<< oberon obeseness >>

obese Meaning in Odia (Oriya). ( obese ଶବ୍ଦର ଓଡିଆ ଅର୍ଥ)



ମୋଟାପଣ, ଭୂମି, ମୋଟା, ମାଂସ,

Adjective:

ମୋଟାପଣ |, ମୋଟା, ମାଂସ,

People Also Search:

obeseness
obeser
obesest
obesity
obey
obeyed
obeying
obeys
obfuscate
obfuscated
obfuscates
obfuscating
obfuscation
obfuscations
obfuscatory

obese తెలుగు అర్థానికి ఉదాహరణ:

ଏହି ସଙ୍କଟ ସୃଷ୍ଟି କରିବାରେ ମହିଳା ଯୌନାଙ୍ଗ, ଯୌନ ସମ୍ପର୍କ, ମଧୁମେହ, ମୋଟାପଣ ଓ ପାରିବାରିକ ଇତିହାସମାନଙ୍କ ଭୂମିକା ଥାଏ ।

|ଗର୍ଭାବସ୍ଥା, ପ୍ରସବ, ମୋଟାପଣ, କୋଷ୍ଠକାଠିନ୍ୟ, ଦୀର୍ଘକାଳୀନ କାଶ ଥିଲେ ଏହି ରୋଗ ସଙ୍କଟ ସୃଷ୍ଟି ହୋଇପାରେ ।

ଖାଦ୍ୟ, ସ୍ଥୌଲ୍ୟତା ବା ମୋଟାପଣ, ଧୁମ୍ରପାନ ଓ ଶାରୀରିକ ନିଷ୍କ୍ରିୟତା ସମୂହ ଏହି ରୋଗର ସଙ୍କଟାବସ୍ଥା ରୂପେ ବିବେଚନା କରାଯାଏ ।

ସଙ୍କଟଜନ‌କ ଅବସ୍ଥା ଯେପରିକି ଉଚ୍ଚ ରକ୍ତଚାପ, ଡାଏବେଟିସ୍, ଧୂମ୍ରପାନ ଓ ମୋଟାପଣ ନିୟନ୍ତ୍ରଣ କରି ରହି ରୋଗକୁ ପ୍ରତିରୋଧ କରିବାକୁ ଚେଷ୍ଟା କରାଯାଏ ।

|ସାମ୍ପ୍ରତିକ ଅପରେଶନ, କର୍କଟ ରୋଗ, ଆଘାତ, କମ ଚଳପ୍ରଚଳ, ମୋଟାପଣ, ଧୁମ୍ରପାନ (smoking), ହରମୋନାଲ ଜନ୍ମ ନିରୋଧ (hormonal birth control), ଗର୍ଭାବସ୍ଥା, ପ୍ରସୂତିପର ସମୟ (period following birth), ଆଣ୍ଟଫସଫୋଲିପିଡ ସିଣ୍ଡ୍ରୋମ (antiphospholipid syndrome), କେତେକ ଜେନେଟିକ ରୋଗ (genetic conditions) ଇତ୍ୟାଦି ଥିଲେ ଏହି ରୋଗ ସଙ୍କଟ ସୃଷ୍ଟି ହୋଇପାରେ ।

କେତେକ କାରକମାନଙ୍କ ନାମ: ହାଇପରକ୍ୟାଲସିୟୁରିଆ (high urine calcium levels) ବା ପରିସ୍ରାରେ ଅଧିକ କ୍ୟାଲସିଅମ ଥିଲେ, ମୋଟାପଣ, କେତେକ ଖାଦ୍ୟ, କେତେକ ଔଷଧ, କ୍ୟାଲସିଅମ ଅନୁପୂରକ (calcium supplement), ହାଇପରପାରାଥାଇରଏଡିଜ୍ମ (hyperparathyroidism), ଗାଉଟ (gout) ଓ ଅଳ୍ପ ଜଳପାନ ଯୋଗୁ ହୁଏ ।

