oceanographic Meaning in Odia (Oriya). ( oceanographic ଶବ୍ଦର ଓଡିଆ ଅର୍ଥ)
ମହାସାଗରୀୟ,
Noun:
ମହାସାଗର,
People Also Search:
oceanographyoceanology
oceans
oceanus
ocellar
ocellated
ocellation
ocelli
ocellus
ocelot
ocelots
och
oche
ocher
ocherous
oceanographic తెలుగు అర్థానికి ఉదాహరణ:
ଏହା ଆଫ୍ରିକା, ଦକ୍ଷିଣପୂର୍ବ ଏସିଆ, ପ୍ରଶାନ୍ତାମହାସାଗରୀୟ ଦ୍ୱୀପ ସମୂହ, ଦକ୍ଷିଣ ଆମେରିକା, ଭାରତ ଆଦି ଦେଶରେ ଦେଖାଯାଇଥାଏ ।
ଏଷ୍ଟ୍ରିଲ୍ଡିନାଏ ପକ୍ଷୀମାନେ ଭାରତରୁ ସୃଷ୍ଟି ହୋଇ ଆଫ୍ରିକୀୟ ଓ ଅନ୍ୟ ପ୍ରଶାନ୍ତ ମହାସାଗରୀୟ ପରିବାସକୁ ବ୍ୟାପ୍ତ ହୋଇଥିବାର ଅନୁମାନ କରାଯାଏ ।
ବ୍ୟବହାରିକ ଈଂରାଜୀ ଭାଷାରେ ଏହାର ଅନେକ ଗୁଡ଼ିଏ ନାମ ରହିଛି, ଯଥା : estuarine crocodile (ମୁହାଣୁଆ କୁମ୍ଭୀର), Indo-Pacific crocodile (ଭାରତ-ପ୍ରଶାନ୍ତ ମହାସାଗରୀୟ କୁମ୍ଭୀର), marine crocodile (ସାମୁଦ୍ରିକ କୁମ୍ଭୀର), sea crocodile (ସମୁଦ୍ର କୁମ୍ଭୀର) ଅଥବା saltie (ଲୁଣା) ।
|ସେଟାସିଆନ୍ ରାଜିନାମା ବଳରେ ନିର୍ଦ୍ଦେଶପତ୍ର (MoU) ପ୍ରକାଶ କରାଯାଇ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଈରାବତୀ ଡଲ୍ଫିନ୍ମାନଙ୍କ ଅଧିବାସର ସୁରକ୍ଷା କରାଯାଉଛି ।
ଭାରତୀୟ ଓ ଦକ୍ଷିଣ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଏହାକୁ ସାଇକ୍ଲୋନ ଓ ଉତ୍ତର ପଶ୍ଚିମ ଇଲାକାରେ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଟାଇଫୁନ କୁହାଯାଏ ।
କିନ୍ତୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପଶ୍ଚିମ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ପୁଣି ନାମକରଣ ଉପାୟ ବ୍ୟବହୃତ ହେବା ଆରମ୍ଭ ହେଲା ।
| ଭବିଷ୍ୟତ ପାଇଁ ଜଳ ବିଦ୍ୟୁତ୍ କ୍ଷମତା |ଜଳ ପ୍ରବାହ ତଥ୍ୟକୁ ଅବଲୋକନ କଲେ ବର୍ତ୍ତମାନର ଜଳ ବିଦ୍ୟୁତ୍ ଉତ୍ପାଦନ କ୍ଷମତା ୟୁରୋପରେ ୭୧%, ଉତ୍ତର ଆମେରିକାରେ ୭୫%, ଦକ୍ଷିଣ ଆମେରିକାରେ ୭୯%, ଆଫ୍ରିକାରେ ୯୫%, ଭୂମଧ୍ୟ ସାଗର ନିକଟବର୍ତ୍ତୀ ଦେଶମାନଙ୍କରେ ୯୫% ଓ ପ୍ରଶାନ୍ତ ମହାସାଗରୀୟ ଏସୀୟ ଦେଶମାନଙ୍କରେ ୮୨%ର ବୃଦ୍ଧି ହୋଇପାରିବ ।
ଯଥା: ପ୍ରଶାନ୍ତ ମହାସାଗରୀୟ ଉପକୂଳ,ଆଲପାଇନ୍ ଅଞ୍ଚଳ,ପଶ୍ଚିମାଞ୍ଚଳ ଚିରହରିତ ଅରଣ୍ୟ ଏବଂ ପୂର୍ବର ଶୁଷ୍କ ଅରଣ୍ୟ ।
ଦ୍ୱୀପମାନଙ୍କ ଭୌଗୋଳିକ ସୃଷ୍ଟିର କାରଣକୁ ଭିତ୍ତି କରି ଏମାନଙ୍କୁ ମହାସାଗରୀୟ ଦ୍ୱୀପପୁଞ୍ଜ (ଈଂରାଜୀରେ Oceanic Islands), ମହାଦେଶୀୟ ଦ୍ୱୀପପୁଞ୍ଜ (ଈଂରାଜୀରେ Continental Islands) ବା ବିଖଣ୍ଡିତ ଦ୍ୱୀପପୁଞ୍ଜ (ଈଂରାଜୀରେ Continental Fragments) ଶ୍ରେଣୀରେ ବିଭକ୍ତ କରାଯାଏ ।
ଏସିଆ, ଆଫ୍ରିକା ଓ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ମାନଙ୍କରେ ମଧ୍ୟ ଏହି ରୋଗ ହେଉଛି ।
ଆଟଲାଣ୍ଟିକ ଓ ଉତ୍ତରପୂର୍ବ ପ୍ରଶାନ୍ତ ମହାସାଗରୀୟ ଇଲାକାରେ ଏହାକୁ ହରିକେନ କୁହାଯାଏ ।
କିଛି ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ ସମୂହରେ ଏହାକୁ ପ୍ରଧାନ ଖାଦ୍ୟ ସହିତ କଞ୍ଚା କିମ୍ବା ରନ୍ଧନ ପରେ ଏକ ତରକାରୀ ଭାବେ ଖିଆ ଯାଇ ଥାଏ ।
