olympic Meaning in Odia (Oriya). ( olympic ଶବ୍ଦର ଓଡିଆ ଅର୍ଥ)
ଅଲିମ୍ପିକ୍, ଅଲିମ୍ପିଆ ସମ୍ବନ୍ଧୀୟ,
People Also Search:
olympic godolympic national park
olympic salamander
olympics
olympus
omagh
omaha
omahas
oman
omani
omani monetary unit
omani rial
omanis
omasa
omasal
olympic తెలుగు అర్థానికి ఉదాహరణ:
|୨୦୦୮ ବେଜିଂ ଅଲିମ୍ପିକ୍ସରେ ସେ ୫୭୪୯ ପଏଣ୍ଟ କରି ୨୮ ନଂ ସ୍ଥାନରେ ରହିଥିଲେ ।
୧୯୯୨ ମସିହାର ଗ୍ରୀଷ୍ମକାଳୀନ ଅଲିମ୍ପିକ୍ ଖେଳର ପ୍ରସ୍ତୁତି ବେଳେ ଦର୍ଶକଙ୍କ ବସିବା ପାଇଁ ଆହୁରି ଅଧିକ ଦୁଇଟି ସୋପାନ ନିର୍ମାଣ କରାଗଲା ।
୨୦୨୦ ଟୋକିଓ ପାରା ଅଲିମ୍ପିକ୍ସରେ ସେ ଶ୍ରେଣୀ ୪ ଟେବୁଲ ଟେନିସରେ ରୌପ୍ୟ ପଦକ ଜିତିଥିଲେ ।
ମାତ୍ର ୧୯୭୪ ମଣ୍ଟ୍ରିଲ ଅଲିମ୍ପିକ୍ସରେ ଭାରତୀୟ ଦଳ ଅତି ଖରାପ ଖେଳି ୭ମ ସ୍ଥାନ ଅଧିକାର କରିଥିଲା ।
|ସେ ପ୍ରଥମ ଭାରତୀୟ ମହିଳା ଭାବେ ଅଲିମ୍ପିକ୍ ଟ୍ରାପ୍ ବନ୍ଧୁକଚାଳନାକୁ ଯୋଗ୍ୟତା ଅର୍ଜନ କରିଥିଲେ ।
|ସେ ବ୍ରାଜିଲରେ ଅନୁଷ୍ଠିତ ରିଓ ଅଲିମ୍ପିକ୍ସ ୨୦୧୬ ପାଇଁ ମନୋନୀତ ହୋଇଥିଲେ ।
ପରେ ୨୦୦୦ ଗ୍ରୀଷ୍ମ ଅଲିମ୍ପିକ ବା ୨୦୦୦ ସିଡନୀ ଅଲିମ୍ପିକ୍ରେ ୪x୧୦୦ ମିଟର ରିଲେ ଦୌଡ଼ରେ ଭି ଜୟଲକ୍ଷ୍ମୀ, ବିନୀତା ତ୍ରିପାଠୀ ଏବଂ ସରସ୍ୱତୀ ସାହାଙ୍କୁ ନେଇ ଗଠିତ ତାଙ୍କ ଟିମ୍ ପ୍ରଥମ ରାଉଣ୍ଡକୁ ୪୫.୨୦ ସେକେଣ୍ଡରେ ପୂରା କରିଥିଲେ।
ଜୁନିୟର ଦଳରେ ଥାଇ ୨୦୦୯ରେ ସେ ସିଡ଼ନିଠାରେ ଅନୁଷ୍ଠିତ "ୟୁଥ ଅଲିମ୍ପିକ୍ସ" ଓ ୨୦୧୦ରେ ଢାକାଠାରେ "ସାଫ ଗେମ୍ସ" ଖେଳିଥିଲେ ।
ସେ ୨୦୧୨ ସାଫ୍ ମହିଳା ପ୍ରତିଯୋଗିତା ଓ ୨୦୧୫-୧୬ ଏସିଏଫ୍ ମହିଳା ଅଲିମ୍ପିକ୍ ଯୋଗ୍ୟତା ପ୍ରତିଯୋଗିତାରେ ଭାରତୀୟ ଦଳର ସଦସ୍ୟ ଥିଲେ ।
ସେ ବେଜିଂଠାରେ ଅନୁଷ୍ଠିତ ୨୦୦୮ ଗ୍ରୀଷ୍ମ ଅଲିମ୍ପିକ୍ସରେ ୧୦ ମିଟର୍ ଏୟାର୍ ରାଇଫଲ୍ ଓ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍ରେ ପ୍ରତିଦ୍ୱନ୍ଦୀତା କରିଥିଲେ ।
୨୦୨୧ ମସିହାରେ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରି ସେ ପ୍ରଥମ ରାଉଣ୍ଡରେ ବିଜୟୀ ହୋଇ ପାରିଥିଲେ ।
olympic's Usage Examples:
org/web/20130119174827/http://databaseolympics.
uk/news/northern-ireland/northern-ireland-olympic-hopeful-sent-cartwheeling-off-bike-by-car-urges-drivers-to-take-care-38070397.
com/eng/summer-olympic-bids/future-summer-bids/singapore-puts-brakes-on-joint-olympic-bid-with-malaysia/ Savvina.
His brother David was a member of the British cycling team at the same olympics.
A catenane-based olympic molecule was synthesized in 1994 by Fraser Stoddart.
qualifying round, to the overall result at the qualifying round, to the olympic tournament and the team event for recurve and compound bows for men and women.
Janno is regularly a representative of Trigan City, whether it is as an athlete in the olympic style games, or as a diplomatic envoy.
Maurice Blitz and his brother Gérard were both member of the Belgian water polo national team who won silver in two consecutive olympic events, in 1920 and 1924.
Dakota scored his first goal for the NZ Under 23"s in an olympic warmup match versus Japan, slotting in a 90-minute equaliser meaning the game finished.
medals in the Olympics were handed out one must have a look at the scoring system of that specific olympic sailing regatta.
accompany the footage of David Beckham and Jade Bailey bringing the olympic flame up the River Thames by speedboat.
Synonyms:
Olympian,