<< nurtures nut >>

nurturing Meaning in Odia (Oriya). ( nurturing ଶବ୍ଦର ଓଡିଆ ଅର୍ଥ)



ପୋଷଣ, ଗୃହପାଳିତ ପଶୁ,

Noun:

ଅନୁକରଣ, ଶିକ୍ଷାଦାନ,

People Also Search:

nut
nut and bolt
nut bearing
nut brown
nut house
nut oil
nut pine
nut tree
nutant
nutarian
nutate
nutated
nutates
nutating
nutation

nurturing తెలుగు అర్థానికి ఉదాహరణ:

ଏହା ବ୍ୟତିତ ଶିକ୍ଷା, ପୋଷଣ, କାନୁନ କ୍ଷେତ୍ରରେ ଅଧିକାର, ଚିକିତ୍ସା, ଦେଖାରେଖା, ମହିଳାଙ୍କ ବିରୁଦ୍ଧରେ ହିଂସା ଏବଂ ବାଲ୍ୟ ବିବାହ ପରି ମାମଲାରେ ଶିଳି କନ୍ୟାମନଙ୍କୁ ସୁରକ୍ଷା ଯୋଗାଇଦେବା ଏହାର ଉଦ୍ଦେଶ୍ୟ ।

ପିଲାମାନେ ସାଧାରଣତଃ ସଂକ୍ରମିତ ହୁଅନ୍ତି ଓ ଏହା ଯୋଗୁ ସ୍ୱଳ୍ପ ହାରରେ ଓଜନ ବୃଦ୍ଧି, କୁପୋଷଣ (malnutrition) ଓ ଶିକ୍ଷାଲାଭ ଅସୁବିଧା ହୁଏ ।

|ରଏଙ୍କ ଜନ୍ମ ଘନଶ୍ୟାମପୁର ଗ୍ରାମ, ହୁଗୁଳି ଜିଲ୍ଲା ,ପଶ୍ଚିମ ବଙ୍ଗ, ଭାରତରେ ଏବଂ ତାଙ୍କ ଭରଣ ପୋଷଣ ତାଙ୍କ ବାପାମା କରିଥିଲେ, ବାପା ଭୋଳାନାଥ ଜଣେ ପରିବା ବିକାଳୀ, ମା ବୁଲୁ ରଏ ଜଣେ ଗୃହିଣୀ ଏବଂ ସେମାନେ ତିନି ଭାଇ ଓ ଭଉଣୀ ଥିଲେ।

|ଗୀତ|ଆଧାର|ବାହାର ଆଧାର|୧୯୮୯ର ଓଡ଼ିଆ କଥାଚିତ୍ର ଭାରତର ଉଚ୍ଚତମ ନ୍ୟାୟାଳୟଙ୍କଦ୍ୱାରା ମହମ୍ମଦ ଅହମଦ ଖାଁ ବନାମ ଶାହା ବାନୁ ବେଗମ ଓ ଅନ୍ୟାନ୍ୟ (1985 SCR (3) 844) ମାମଲାରେ ଦିଆଯାଇଥିବା ଫଇସଲା , ଯାହାକି ଶାହା ବାନୁ ମାମଲା ଭାବେ ମଧ୍ୟ ସାରା ଭାରତରେ ପରିଚିତ, ଭାରତୀୟ ଆଇନ ସଂଦର୍ଭରେ ଭରଣ ପୋଷଣ ମାମଲା ସମ୍ପର୍କିତ ଏକ ବିବାଦାସ୍ପଦ ମାମଲା ।

ଏହି କ୍ୟାମ୍ପନିଙ୍ଗ ବିଶେଷ କରି ବିକାଶଶୀଳ ଦେଶ ଗୁଡିକରେ କନ୍ୟାମାନଙ୍କର ପୋଷଣ ଏବଂ ଏହାର ମହତ୍ୱ ବିଷୟରେ ସତେଚନ ବୃଦ୍ଧି କରିଥାଏ ।

ହରି ଶରଣାଗତ ଗୃହୀ ତଥା ଗୃହତ୍ୟାଗୀଙ୍କ ପକ୍ଷରେ ନାମ-ଭକ୍ତି, ଏକ ସମୟରେ ପରିବାର ପୋଷଣ ସହିତ ହରି ଭଜନ କରିବାର ସୁଗମ ପନ୍ଥା ।

|ମଦ୍ୟାତ୍ୟୟ, କୁପୋଷଣ ଥିବା ରୋଗୀଙ୍କର ରିଫିଡିଙ୍ଗ ସିଣ୍ଡ୍ରୋମ (refeeding) ଥିଲେ, ଦଗ୍ଧ, ଡାଏବେଟିକ କିଟୋଏସିଡୋସିସ, ହାଇପରଭେଣ୍ଟିଲେସନ (hyperventilation) ଓ କେତେକ ଔଷଧ ଯୋଗୁ ଏହି ହାଇପୋଫସଫେଟେମିଆ ସୃଷ୍ଟି ହୁଏ ।

