on the road Meaning in Odia (Oriya). ( on the road ଶବ୍ଦର ଓଡିଆ ଅର୍ଥ)
ରାସ୍ତାରେ, ଭ୍ରମଣ, ବାଟରେ, ଭ୍ରମଣ ସମୟରେ,
People Also Search:
on the rockson the scene
on the side
on the sly
on the spot
on the spur of the moment
on the table
on the wane
on the way
on the whole
on the wing
on this occasion
on time
on tour
on trial
on the road తెలుగు అర్థానికి ఉదాహరణ:
ଏହି ରାସ୍ତାରେ 11ଟି ଫ୍ଲାଇ ଓଭର ଓ ଓଭରପାସ ସମେତ ଏହା ସହ 47 କିଲୋମିଟରର ସ୍ଥାନୀୟ ତଥା କ୍ଷୀଣ ଗତି ବାହନ ପାଇଁ ରାସ୍ତା ମଧ୍ୟ ରହିଛି ।
| ଯାତାୟତ |ହ୍ରଦ ସମୀପକୁ ରାସ୍ତା ପକ୍କା ରାସ୍ତା ନଥିଲେ ମଧ୍ୟ ନିକଟସ୍ଥ କରେଇ ଯାଏ ଧର୍ମଶାଳାରୁ ଆସି ସେଠାରୁ ମାଟି ରାସ୍ତାରେ ହ୍ରଦ ନିକଟରେ ପହଞ୍ଚି ହୁଏ ।
ପୁରୀର ପବିତ୍ର ନରେନ୍ଦ୍ର ପୁଷ୍କରିଣୀଠାରୁ ବାମପାର୍ଶ୍ୱ ପୁରୀ-ସାତପଡ଼ା ରାସ୍ତାରେଜାତୀୟ ରାଜପଥ-୨୦୩(କ)ରେ ୨୦ କି.ମି ଗଲେ ବ୍ରହ୍ମଗିରି ।
ଯେଉଁ ରାସ୍ତାରେ ଛେକ ଗଲେ କେହିଚୂନିବାର ଭୟ ନଥିବ ବା କେହି ସାମ୍ନା ହେବାର ସମ୍ଭାବନା ନଥିବ ।
ଘଟଣାସ୍ଥଳରେ ୧୨ ଜଣ ସ୍ୱାଧୀନତା ସଂଗ୍ରାମୀ ନିହତ ହୋଇଥିବା ବେଳେ ୧୪ ଜଣ ଚିକିତ୍ସାଳୟକୁ ଯିବା ରାସ୍ତାରେ ପ୍ରାଣତ୍ୟାଗ କରିଥିଲେ ।
|ଶ୍ରୀଜୀଉମାନଙ୍କ ପ୍ରତ୍ୟକ ଧୂପ ପରେ ଥାଳି ମହାପ୍ରସାଦ ବିମଳାଙ୍କୁ ସମର୍ପଣ କରାଯିବ ପରେ ସମ୍ପୃକ୍ତ ସୂପକାର ସେବକ ସେହି ରାସ୍ତାରେ ଆନନ୍ଦ ବଜାରକୁ ନେବାବେଳେ "ମା" ଇନ୍ଦ୍ରାଣୀଙ୍କୁ ମଧ୍ୟ ସମର୍ପଣ କରିଥାନ୍ତି ।
||ଗମନା ଗମନ ବ୍ୟବସ୍ଥା |ଏହି ମନ୍ଦିର ସମ୍ବଲପୁର ସହରରୁ ବରଗଡ଼କୁ ଯାଇଥିବା ରାଜପଥରେ ୨୦ କିଲୋମିଟର ଦୁରବର୍ତ୍ତୀ ଗୋଶାଳା ନାମକ ସ୍ଥାନରୁ ବାମ ପଟ ରାସ୍ତାରେ ୧୦ କିଲୋମିଟର ଗଲେ ପହଞ୍ଚି ହୁଏ ।
ଏହି ରାସ୍ତାରେ ଶ୍ୱେତଗଙ୍ଗା ନିକଟରେ ଶ୍ରୀମନ୍ଦିରକୁ ମୁହଁ କରି ଜଣେ ବାବାଜୀ ଛତା ପୋତି ବସି ରହୁଥିଲେ ।
ବାଲେଶ୍ୱର-ହଲଦିପଦା ରାସ୍ତାରେ ଥିବା ଚଷାଖଣ୍ଡ ଗାଁରେ ତାଙ୍କର ଜନ୍ମ ହୋଇଥିଲା ।
|ଜାହାଜଟି ଠିକ୍ ରାସ୍ତାରେ ଆସୁଥିଲେ ଉଭୟ ବତିଘରର ଆଲୋକ ଅଭିଲମ୍ବ ଭାବେ ସମରେଖାରେ ଅବସ୍ଥାନ କରନ୍ତି ।
|କିମ୍ବଦନ୍ତୀ|କାଞ୍ଚି ଅଭିଯାନ ଫେରିବା ବେଳେ ରାସ୍ତାରେ ସେତେବେଳେ ମାଣିକ ଗଉଡୁଣୀ ନାମକ ଜଣେ ଗଉଡୁଣୀ ଦହି ବିକୁଥିଲା ।
ଚିନ୍ତନ ପରେ ଦିଲ୍ଲୀ ଚାଲିଯାଇଥିଲେ; ଓ ହେମା ଜୁହୁ-ତାରା ରାସ୍ତାରେ ଥିବା ସେମାନଙ୍କର ଫ୍ଲାଟ୍ରେ ରହିଥିଲେ ।
ସେଠାରୁ ଶେଷ 10 କିଲୋମିଟର ପାଇଁ ମଶନୂ - ଦରଙ୍ଘାତି ରାସ୍ତାରେ ଯାଇ ହୁଏ ।
on the road's Usage Examples:
A win and three ties in July effectively ended their playoff hopes, and the 5–2 defeat on the road at Long Island was the low point of the year.
Williams scored 33 points on 7–14 shooting from the field while making 16–18 free throws from the line, while also contributing 14 assists on the road in a game 2 win against the Denver Nuggets.
that Intel was planning a ‘Skylake Refresh’ that has always been on the roadmap between Skylake and Cannonlake, but it appears that refresh might be going.
back to tie 2–2 with Ventura County Fusion having gone behind twice, and pummelled Ogden for a second time, winning 5–2 on the road in the penultimate game.
If a vehicle is abandoned on the roadside or in empty lots, licensed dismantlers in the United States can legally obtain them so that they are safely.
Segments detailing life on the road for WWE stars, including overseas tours.
been kept on the road and maintained for little or no cost by employing kludge fixes and improvised repairs, with little or no consideration given to appearance.
in water pooling on the road surface, thereby increasing the risk for hydroplaning and wet-pavement vehicle crashes.
stated that Lang “wins so frequently, plays our sport so instinctually, and gobbles up life on the road at such a frantic and furious pace.
One day a truck driver who picked him up on the road to Chicago stole his suitcase.
The show went on the road with a tour bus, and held auditions in five UK cities to find Laura a date.
They end up in an accident trying to avoid a cow on the road.
The demonstrators were confronted by law enforcement officials several times on the road and ordered to disperse, but kept marching.
Synonyms:
travel, on tour, traveling, travelling,
Antonyms:
rise, recede, ascend, ride, linger,