<< occasioned occasioning >>

occasioners Meaning in Odia (Oriya). ( occasioners ଶବ୍ଦର ଓଡିଆ ଅର୍ଥ)



ଉତ୍ସବ,

Noun:

ସମାରୋହ,

occasioners తెలుగు అర్థానికి ఉదాహరణ:

ଏହି ଚଳଚ୍ଚିତ୍ର ପାଇଁ ମହେଶ ବାବୁ ୬୧ତମ ଦକ୍ଷିଣ ଭାରତୀୟ ଫିଲ୍ମ‌ଫେୟାର୍ ଏବଂ ୩ୟ ଆନ୍ତର୍ଜାତୀୟ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ନାୟକ ବିବେଚିତ ହୋଇଥିଲେ ।

ଏହାକୁ ନେତ ଉତ୍ସବ କୁହାଯାଏ ।

|ଡେସିବେଲ୍ ଉତ୍ସବ : ସିଆଟେଲ୍ ସହରରେ ୨୦୦୪ ମସିହାରୁ ଏହି ବାର୍ଷିକ ସଙ୍ଗୀତୋତ୍ସବ ଆରମ୍ଭ ହୋଇଥିଲା ।

ଦୁବାଇଠାରେ ଅନୁଷ୍ଠିତ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇ ୫୫ବର୍ଷ ବୟସ୍କା ଶ୍ରୀଦେବୀ ବାଥଟବରେ ବୁଢିଯିବାରୁ ତାଙ୍କ ମୃତ୍ୟୁ ହୋଇଯାଇ ଥିଲା।

ଏଠି ବର୍ଲିନ୍ ଫିଲ୍ମ ଉତ୍ସବ ମଧ୍ୟ ୧୯୫୧ରୁ ଅନୁଷ୍ଠିତ ହୋ‍ଇ ଆସୁଛି ।

ଗାଁରେ ଶ୍ରୀରାମ ନବମୀର ନବମ ଦିନ ଏବଂ ଦଶହରା ଦିନ ଏହିଭଳି ଦୁଇଦିନ ରାବଣ ପୋଡ଼ି ଉତ୍ସବ ହୁଏ ।

ଏହି କଥାଚିତ୍ରଟି ମଧ୍ୟ ଅନେକ ସଫଳତା ପାଇଥିଲା, ତେଣୁ ଏହି ଚଳଚ୍ଚିତ୍ରଟି ବଙ୍ଗଳାଦେଶ ତରଫରୁ ୭୮ତମ ଆକାଡେମୀ ପୁରସ୍କାର ଉତ୍ସବ ପାଇଁ 'ଫରେନ୍ ଲାଙ୍ଗୁଏଜ୍ କାଟାଗୋରି'ରେ ଅଂଶଗ୍ରହଣ କରିବାପାଇଁ ପଠାଯାଇଥିଲା ।

| ଆଧାର | ବାହାର ଆଧାର |ଜଗନ୍ନାଥ ଚାଚେରୀ ବେଶ ଫଗୁଣ ଶୁକ୍ଳ ଦଶମୀରୁ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଥିବା ଦୋଳ ଉତ୍ସବ ବେଳେ ଅନୁଷ୍ଠିତ ହୋଇଥାଏ ।

| ପଶ୍ଚିମୀ ନବବର୍ଷ |ନବବର୍ଷ ଉତ୍ସବ ୪୦୦୦ ବର୍ଷ ପୂର୍ବରୁ ବେବିଲୋନରେ ପାଳିତ ହେଉଥିଲା ।

ହଲାଣ୍ଡର କେତେକ ପ୍ରମୁଖ ଟ୍ରାନ୍‍ସ୍ ସଙ୍ଗୀତ ଉତ୍ସବ ହେଲେ :|* ଆର୍ମିନ୍ ଓନ୍‍ଲି : ଏହି ଉତ୍ସବ ୟୁଟ୍ରେଖ୍‍ଟ୍ ସହରର ୟାବର୍ସ୍‍ଠାରେ ଅନୁଷ୍ଠିତ ହୁଏ ।

ଏହି ବିଦ୍ୟାରମ୍ଭ ଉତ୍ସବକୁ ଖଡ଼ି ଛୁଆଁ କୁହାଯାଏ ।

ଦେବୀଙ୍କ ସମସ୍ତ ଉତ୍ସବ ମଧ୍ୟରେ ଶାରଦୀୟ ଷୋଡଶ ଦିନାତ୍ମକ ରହସ୍ୟ ଦୁର୍ଗା ପୂଜା ଏବଂ ଶାକ୍ତ ରଥଯାତ୍ରା ପ୍ରସିଦ୍ଧ ।

occasioners's Meaning in Other Sites