<< onioned onions >>

onioning Meaning in Odia (Oriya). ( onioning ଶବ୍ଦର ଓଡିଆ ଅର୍ଥ)



ପିଆଜ,

Adjective:

ଭବିଷ୍ୟତ, ପରବର୍ତ୍ତୀ, ଆଗାମୀ,

People Also Search:

onions
oniony
oniric
oniscoid
oniscus
onliest
online
onload
onlooker
onlookers
onlooking
only
only a few
only a little
only if

onioning తెలుగు అర్థానికి ఉదాహరణ:

|ପ୍ରକାରଭେଦ |Potala rasa (cropped).jpg|ଦେଉଳିଆ ପୋଟଳ ରସା|Potala rasa.jpg|ପୋଟଳ ରସା|Potala alu rasa.jpg|ପୋଟଳ ଆଳୁ ରସା|ଦେଉଳିଆ ପୋଟଳ ରସା ପିଆଜ, ରସୁଣ ଆଦି ନ ପଡ଼ି ସାଧାରଣତଃ ଜଗନ୍ନାଥ ମନ୍ଦିର ଓ ଅନ୍ୟାନ୍ୟ ମନ୍ଦିର ଭୋଗରେ ନଡ଼ିଆ, ଜିରା, ଅଦା ଆଦି ସହ ରନ୍ଧା ହେଉଥିଲା ବେଳେ ଅନ୍ୟାନ୍ୟ ରନ୍ଧାରେ ଏଥିରେ ଆଳୁ ସହ ମସଲାରେ ପିଆଜ ଓ ରସୁଣ ବଟା, ଗରମ ମସଲା, ଚିନି, ଦହି, ଓ ଚାରମଗଚ ଆଦି ପଡ଼ି ରନ୍ଧା ଯାଇଥାଏ ।

ଏହା ଉପରେ ଭୃଷୁଙ୍ଗା ପତ୍ରକୁ ଭାଜି ଧଣିଆ ପତ୍ର, ଲଙ୍କା, ପିଆଜ ଆଦିରେ ସଜାଇ ପରଷାଯାଇଥାଏ ।

| ସାମଗ୍ରୀ |ଦେଉଳିଆ ପୋଟଳ ରସା ତିଆରି ପାଇଁ ପୋଟଳ, ଜିରା, ବଟା ନଡ଼ିଆ ରସ, ନାଲିଲଙ୍କାଗୁଣ୍ଡ, ହଳଦୀଗୁଣ୍ଡ, ସୋରିଷ ତେଲ ଓ ଲୁଣ ଆଦି ବ୍ୟବହୃତ ହେଉଥିବା ବେଳେ ଘରୋଇ ରନ୍ଧାରେ ପିଆଜବଟା, ଅଦାବଟା, ରସୁଣବଟା, ଗରମ ମସଲା, ଚିନି, ଦହି, ଓ ଚାରମଗଚ ଆଦି ମଧ୍ୟ ବ୍ୟବହୃତ ହୋଇଥାଏ ।

|ସାମଗ୍ରୀ|ମାଛ ୫୦୦ ଗ୍ରାମ୍|ଲଙ୍କା ୪ ଗୋଟି|ଅଦା|ଧନିଆ ପତ୍ର|ବେସନ ୨ ଚାମଚ|ଲଙ୍କାଗୁଣ୍ଡ|୧ଟି ବଡ଼ ପିଆଜ|ଅଦା ରସୁଣ ପେସ୍ଟ୍|ଚାଉଳ ଅଟା|ଜିରା ୧ ଚାମଚ|ହଳଦୀ ୧ ଚାମଚ|ଲେମ୍ବୁ ରସ|ଲୁଣ ସ୍ୱାଦ ଅନୁସାରେ|ତେଲ| ତିଆରି ପ୍ରଣାଳୀ |ପ୍ରଥମେ ମାଛକୁ ଭଲକରି ସଫାକରି ସେଥିରେ ଲୁଣ, ହଳଦୀ ପକାଇ ଭଲକରି ମିଶାଇ ରଖିଦିଅନ୍ତୁ ।

