<< nurs nurse log >>

nurse Meaning in Odia (Oriya). ( nurse ଶବ୍ଦର ଓଡିଆ ଅର୍ଥ)



ସେବିକା,

Noun:

ଚାକରାଣୀ, ଧାତ୍ରୀ, ଶିଶୁ, ସେବିକା, ସେବକ, ମାଟ୍ରିକା,

Verb:

ସେବା କରିବାକୁ, ପାଳନ କରିବାକୁ |, ସ୍ତନ୍ୟପାନ କରାଇବା |, ଉପସ୍ଥିତ ହେବାକୁ, ସେବିକା,

nurse తెలుగు అర్థానికి ఉదాహరణ:

ପରେ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ପାଇଁ ‘ଭାଇଭାଉଜ, ଘରସଂସାର, ମୂଲିଆ, ପୁଆଣିଘର, ସେବିକା, ମମତା, ଚାବୁକ୍‌, ନାଟକ ରୀତିମତ୍‌, ନରୋତ୍ତମ ଦାସ କହେ, କିସ ପୁଣି ଦେଖାନଯାଏ, ମନ୍ତ୍ରୀଯୁଗ, ଅର୍ଥଅନର୍ଥ ପ୍ରଭୃତି ୩୬ଟି ନାଟକ ରଚନା କରି ସେ ଓଡ଼ିଶାର ପୁରପଲ୍ଲୀରେ ସୁପରିଚିତ ହୋଇପାରିଥିଲେ ।

ସେ ମଧ୍ଧ୍ୟ ତ୍ରିଭେନ୍ଦ୍ରମ ସ୍ଥିତ ଶ୍ରୀ ନାରାୟଣ ସେବିକା ସମାଜମ୍ ନାମକ ଏକ ଅନାଥ ତଥା ପୀଡ଼ିତ ମହିଳାଙ୍କ ଆଶ୍ରମ ସହ ଜଡ଼ିତ ଥିଲେ ।

|ଅନ୍ଧତ୍ୱ ଦୂରୀକରଣ ଦିଗରେ ତାଙ୍କର ପ୍ରଚେଷ୍ଟା ମଧ୍ୟ ଉଲ୍ଲେଖନୀୟ ॰ଦଳିତ , ପତିତ ନାରୀମାନଙ୍କ ପାଇଁ ସେ ଅହମଦନଗରରେ ସଂସ୍ଥା ଖୋଲି ସେମାନଙ୍କ ପାଇଁ ବହୁତ ସହାୟତା ଯୋଗେଇଥିଲେ|ବିଶିଷ୍ଟ ସମାଜସେବିକା ମେଧା ପାଟକାରଙ୍କ "ନର୍ମଦା ବଞ୍ଚାଅ' ଆନ୍ଦୋଳନରେ ସେ ସକ୍ରିୟ ଭୂମିକା ନିଭେଇଥିଲେ ।

ଏଥିସହିତ ତାଙ୍କୁ ପ୍ରାଣନାଥ ସମ୍ମାନ, ହେମଲତା ସମ୍ମାନ, ଅନ୍ତର୍ଜାତୀୟ ରୋଟାରୀ ସମ୍ମାନ, ଦିୱାଲି ବେନ ଚାରିଟେବୁଲ ଟ୍ରଷ୍ଟଦ୍ୱାରା ଆଜୀବନ ସେବିକା ସମ୍ମାନ, ରାଧାନାଥ ରଥ ଫାଉଣ୍ଡେସନ୍ ସମ୍ମାନ ଭଳି ଅନେକ ସମ୍ମାନ ମିଳିଥିଲା ।

ଜଣାଶୁଣା ଲେଖିକା ଓ ଜନସେବିକା ମହାଶ୍ୱେତା ଦେବୀ ବନବାସୀ ସଉରାମାନଙ୍କ ପାଇଁ କାମ କରିଥିଲେ ।

|| ସ୍ୱାଧୀନତା ସଂଗ୍ରାମରେ ବିଜେପୁରର ଅବଦାନ |ପଶ୍ଚିମ ଓଡ଼ିଶାର ମଦର ଟେରେସା କୁହାଯାଉଥିବା ସ୍ୱାଧୀନତା ସଂଗ୍ରାମୀ ତଥା ସମାଜସେବିକା ପାର୍ବତୀ ଗିରି, ଏଠାରେ ସ୍ୱାଧୀନତା ସଂଗ୍ରାମ ସମୟରେ ଉଲ୍ଲେଖନୀୟ ଅବଦାନ ଦେବା ସହ ସାରା ପଶ୍ଚିମ ଓଡ଼ିଶାରେ ଦିନ ଦରିଦ୍ର ଓ ଅସହାୟମାନଙ୍କ ସେବା ପାଇଁ କାର୍ଯ୍ୟ କରିଥିଲେ ।