ଧକ୍କା ଖାଉଥିବା ଉଭୟ ପ୍ଲେଟ୍ର ଧାର ନିମ୍ନ ସାନ୍ଦ୍ରତା ବିଶିଷ୍ଟ ହୋଇଥିବାରୁ ଧକ୍କା ପରେ ମହାସାଗରୀୟ ଖାଇ ସୃଷ୍ଟି ହେବା ପରିବର୍ତ୍ତେ, ସେମାନେ ସ୍ତରୀଭୂତ ହୋଇ ପର୍ବତ ଆକାର ଧାରଣ କରିଥିଲା ।
oceanographic's Usage Examples:
of oceanographic and meteorological data sets Optimized deprival valuation, a form of deprival valuation applied to electricity sector regulation in New.
A source of oceanographic data and information.
oceanographic hydrophones are mounted on a retractable centerboard, or drop keel, that lowers scientific transducers away from the region of hull-generated.
Chinese oceanographic research ship Zhang Jian is a Chinese research ship designed by Shanghai Ocean University and built by the civilian owned Zhejiang.
Armed with this location and the information that Cyrus Field gathered from a US Navy oceanographic seabed survey, that had taken place the year before, the project got underway.
Before returning to Boston in early October 1964, she picked up some scientists in Iceland and proceeded to the waters between Greenland and Spitsbergen, Norway to carry out an oceanographic survey.
The following year, on August 6, 1950, Edisto set a record for northernmost penetration by reaching latitude 82 degrees North while conducting oceanographic surveys.
In contrast to that, the Lagrangian way measures the motion of an oceanographic drifter, the Lagrangian drifter.
In 1957, the Philippine government conducted an oceanographic survey of the area and together with the US Navy force based in then U.
Recent oceanographic research campaigns include GEOTRACES and NAAMES.
org - Ocean Exploration Timeline with Credits " SourcesNOAA - Sounding Pole to Sea BeamHistory of Ocean ExplorationUSC Earth Sciences, History of Oceanographyskb's virtual cave - Notable oceanographic expeditionsExternal linksOcean Explorer - Public outreach site for explorations sponsored by the Office of Ocean Exploration.
The Bering Strait around Fairway Rock is relatively shallow — about in depth — and oceanographic transects show the island to lie near a current velocity minimum for the strait.
Seasonal variabilityAs with many oceanographic patterns, the North Atlantic Gyre experiences seasonal changes.