olivet Meaning in Odia (Oriya). ( olivet ଶବ୍ଦର ଓଡିଆ ଅର୍ଥ)
ଅଲିଭ୍,
Noun:
ଶାନ୍ତିର ପ୍ରତୀକ, ଅଲିଭ୍ |,
People Also Search:
oliviaolivier
olivine
olla
ollamh
ollas
olm
olms
ology
olpe
olx
olympia
olympiad
olympiads
olympian
olivet తెలుగు అర్థానికి ఉదాహరణ:
|ପ୍ରଥମେ ଚାଉଳକୁ ଲହୁଣୀ ବା ଅଲିଭ୍ ତେଲରେ ପିଆଜ ସହିତ କିଛି ସମୟ ପାଇଁ ଭଜାଯାଏ ।
ମାଈମାନଙ୍କ ଡେଣା ସବୁଜ ରଙ୍ଗର ଓ ସେମାନଙ୍କ ଲାଞ୍ଜ ଅଲିଭ୍ ପରି ରଙ୍ଗର ହୋଇଥାଏ ।
|ମାଈ ପକ୍ଷୀ ଦେଖିବାକୁ ଅଣ୍ଡିରା ପରି କିନ୍ତୁ ମାଈର ଡେଣା ଓ ପିଠିର ରଙ୍ଗ ମାଟିଆ କିମ୍ବା ଅଲିଭ୍ ରଙ୍ଗର ହୋଇଥାଏ ।
|ବିଜ୍ଞାପନ ଏବଂ ମୁଖ୍ୟ ପ୍ରଚାରକ|ଚିତ୍ରଙ୍ଗଦା ଏୟାରଟେଲ, ପାରାଚ୍ୟୁଟ୍, ପୁମା, ବୋର୍ଗେଜ୍ ଅଲିଭ୍ ଅଏଲ୍, ଗ୍ରାନିୟର୍, ଅଲିଭା କ୍ରାକର୍ସ, ତାଜ୍ ମହଲ୍ ଚାହା ଏବଂ ଜୋୟାଲୁକ୍କ୍ସ୍ ଗହଣା ଆଦିର ବିଜ୍ଞାପନ ପାଇଁ ମୁଖ୍ୟ ପ୍ରଚାରକ ଭାବରେ କାର୍ଯ୍ୟ କରିଥିଲେ ।
ପ୍ରଜନନ ଋତୁରେ ଉତ୍ତର ଭାରତର ସମତଳ ଭୂମିରେ ଦେଖାଯାଉଥିବା ହୁମେଇ (humei) ପ୍ରଜାତିର ଅଣ୍ଡିରାମାନଙ୍କ ଚୂଳ କଳା ଓ ଶରୀରର ଉପରାଂଶ ଅଲିଭ୍ ରଙ୍ଗର ହୋଇଥାଏ ।
|ସଙ୍କଟାପନ୍ନ ପ୍ରଜାତିମାନ|ସୁନ୍ଦରବନର ସଙ୍କଟାପନ୍ନ ଜୀବମାନଙ୍କ ମଧ୍ୟରେ ମହାବଳ ବାଘ, ବଉଳା କୁମ୍ଭୀର, ନଈ କଇଁଛ, ଅଲିଭ୍ ରିଡ୍ଲେ କଇଁଛ, ଗାଙ୍ଗେୟ ଡଲ୍ଫିନ୍ ଓ ଲୁଣା ଅଶ୍ୱଖୁରା କଙ୍କଡ଼ା ଇତ୍ୟାଦି ଅନ୍ୟତମ ।
ଏହି ବବୁନ୍ ପରିବାରର ୫ଟି ପ୍ରଜାତିର ସାଧାରଣ ନାମ ହେଲା – ହାମାଦ୍ର୍ୟାସ୍ ବବୁନ୍, ଗିନି ବବୁନ୍ (ପଶ୍ଚିମ ବା ଲୋହିତ ବବୁନ୍ ନାମରେ ମଧ୍ୟ ପରିଚିତ), ଅଲିଭ୍ ବବୁନ୍, ପୀତ ବବୁନ୍ ଓ ଚାକ୍ମା ବବୁନ୍ ।
|ଶରୀର ଗଠନ ଓ ବିବରଣୀ|ଅଳ୍ପ ଦୈର୍ଘ୍ୟବିଶିଷ୍ଟ, ପତଳା ଓ ଈଷତ୍ ହଳଦିଆ ଗାର ଗାର ଚିହ୍ନ ଥିବା ଏହି ସାପର ଶରୀର ସାଧାରଣତଃ ମାଟିଆ ଅଲିଭ୍ ବା ପାଉଁଶିଆ ରଙ୍ଗର ହୋଇଥାଏ ।
ଆର୍ଗାଣ୍ଡ ବତୀରେ ତିମିମାଛର ତେଲ, କୋଲଜା, ଜୀତ ତେଲ (ଅଲିଭ୍ ବା ଜୈତୁନ୍ ତେଲ) ବା ବନସ୍ପତି ତେଲ ଜାଳେଣୀ ଭାବେ ବ୍ୟବହୃତ ହେଉଥିଲା ।
|ସରୀସୃପ|ବଉଳା କୁମ୍ଭୀର, ଗୋଧି, ବହୁରୂପୀ ଏଣ୍ଡୁଅ, ଅଲିଭ୍ ରିଡ୍ଲେ, ଗ୍ରୀନ୍ ଟର୍ଟଲ୍ ଓ ହକ୍ସ୍ବିଲ୍ ଇତ୍ୟାଦି ପ୍ରଜାତିର କଇଁଛ, ବ୍ରହ୍ମଦେଶୀୟ ଅଜଗର, ଅହିରାଜ, ବ୍ରାହ୍ମଣୀ ସାପ, ବୋଡ଼ା ସାପ, ଚିଟି ସାପ ଇତ୍ୟାଦି ସୁନ୍ଦରବନରେ ଦେଖାଯାଉଥିବା ପ୍ରମୁଖ ସରୀସୃପ ପ୍ରଜାତି ।
ଅଥୀନା ଅନ୍ୟପକ୍ଷେ ଏଥେନ୍ସକୁ ପ୍ରଥମ କୃଷି ଉପଯୋଗୀ ଅଲିଭ୍ ଗଛ ଦେଲେ ।
olivet's Usage Examples:
Jolivet's intent as a composer throughout his career was to give back to music its original, ancient meaning, when it was the magical, incantatory expression of the religious beliefs of human groups.
CareerJolivet's aesthetic ideals underwent many changes throughout his career.
His brother is Marc Jolivet, the actor, script-writer, director and humourist.
Mana, even as one of his first mature works, is a reflection of this; Jolivet considered the sculptures as fetish objects.
During the 1950s and 1960s, Jolivet wrote several concertos for a variety of instruments including trumpet, piano, flute, Gunwharf Quays is a shopping centre located in Portsmouth, UK.
LifeAndré Jolivet was born on 8 August 1905, at rue Versigny in Montmartre, Paris, the son of Victor-Ernest Jolivet and Madeleine Perault; his father an artist, his mother a pianist.
Only Girls (French title: Filles uniques), is a 2003 film directed by Pierre Jolivet.
In 1945 he published a paper declaring that true French music owes nothing to Stravinsky, though both composers drew heavily upon themes of ancient music in their work; Jolivet and La jeune France rejected neoclassicism in favor of a less mechanical and progressive and instead a more spiritual style of composition.
Jolivet developed an interest in the arts early in his life, taking up painting and cello lessons at the age of 14.