on fire Meaning in Odia (Oriya). ( on fire ଶବ୍ଦର ଓଡିଆ ଅର୍ଥ)
ଜଳୁଥିବା, ଜଳିବା,
Adjective:
ଜଳିବା,
People Also Search:
on footon guard
on hand
on horseback
on it
on key
on license
on no account
on occasion
on one hand
on one's guard
on one's own
on paper
on principle
on probation
on fire తెలుగు అర్థానికి ఉదాహరణ:
କଥିତ ଅଛି ଯେ, ଲଙ୍କା ପୋଡ଼ିବା ପରେ ହନୁମାନ୍ ନିଜ ଲାଙ୍ଗୁଡ଼ରେ ଜଳୁଥିବା ନିଆଁକୁ ହାତରେ ଓ ଗୋଡ଼ରେ ମଳି ଲିଭାଇ ଦେଇ ସେହି କରତଳକୁ ମୁଁହରେ ବୋଳି ଦେବାରୁ ତାଙ୍କ ମୁହଁ କଳା ପଡ଼ିଗଲା ଓ ତଦବଧି ତାଙ୍କ ବଂଶଧରମାନେ (ହନୁମାଙ୍କଡ଼) ମୁହଁପୋଡ଼ା ବାନ୍ଦର ହେଲେ ।
ନିଆଁ ଓ ଧୂଆଁକୁ ଚିଲ ମାନେ ବହୁତ ଆକର୍ଷିତ ହୁଅନ୍ତି ଅଷ୍ଟ୍ରେଲିଆରେ ଦେଖା ଯାଇଛି ଯେ ଜଳୁଥିବା କାଠକୁ ନେଇ ଅନ୍ୟଆଡେ ଫିଙ୍ଗିବା ଯୋଗୁଁ ଅନେକ ଥର ଜଙ୍ଗଲରେ ନିଆଁ ଲାଗିଯାଏ ।
ସେ ରାତିରେ ଜଳୁଥିବା ରାସ୍ତାକଡ଼ ଆଲୋକର ଖୁଣ୍ଟକୁ ସବୁବେଳେ କାଟିଦେଉଥିଲା, ସାଧାରଣ ସିଧାସାଧା ଲୋକଙ୍କ ଉପରେ କଟାକ୍ଷା କରୁଥିଲା ଏବଂ ସବୁଠାରୁ ବେଶି ହଇରାଣ କରୁଥିଲା ସେଠାକାର ସ୍ଥାନୀୟ ପୋଲିସ୍ ଅଧିକାରୀ ସୁଧାଂଶୁ ଦତ୍ତକୁ (ସୌରଭ ଶୁକ୍ଳା) ।
ଜଳୁଥିବା ଇନ୍ଧନ ତନ୍ଦୁର ମଧ୍ୟରେ ଉଚ୍ଚ ତାପ ସୃଷ୍ଟି କରିଥାଏ ।
ତା’ପରେ ରାବଣ ହନୁମାନର ଲାଞ୍ଜକୁ ନିଆଁ ଲଗାଇଲା ଏବଂ ହନୁମାନ ତାଙ୍କର ଜଳୁଥିବା ଲାଞ୍ଜ ସହାୟତାରେ ଲଙ୍କାକୁ ପୋଡ଼ି ଦେଲେ ।
| କାହାଣୀ |କାହାଣୀର ଆରମ୍ଭରେ ରାହୁଲ ଖାନ୍ନା (ସାହରୁଖ ଖାଁ ଅଭିନୀତ) ତାଙ୍କ ପରଲୋକଗତ ସ୍ତ୍ରୀଙ୍କ(ରାଣୀ ମୁଖାର୍ଜୀ ଅଭିନୀତ) ଜଳୁଥିବା ଚିତା ପାଖରେ ଠିଆ ହେବାର ଦୃଶ୍ୟ ।
ଜଳୁଥିବା ଲାଞ୍ଜ ଯୋଗୁଁ ହନୁମାନ ପ୍ରବଳ ଯନ୍ତ୍ରଣା ଭୋଗୁଥିଲେ ।
ପରେ ହନୁମାନ ପାତାଳକୁ ଯାଇ ପାଞ୍ଚ ଦିଗରେ ଜଳୁଥିବା ପାଞ୍ଚଟି ଦୀପକୁ ଲିଭାଇବା ପାଇଁ ପଞ୍ଚମୁଖୀ ରୂପ ଧାରଣ କରିଥିଲେ ।
ପୃଥିବୀ ପୃଷ୍ଠର ଠିକ୍ ତଳେ ରହିଥିବା ଏକ ଗ୍ୟାସୀୟ ଗହ୍ୱର ଯୋଗୁଁ ମାଟି ଧସିଯିବା ଓ ଅତି ମନ୍ଥର ହାରରେ ନିଷ୍କାସିତ ଗ୍ୟାସ ଯୋଗୁଁ ବହୁ ବର୍ଷ ଧରି ଅନ୍ୟ ପ୍ରାକୃତିକ କାରଣରୁ ବାଧା ପ୍ରାପ୍ତ ନ ହୋଇ ଗହ୍ୱରର ନିଆଁ ଜଳୁଥିବା ଏହି ଗହ୍ୱର ପଛର ବୈଜ୍ଞାନିକ ବର୍ଣ୍ଣନା ।
on fire's Usage Examples:
During the same dates, not only Elefante was set on fire but the whole town.
Unlike its smaller ammunition cousins, the 81 mm and 60 mm mortars, the fin blades of the ammunition fired from the M120 are not canted.
in the days of wooden rowed or sailing ships, was a ship filled with combustibles, or gunpowder deliberately set on fire and steered (or, when possible.
Penetrating several hundred yards beyond the mansion, Sullivan"s wing became dispirited, running low on ammunition and hearing cannon fire behind them.
They decide to plant a lower case t cross for time to leave in the garden of some of the rich residents, setting it on fire to emphasize their point.
where teams competed to propel a wheelchair as fast as they can on fire extinguisher power alone, the blowing up of caravans and microwaves (as in its.
It became this color after the city was set on fire and the upper walls which were made of tuff fell and crumbled because.
the process, Crace"s stencilling was over painted and then covered by damasked silk, the Norton fireplace was removed, the furniture replaced with Edwardian.
Wydell sets the house on fire and leaves Otis and Spaulding to burn, but he lets Baby loose outside so he can hunt her for sport.
Determined to prevent more casualties, Mexican dragoons prepared to set the house on fire to force the Texians out.
Shockey developed an all-steel hydraulic extension ladder for use on fire trucks.
He was seen putting the letter in a pizza oven, and the letter caught on fire.
Synonyms:
campfire, grassfire, smudge, happening, conflagration, bonfire, brush fire, balefire, natural event, forest fire, inferno, smoulder, occurrence, backfire, smolder, prairie fire, occurrent,
Antonyms:
desensitise, desensitize, curse, bless, stand still,