ଗୋଟିଏ ପିଆଜକୁ କାଟନ୍ତୁ ଏବଂ ଅନ୍ୟ ପିଆଜର ପେସ୍ଟ ପ୍ରସ୍ତୁତ କରି ଅଲଗା ଅଲଗା ରଖନ୍ତୁ ।

|ସାମଗ୍ରୀ|ଆବଶ୍ୟକ ସାମଗ୍ରୀ.|ଚିଙ୍ଗୁଡି ୧ କେଜି|ପିଆଜ ୨ ଗୋଟି କଟା କିମ୍ବା ପେସ୍ଟ୍|ରସୁଣ ୮ ଗୋଟି|ଜିରା ଅଧା ଚାମଚ|ଲଙ୍କା ୮ ଗୋଟି|ନଡିଆ କ୍ଷୀର ୧ କପ୍|ରାଇ ପେସ୍ଟ ୨ ଚାମଚ|ହଳଦୀ ୧ ଚାମଚ|ଲୁଣ ସ୍ୱାଦ ଅନୁସାରେ|ସୋରିଷ ତେଲ| ତିଆରି ପ୍ରଣାଳୀ |ପ୍ରଥମେ ଚିଙ୍ଗୁଡିରେ ହଳଦୀ, ଲୁଣ ଓ ଅଳ୍ପ ସୋରିଷ ତେଲ ଦେଇ ଭଲକରି ମିଶାନ୍ତୁ ।

ପିଆଜ ଓ ରସୁଣ ପଡୁଥିଲେ ପିଆଜ, ରସୁଣବଟାକୁ ଅଳ୍ପ ତେଲରେ କସି ଚାରମଗଚ ବଟା ଦେଇ ନାଲିଲଙ୍କା, ହଳଦୀ, ଗରମ ମସଲା ଦେଇ ପୁଣି କସାଯାଏ ।

|ପ୍ରଥମେ ଚାଉଳକୁ ଲହୁଣୀ ବା ଅଲିଭ୍ ତେଲରେ ପିଆଜ ସହିତ କିଛି ସମୟ ପାଇଁ ଭଜାଯାଏ ।

ହେମଦସ୍ତା ବା ଶିଳରେ କଞ୍ଚା ଲଙ୍କା, ଶାଲଟ୍ ପିଆଜ, ଅଦା, ଗାଲାଙ୍ଗଲ୍, ଶତବେଧୀ (lemongrass), କାଫିର୍ ଲେମ୍ବୁ ପତ୍ର ଓ ଲେମ୍ବୁ ଚୋପା, ଧନିଆ ଚେର, ଜୀରା, ଧଳା ଗୋଲମରିଚ, ଚିଙ୍ଗୁଡ଼ି ବଟା ମସଲା ଓ ଲୁଣ ଇତ୍ୟାଦିକୁ କୁଟି ବା ବାଟି ତରକାରୀ ପାଇଁ ସାଗୁଆ ରଙ୍ଗର ବଟା ମସଲା ପ୍ରସ୍ତୁତ କରାଯାଏ ।

ସବୁଠାରୁ ଲୋକପ୍ରିୟ ପକୋଡ଼ା ଭିତରେ ପିଆଜ ପକୋଡ଼ା, ଆଳୁ ପକୋଡ଼ା, ପନିର ପକୋଡ଼ା, ଚିକେନ ପକୋଡ଼ା, ବାଇଗଣ ପକୋଡ଼ା ଇତ୍ୟାଦି ରହିଥାଏ ।

| ଉପାଦାନ |କୁନ୍ଦୁରି|ଆଳୁ|ଗୋଟା ଜିରା|ଗୋଟା ସୋରିଷ|ଲୁଣ|ହଳଦୀ ଗୁଣ୍ଡ| ତିଆରି ପ୍ରଣାଳୀ |କୁନ୍ଦୁରି ଓ ଆଳୁକୁ ଛୋଟ ଛୋଟ ଖଣ୍ଡ କରି କାଟି ସେଥିରେ ହଳଦୀ ଗୋଳାଇ ପିଆଜ, ଗୋଟା ଜିରା ଓ ଗୋଟା ସୋରିଷକୁ ତେଲରେ ଭାଜି ଏହା ତିଆରି କରାଯାଇଥାଏ ।

onioning's Meaning in Other Sites