<< on a lower floor on account >>

on a regular basis Meaning in Odia (Oriya). ( on a regular basis ଶବ୍ଦର ଓଡିଆ ଅର୍ଥ)



ନିୟମିତ ଭାବରେ,

Adverb:

ପ୍ରତିଦିନ |,

on a regular basis తెలుగు అర్థానికి ఉదాహరణ:

ଭୂମିକା ଭରତଙ୍କର ଯୋଗ ପ୍ରଶିକ୍ଷଣ କେନ୍ଦ୍ରକୁ ନିୟମିତ ଭାବରେ ଯୋଗ ଶିକ୍ଷା ପାଇଁ ଯାଉଥିଲେ ଏବଂ ସେଠାରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିଲା ଏବଂ ବିବାହ ପୂର୍ବରୁ ୪ବର୍ଷର ସମ୍ପର୍କ ଥିଲା ।

ଏଥିପାଇଁ ଯେଉଁ ଗ୍ରାହକମାନେ ନିୟମିତ ଭାବରେ କ୍ରେଡିଟ କାର୍ଡ ଉପଯୋଗ କରନ୍ତି ସେମାନଙ୍କୁ ଏହି ଯୋଜନାରେ ସାମିଲ କରିବା ଉଚିତ ।

ପ୍ରଦେଶରେ ଓ ବିଦେଶରେ ସେମାନଙ୍କୁ ନାଗାଲାଣ୍ଡର ସାଂସ୍କୃତିକ ରାଷ୍ଟ୍ରଦୂତ/ପ୍ରତିନିଧିର ମାନ୍ୟତା ଦିଆଯାଇ ନିୟମିତ ଭାବରେ ପ୍ରଦର୍ଶନ କରିବାକୁ ଡକାଯାଏ ।

ଏହା ପରେ ସେ ନିୟମିତ ଭାବରେ ମେଳା ଓ ପର୍ବମାନଙ୍କରେ ଯୋଗ ଦେଇ ପ୍ରଦର୍ଶନ କରୁଥିଲେ ।

ତାଙ୍କର ପିତାମାତା ତାଙ୍କ ପାଇଁ ଆଇନଜୀବୀକୁ ନିଜର ଜୀବିକା ଭାବେ ମନସ୍ଥ କରିଥିଲେ | ଗେଟସ୍ ଯେତେବେଳେ ଛୋଟ ଥିଲେ ତାଙ୍କ ପିତାମାତା ନିୟମିତ ଭାବରେ ପ୍ରୋଟେସ୍ଟାନ୍ଟ୍ ଜନମଣ୍ଡଳୀ ଗୀର୍ଜାର ଏକ ଗୀର୍ଜାକୁ ଯାଉଥିଲେ ।

ନିଜର କର୍ପୋରେଟ ଭୂମିକା ସହିତ ଲେଭେସକ୍ୟୁ ନିୟମିତ ଭାବରେ ଡବ୍ଲ୍ୟୁଡବ୍ଲ୍ୟୁଇ ଟିଭିରେ ପ୍ରାଧିକାରୀ ଭାବେ ଏବଂ ପେଶାଦାର ମଲ୍ଲ ଭବେ ଦେଖା ଦିଅନ୍ତି ।

ପ୍ରାୟ ୫% ଲୋକଙ୍କର ଏହି ଅବସ୍ଥା ନିୟମିତ ଭାବରେ ହୁଏ ।

ଚିକିତ୍ସା ଚାଲୁରହିବା ସମୟରେ ରକ୍ତ ଶର୍କରା ଓ ପଟାସିଅମ ସ୍ତର ନିୟମିତ ଭାବରେ ପରୀକ୍ଷା କରି ନିୟନ୍ତ୍ରଣ କରାଯାଏ ।

ଏହି ପତ୍ରିକାଟି ବର୍ତ୍ତମାନ ଅନିୟମିତ ଭାବରେ ପ୍ରକାଶିତ ହେଉଛି ।

.|ସେ ସମ୍ବାଦପତ୍ରରେ ନିୟମିତ ଭାବରେ ସ୍ତମ୍ଭ ଲେଖିବା ସହ ସେ କମିକ୍ସ ମଧ୍ୟ ଆଙ୍କୁଥିଲେ ।

ତାଜିକିସ୍ତାନର ପିପୁଲ୍ସ ଡେମୋକ୍ରାଟ୍ ପାର୍ଟି ନିୟମିତ ଭାବରେ ସଂସଦରେ ସଂଖ୍ୟାବହୁଳ ।

ଗ୍ରୀକବାସୀ ବହୁତ ଜାକଜମକ ସହକାରେ ଏହି କ୍ରୀଡ଼ାକୁ ନିୟମିତ ଭାବରେ ପରିଚାଳନା କରୁଥିଲେ ।

on a regular basis's Usage Examples:

HistoryOver the years, seven different League of Ireland clubs have used Tolka Park for home league matches on a regular basis.


A series of injuries to teammates Hank Blalock, Ian Kinsler, Mark Teixeira, and Frank Catalanotto, as well as the trades of Teixeira and Kenny Lofton, led to Hairston playing on a regular basis throughout the 2007 season.


LIHEAP efficacy is monitored on a regular basis through its recipiency targeting index.


In 1996, four permanent light towers were installed, allowing Missouri to begin playing night games on a regular basis.


7 million the total construction costs increased on a regular basis to £5.


Auditions and open callsModelling agencies will require new faces on a regular basis.


card with his picture along with money on a regular basis so he could buy the farm for him and his fiancé.


His show was described as grumbles and contentious conversations with callers on a regular basis by Deadspin, and Francesa was particularly noted for responding negatively to a caller who told him that Stan Lee died.


NiGHTS shows disrespect for Owl on a regular basis, but also shows a sort of friendship with the bird.


required to penetrate down to safe levels, by Rules, they are designed to be sinkable and in fact they do on a regular basis.


Its restoration to Gertrude Jekyll's original plans (1904–07) have made it one of the best Jekyll-Lutyens gardens open to the public on a regular basis, visited by approximately 70,000 people per year.


an inner voice that he refers to as "The Dark Passenger", which keeps prodding Dexter to satisfy his homicidal urges on a regular basis.


In 1946 KOIN was sold to Field Enterprises,In 1947, the Journal became the first newspaper in the country to employ a helicopter on a regular basis to gather news photographs.



Synonyms:

rule-governed, well-ordered, rhythmic, regularity, timed, symmetrical, systematic, standard, weak, rhythmical, first-string, stock, lawful, symmetric, uniform, official, prescribed,

Antonyms:

asymmetrical, irregularity, irregular, unsystematic, unrhythmical,

on a regular basis's Meaning in Other Sites