 .| ଟିଭି ଶୋ ସମୂହ |Hip Hip Hurray (1998-2000)|Hubahu|Mahi Way| ଫିଲ୍ମୋଗ୍ରାଫି |Mujhse Fraaandship Karoge (2011)|Bewakoofiyaan (2014)| ଆଧାର |ଜୀବିତ ବ୍ୟକ୍ତି ସ୍ମିତା ଭାରତୀ,  ଜଣେ ଭାରତୀୟ ସମାଜ ସେବିକା , ଲେଖିକା ତଥା ମଞ୍ଚ ନାଟକ ନିର୍ଦ୍ଦେଶିକା ।

 | ଆଧାର |http://www.smcim.org/church/arakuzha/article/391|କେରଳ ମାରିଆମ ଭଟ୍ଟାଳିଳ (29 ଜାନୁଆରୀ 1954 - 25 ଫେବୃଆରୀ 1995 ) ) ଜଣେ ଭାରତୀୟ ରୋମାନ କଥୋଲିକ ଧର୍ମ ଯାଜିକା ତଥା ସମାଜ ସେବିକା ଥିଲେ ।

|ତାଙ୍କର ସେବାକୁ ପ୍ରବେଶ 2003 ମସିହାରେ ହେଇ ତାଙ୍କୁ " ଭଗବାନଙ୍କ ସେବିକା : ଉପାଧିଷ୍ଠ କରାଯାଇଥିଲା ।

|କୋଭିଡ ଯୋଦ୍ଧା ବା ଚିକିତ୍ସକ ଓ ସେବିକାମାନେ ମାତ୍ରାଧିକ ଚାପଗ୍ରସ୍ତ ରହନ୍ତି କାରଣ ସେମାନେ ପ୍ରତ୍ୟହ ରୋଗୀ ସଂସ୍ପର୍ଶରେ ଆସୁଥିବାରୁ ଅଧିକ ରୋଗ ସମ୍ଭାବନା, ସର୍ବଦା ସୁରକ୍ଷା ଉପକରଣମାନ ପିନ୍ଧିବା ଚାପ, ସର୍ବଦା ଜାଗରୁକ ଓ କର୍ମ ଚାପ, ନିଜର ଯତ୍ନ ଓ ସୁରକ୍ଷା ନିମନ୍ତେ ଅସମର୍ଥ ଓ ସର୍ବୋପରି ନିଜଦ୍ୱାରା ନିଜ ପରିବାର ସଦସ୍ୟଙ୍କୁ ସଂକ୍ରମିତ କରିବା ସମ୍ଭାବନା ବୃଦ୍ଧି ହେବାର ଭୟ ତାଙ୍କୁ ଚାପଗ୍ରସ୍ତ କରୁଛି ।

|ଆଧାର|ଓଡ଼ିଶାର ପର୍ବ ଜୟନ୍ତୀ ପଟ୍ଟନାୟକ ଜଣେ ରାଜନେତ୍ରୀ, ସାହିତ୍ୟିକା, ଅନୁବାଦିକା, ସାହିତ୍ୟ ସଂଗଠିକା, ସମାଜସେବିକା ଓ ବକ୍ତା ।

ଭାରତ ବିଭାଜନ ପରେ ସେ ରାଜସ୍ଥାନ ସିରୋହୀର ମହାରାଜ ବାଳକ ତେଜ ସିଂହଙ୍କର(୧୯୪୩) ସେବିକା ଭାବରେ ଦୁଇ ବର୍ଷ କାର୍ଯ୍ୟ କରିଥିଲେ ।

nurse's Usage Examples:

PlotAfter nurse Jane Marvin (Beverly Garland) is administered the drug sodium pentothal by psychiatrists Erik Lorimer (Bennett) and Wayne McGregor (Douglas Kennedy), she recalls a series of events from her forgotten past when she was known as Joyce Webster.


the story on his World War I affair with a nurse he met in Milan while recuperating in the hospital from leg injuries sustained at the Italian front.


When she returns at eleven, she tells them everything that happened during that ceremony (the centre of attention being the nurse's expensive white fugi dress).


in UK English, and head nurse or director of nursing in US English, and matron or nursing superintendent in Indian English.


In Scotland, hurry is a perfect rhyme of furry , and there is no merger merger since the vowel has never developed because of the lack of nurse mergers.


Kurtus is a genus of percomorph fishes, called the nurseryfishes, forehead brooders, or incubator fish, native to fresh, brackish and coastal marine waters.


Occupational health nurses (OHNs) aim to combine knowledge of health and business to balance safe and.


Into Season 9, Susan meets a flight nurse named Chuck Martin (played by Donal Logue) on a plane to Las Vegas.


In the 1830's a tree nursery was established at Rundale.


(Sonora, 1871 – Mexicali, 23 November 1913) was a Mexican weapons expert, crack shot, nurse, courier, spy, and the best-known magonist woman soldier.


direct care practitioners as physicians, nurse practitioners, physician assistants, nurses, respiratory therapists, dentists, pharmacists, speech-language.


It was registered on 18 November 1982, having been propagated by Bill Molyneux at his nursery in Montrose, Victoria from a selected seedling.



Synonyms:

treat, care for,

Antonyms:

stay, disinherit, breastfeed,

nurse's Meaning in Other Sites