ତେଣୁ ଜୀବାଣୁଙ୍କ ପ୍ରତି ଧ୍ୟାନ ନଦେଇ ଏହି ସନ୍ତୁଳନ ବଜାୟ ରଖିବା ଦିଗରେ ଧ୍ୟାନ ଦେବା ଆବଶ୍ୟକ ବୋଲି ସେ ମତ ପୋଷଣ କରିଛନ୍ତି ।

|ସଙ୍ଗୀତ ଜୀବନ|ପରିବାରର ଭରଣପୋଷଣ ନିମନ୍ତେ ଲତା ଗୀତ ଗାଇବା ଆରମ୍ଭ କରିଥିଲେ ।

ଚିତ୍ରାଙ୍ଗଦ ଓ ବିଚିତ୍ରବୀର୍ଯ୍ୟଙ୍କ ପିଲାଦିନରେ ହିଁ ପିତା ଶାନ୍ତନୁଙ୍କର ମୃତ୍ୟୁ ହୋଇଥିଲା, ତେଣୁ ଭୀଷ୍ମ ତାଙ୍କୁ ପାଳନ ପୋଷଣ କରିଥିଲେ ।

ସ୍ୱାଧୀନ ମନୋଭାବ ପୋଷଣ କରିବାକୁ ସେ ଭାରତୀୟମାନଙ୍କୁ ଉପଦେଶ ଦେଲେ।

ଏହାଛଡା|ଅଧିନିୟମର ଧାରା ୧୨ ଅନୁସାରେ ଏହି ଅଧିନିୟମ ଅନୁସାରେ ପ୍ରସ୍ତୁତ କୌଣସି ନିୟମ ଅନୁଯାୟୀ ସାଧୁ ଉଦ୍ଦେଶ୍ୟରେ କୌଣସି ପଦକ୍ଷେପ ନିଆଯାଇଥିଲେ କିମ୍ବା ନିଆଯିବାକୁ ଅଭିଳାଷ ପୋଷଣ କରାଯାଇଥିଲେ ସେଥିଲାଗି କୌଣସି ବ୍ୟକ୍ତିଙ୍କ ବିରୋଧରେ କୌଣସି ମୋକଦ୍ଦମା, ଅଭିଯୋଜନ କିମ୍ବା ଆଇନଗତ କାର୍ଯ୍ୟବିଧି ଗ୍ରହଣ କରାଯାଇ ପାରିବ ନାହିଁ ।

| ଗ୍ୟାଲେରି | ଆଧାର |ଓଡ଼ିଶାରେ ଶିକ୍ଷା|ଓଡ଼ିଶାର ବିଦ୍ୟାଳୟ|ଭୁବନେଶ୍ୱର ହିନ୍ଦୁ ଦତ୍ତକଗ୍ରହଣ ଓ ଭରଣପୋଷଣ ଅଧିନିୟମ, ୧୯୫୬ ହେଉଛି ହିନ୍ଦୁମାନଙ୍କ ମଧ୍ୟରେ ଦତ୍ତକଗ୍ରହଣ ଓ ଭରଣପୋଷଣ ସଂପର୍କିତ ବିଧି ବ୍ୟବସ୍ଥାକୁ ସଂଶୋଧନ ତଥା ସଂହିତାବଦ୍ଧ କରିବାପାଇଁ ଏକ ଅଧିନିୟମ ।

nurturing's Usage Examples:

However, this has been criticised as nurturing a "resit culture" and causing perceived "grade inflation".


is an ancient Egyptian minor goddess of milk and, by association, of nurturing and childbirth.


It impedes the development of authentic, reciprocally nurturing experiences in a clinical setting.


come when God is absent; and the nurturing, feminine aspect of God; the hiddenness of God, which comes from our inability to survive the full revelation.


(a) Breast feeding is an important, basic act of nurturing that is protected in the interests of maternal and child health.


Ballet Memphis School offers ballet lessons for ages 3 through adult in a nurturing environment that encourages all students to reach their potential, discover.


Function Mwali hiti are meant to spark a nurturing consciousness within the mwali to instill a desire to have children.


virtues of the American pragmatist tradition, including a commitment to fallibilism, engaged pluralism, and the nurturing of critical communities.


She contemplates how words can describe the natural environment around her, but struggles without attaining success - she believes that nature is capable of both nurturing life and destroying it, and contemplates the strange duality.


As a leader among women, she was beloved for her nurturing character.


, aerospace companyNew World Interactive, video game companyNorthwest Indiana regionThe Times of Northwest Indiana Hugh O'Brian Youth Leadership (HOBY) is an organization dedicated to training and nurturing the young leaders of tomorrow.


order to provide artists with a rigorous and nurturing environment to invigorate the artistic process; to promote collaboration between artistic peers.



Synonyms:

support, patronise, keep going, encourage, serve well, foster, serve, patronage, patronize,

Antonyms:

dishearten, biological, idle, malfunction, discourage,

nurturing's Meaning in Other Sites