<< obtruder obtrudes >>

obtruders Meaning in Odia (Oriya). ( obtruders ଶବ୍ଦର ଓଡିଆ ଅର୍ଥ)



ଅବରୋଧକାରୀ,

Verb:

ବାଧ୍ୟ କରିବାକୁ, ବହିଷ୍କାର କର |, ଗ୍ରହଣ କରିବାକୁ ବାଧ୍ୟ |, ଦେଖାନ୍ତୁ |,

obtruders తెలుగు అర్థానికి ఉదాహరణ:

ଅନ୍ତର୍ନିହିତ କାର୍ଯ୍ୟ ପ୍ରଣାଳୀରେ ବାୟୁକୋଷ ଅବରୋଧକାରୀ ଜୀବକୋଷଗୁଡ଼ିକରେ ବିସ୍ତୃତ ଆଘାତ ଯୋଗୁ ପୃଷ୍ଠ ସକ୍ରିୟକ ଜୀବକୋଷଗୁଡ଼ିକର କ୍ରିୟାହୀନତା, ଇମ୍ମ୍ୟୁନିଟି ସକ୍ରିୟତା ଓ ରକ୍ତ ଜମାଟକାରୀ କ୍ରୀୟାହୀନତା ଦେଖାଯାଏ ।

ଡେକ୍ସାମେଥାଜୋନର ପ୍ରଦାହ ବିରୋଧୀ ଓ ଶରୀର-ପ୍ରତିରକ୍ଷା ଅବରୋଧକାରୀ ଗୁଣ ପ୍ରଭାବ ଅଛି ।

ସ୍ନାୟୁପେଶୀ ଅବରୋଧକାରୀ (neuromuscular-blocker) ଔଷଧ ଶ୍ରେଣୀ ମଧ୍ୟରୁ ଏହା ଏକ ନନ‌ପୋଲାରାଇଜିଙ୍ଗ (non-depolarizing) ଟାଇପର ଔଷଧ ।

ଏହି ରୋଗକୁ ଏକ ଅବରୋଧକାରୀ ଫୁସ୍‌ଫୁସ୍ ରୋଗ ଭାବେ ବର୍ଗୀକରଣ କରାଯାଇଛି ଓ ଏହି ବର୍ଗରେ ଆଜ୍‌ମା ଓ କ୍ରନିକ ଅବସ୍ଟ୍ରକ୍ଟିଭ ପଲ୍‌ମୋନାରି ଡିଜିଜ ଭଳି ରୋଗ ଶ୍ରେଣୀବଦ୍ଧ ଅଛନ୍ତି ।

|ମହମକୁ ବ୍ୟବ‌ହାର କରି ଜଳ ଅବରୋଧକାରୀ ବସ୍ତୁ ପ୍ରସ୍ତୁତ କରାଯାଏ ।

|ଆଧାର|୧୯୮୮ ଜନ୍ମ|ଜୀବିତ ବ୍ୟକ୍ତି ମାରିଆ ଡୋମିଙ୍ଗାସ ଆଲଭେସ (ଜନ୍ମ ୨୮, ନଭେମ୍ବର ୧୯୫୯), ଉପନାମ ମାନା (ଭଉଣୀ) ମିକାଟୋ ବା ମିକାଟୋ, ଅନ୍ୟ ନାମ ବେଟା ମାଉ, ଜଣେ ମହିଳା ଅଧିକାର କର୍ମକର୍ତ୍ତ୍ରୀ, ପୂର୍ବତନ ଅବରୋଧକାରୀ ଯୋଦ୍ଧା, ସରକାରୀ ଅଫିସର ଓ ପୂର୍ବ ଟିମୋରର ଅଣ-ପାର୍ଟି ରାଜନୀତିଜ୍ଞ ।

ଅଟାରେ ଥିବା ଫାଇବରକୁ କମେଇବା ପାଇଁ କେତେକ ଅବରୋଧକାରୀ ସ୍ଟାର୍ଚ୍ଚ ମିଶେଇବା ଫଳରେ ଖାଦ୍ୟଶକ୍ତି କମିଯାଏ ।

ଯକ୍ଷ୍ମା ରୋଗ ନ ଥିବା ବୟଃପ୍ରାପ୍ତ ଲୋକ ଯିଏ କି ଆଗରୁ ଟିକା ନେଇନାହିଁ ଓ ବାରମ୍ବାର ଡ୍ରଗ-ଅବରୋଧକାରୀ ଯକ୍ଷ୍ମା ସଂସ୍ପର୍ଶରେ ଆସୁଛନ୍ତି ସେମାନଙ୍କୁ ମଧ୍ୟ ଟିକା ଦିଆଯାଏ ।

ଏହି ନିର୍ଣ୍ଣୟର ପ୍ରଥମ ପାହାଚରେ ଉର୍ଦ୍ଧ୍ୱ ଶ୍ୱାସନଳୀର ଅନ୍ୟ ଅବରୋଧକାରୀ ରୋଗ ଉପସ୍ଥିତି ନ ଥିବା ନିମନ୍ତେ ନିର୍ଣ୍ଣୟ କରାଯାଏ ଯେପରିକି ଏପିଗ୍ଲୋଟ୍ଟାଇଟିସ, ବାହାର ବସ୍ତୁ, ସବ୍‌ଗଲୋଟ୍ଟିକ ସ୍ଟେନିସିସ, ଆଞ୍ଜିଓଇଡିମା, ରେଟ୍ରୋଫାରିଞ୍ଜିଆଲ ଆବସେସ ଓ ବ୍ୟାକ୍ଟେରିଆଲ ଟ୍ରାକିଆଇଟିସ ।

ଡୋନେପେଜିଲ ଏକ କେନ୍ଦ୍ରୀୟ ଆସେଟାଇଲ୍ଲକୋଲିନଇସ୍ଟରେଜ ଅବରୋଧକାରୀ (acetylcholinesterase inhibitor) ଔଷଧ ।

| ଆଧାର |୧୯୬୨ ଜନ୍ମ|୨୦୦୬ ମୃତ୍ୟୁ ହିଲଟନ ହେଡ ଦ୍ୱୀପ (ଇଂରାଜୀ ଭାଷାରେ Hilton Head Island, ବା Hilton Head) ଯୁକ୍ତରାଷ୍ଟ୍ର ଆମେରିକାର ବିଉଟି କାଉଣ୍ଟି, ଦକ୍ଷିଣ କାରୋଲିନାର ଅବରୋଧକାରୀ ଦ୍ୱୀପରେ ଥିବା ଏକ ରେସର୍ଟ ଟାଉନ (Lowcountry resort town) ।

|ଅଧିକ ତଥ୍ୟ | ଆଧାର |ଗଞ୍ଜାମ ଜିଲ୍ଲା ଡାଏଫ୍ରାମ ଏକ ପ୍ରକାର ଅବରୋଧକାରୀ ଗର୍ଭନିରୋଧକ (barrier method) ଯାହା ଜନ୍ମ ନିରୋଧ ନିମନ୍ତେ ବ୍ୟବ‌ହାର କରାଯାଏ ।

|ଏହି ରୋଗର ଅନ୍ତର୍ନିହିତ କାରଣ ଖୋଜି ଚିକିତ୍ସା କରିବାକୁ ହୁଏ ଓ ଏକ ଅବରୋଧକାରୀ କ୍ରିମ୍ ଲଗାଯାଏ ।

obtruders's Meaning in Other Sites