ଅଣଚିକିତ୍ସିତ ଲୋକଙ୍କର ହୃଦ୍‌ଘାତ, ସ୍ଟ୍ରୋକ, ମଧୁମେହ, ହୃଦ୍‌ପାତ, ଅନିୟମିତ ହୃତ୍‌ସ୍ପନ୍ଦନ (irregular heartbeat), ମୋଟାପଣ ଓ ଗାଡ଼ି ଧକ୍କା (motor vehicle collisions) ଇତ୍ୟାଦି ସଙ୍କଟ ରହେ ।

ମୋଟାପଣ, ଧୁମ୍ରପାନ ଓ ଏସିଡ ପ୍ରତ୍ୟାବର୍ତ୍ତନ ଯୋଗୁ ଆଡେନୋକାର୍ସିନୋମା ହୁଏ ବୋଲି ମନେକରାଯାଉଛି ।

|ସ୍ୱତଃ ଗର୍ଭପାତ କେତେକ ସଙ୍କଟଦାୟକ ଅବସ୍ଥା ଥିଲେ ହୁଏ ଯଥା :- ବୟସ୍କ ପିତାମାତା, ପୂର୍ବ ସ୍ୱତଃ ଗର୍ଭପାତ ଇତିହାସ, ଧୁମ୍ରପାନ, ମୋଟାପଣ, ଡାଏବେଟିସ ଓ ନିଶା ସେବନ ତ‌ଥା ମଦ୍ୟପାନ ।

ଉଚ୍ଚ ରକ୍ତଚାପ, ମଧୁମେହ, ଧୂମ୍ରପାନ (smoking), ମୋଟାପଣ, ପାରିବାରିକ ଇତିହାସ, ଅଧିକ କୋଲେସ୍ଟେରଲ ଥବା ଖାଦ୍ୟ (abnormal cholesterol levels) ଇତ୍ୟାଦି ଅବସ୍ଥା ଥିଲେ ଏହି ରୋଗ ସଙ୍କଟ ରହେ ।

ପାରିବାରିକ ଇତିହାସ, ମୋଟାପଣ ଓ ସ୍ୱଳ୍ପ ବ୍ୟାୟାମ ଯୋଗୁ ଏହି ରୋଗ ସଙ୍କଟ ରହିଥାଏ ।

ଆଥେରୋସ୍କ୍ଲେରୋସିସ ପାଇଁ ବିପଦ କାରକଗୁଡ଼ିକ ମଧ୍ୟରେ ଉଚ୍ଚ ରକ୍ତକୋଲେଷ୍ଟେରଲ, ଧୂମପାନ, ମଧୁମେହ, ଉଚ୍ଚ ରକ୍ତଚାପ, ମୋଟାପଣ, ନିଷ୍କ୍ରିୟତା ଏବଂ ପାରିବାରିକ ଇତିହାସ ଥାଇପାରେ ।

obese's Usage Examples:

grocery store clerk caring for his morbidly obese mother (Cates) and his mentally impaired younger brother (DiCaprio) in a sleepy Iowa town.


Many early depictions of the human form in art and sculpture appear obese.


come to light that current growth charts for infants under 24 months overstate the expected weight of babies and lead to potentially obese children.


Fat fetishism is sexual attraction to overweight or obese people due to their weight and size.


The term overweight rather than obese is often used when discussing childhood obesity, especially.


"Una familia de ulemas cordobeses.


Heartache is little more than a pile of kitschy set pieces, which Wild spatters with random bodily fluids then festoons with obese drag queens, erect phalluses.


3 pounds (84 kg; 185 lb) at the time, played the daughter of an obese woman in it.


He and his childhood sweetheart, Beth Curtis, were also voted Couple Most Likely to Explode, as they were both obese at the time.


numerous other obese nudes in the pre-World War I period in which the fleshiness of the figures is connected to the thickness of the paint—a device that.


In Community District 10, 24% of residents are obese, 13% are diabetic, and 37% have [blood pressure]—compared to the citywide averages of 24%, 11%, and 28% respectively.


intra-abdominal surgery who may have adhesions, a small liver that is difficult to percuss, obese people and people with evident ascites.


He was morbidly obese, and by 1835 suffered pains of unknown nature.



Synonyms:

fat, rotund, corpulent, weighty,

Antonyms:

angular, light, dissuasive, unimportant, thin,

obese's Meaning in Other Sites