other Sites