<< nul null and void >>

null Meaning in Odia (Oriya). ( null ଶବ୍ଦର ଓଡିଆ ଅର୍ଥ)



ଶୂନ୍ୟ, ବାତିଲ, ଅବ val ଧ,

Adjective:

ବାତିଲ, ଅବ val ଧ |,

null తెలుగు అర్థానికి ఉదాహరణ:

|ଭାଦ୍ରବେ କଢାଣ ନ୍ୟୂନ, ଆଶ୍ୱିନେ କଢାଣ ଶୂନ୍ୟ ॥|ଖନା କାହଇ ଏମନ୍ତ ଆଗରେ ।

|ଉତ୍ପତ୍ତି|ଏପରି ଗୋଟିଏ ସମୟ ଥିଲା ଯେତେବେଳେ ପୃଥିବୀ ବୋଲି କିଛି ନଥିଲା, ଗୋଟିଏ ଶୂନ୍ୟ ସ୍ଥାନ ଅନ୍ଧକାରରେ ଆଚ୍ଛାଦିତ ଥିଲା ।

ଏହାକୁ କରଶୂନ୍ୟ ରାଜ୍ୟ ରୂପେ ଭୋଗ ଦଖଲ କରିବାର ଅନୁମତି ଦେଇଥିଲେ।

ଯେତେବେଳେ ଅସୁରରାଜା କଂସ ଶୂନ୍ୟବାଣୀ ଶୁଣିବାକୁ ପାଇଥିଲା ଯେ ତା’ର ପ୍ରକୃତ ହତ୍ୟାକାରୀ ଗୋପରେ ବଢୁଛି, ସେ ଚାହିଁଥିଲା ଗୋପପୁରର ସମସ୍ତ ଶିଶୁଙ୍କୁ କଳେବଳେ କୌଶଳେ ହତ୍ୟା କରିବ ବୋଲି ।

ଶ୍ୱାସକ୍ରିୟା ଅବସାଦ (Insufficient breathing), ଛୋଟ ଆଖି ପିତୁଳା (small pupils), ଚେତାଶୂନ୍ୟ (unconsciousness) ଆଦି ଲକ୍ଷଣ ଏହି ଅବସ୍ଥାରେ ଦେଖାଯାଏ ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ଶବ୍ଦ ଗତି କରିବାପାଇଁ ଏକ ମାଧ୍ୟମ ଜରୁରି, ମାତ୍ର ଆଲୋକ ଶୂନ୍ୟରେ ଯାଇପାରେ ।

ବିସ୍ଥାପନ ଯୋଗୁଁ ଏକ ପ୍ରତିକାରକ ପରିପଥରେ (compensating circuit ) ସଂସାଧନ (correction) ବିଦ୍ୟୁତ ସ୍ରୋତ ପ୍ରବାହିତ ହୁଏ, ଯାହାର ଚୁମ୍ବକୀୟ ବଳ ଶୂନ୍ୟପରିଚୟକର (null detector ) ସୂଚକଟିକୁ ଶୂନ୍ୟସ୍ଥାନରେ ପୁନଃସ୍ଥାପିତ କରିଥାଏ ।

ଦେଉଳର ଆଡ଼ମ୍ବରଶୂନ୍ୟ ଗଠନକ୍ରିୟାରୁ ଏହା ମରାଠାମାନଙ୍କ ଶାସନ ସମୟରେ ନିର୍ମିତ ହୋଇଥିବା ଅନୁମାନ କରାଯାଏ ।

ତେବେ ଏହାର ପରବର୍ତ୍ତୀକାଳରେ ବିକଶିତ ରିଡ ସୁଇଚ (ବାୟୁଶୂନ୍ୟ ଏକ ଆବଦ୍ଧ କାଚ କେପସୁଲ ଭିତରେ ଖଞ୍ଜା ଯାଇଥିବା ଚୁମ୍ବକୀୟ କି)ଗୁଡ଼ିକ ଲୋକ ପ୍ରିୟ ହୋଇ ପାରିଥିଲା।

୨୦୧୧-୧୨ରେ ବାଏର୍ଣ୍ଣ ମାନୁଏଲ୍ ନୟରଙ୍କୁ ନିଜର ଗୋଲକିପର୍ ଭାବେ କିଣି ଅଲିଭର୍ କାଃନ୍‍ଙ୍କ ଶୂନ୍ୟ ସ୍ଥାନ ପୂରଣ କଲା ଓ ଜର୍ମାନୀର ଆଉ ଜଣେ ଫୁଟବଲ ଖେଳାଳି ୟେରୋମ୍ ବୋଆଟେଂଗଙ୍କୁ ମଧ୍ୟ ଦଳରେ ସାମିଲ କଲା ।

ଏଣୁ ଏହି ରସ ଶୂନ୍ୟ ଉପଦେଶାବଳୀକୁ ସରସ ଓ ସ୍ୱାଦିଷ୍ଟ କରିବା ଲକ୍ଷ୍ୟରେ କବି ଲୋକ ପ୍ରଚଳିତ ପ୍ରବାଦ ଗୁଡିକୁ ମାଧ୍ୟମ ରୂପେ ଗ୍ରହଣ କରିଛନ୍ତି ।

ଏଥିନିମନ୍ତେ ସେ ନିମ୍ନଲିଖିତ ଅବ୍ୟାହତ ଭଗ୍ନାଂଶ (continued fraction) ସମ୍ପ୍ରାସାରଣର ବ୍ୟାବହାର କରିଥିଲେ:|\tan(x) \cfrac{x}{1 - \cfrac{x^2}{3 - \cfrac{x^2}{5 - \cfrac{x^2}{7 - {}\ddots}}}}.|ତା ପରେ ଲାମ୍ବର୍ଟ ପ୍ରମାଣ ଯେ ଯଦି x ଶୂନ୍ୟ ଛଡ଼ା ଏକ ମୂଳଦ ସଂଖ୍ୟା ତା ହେଲେ ଏହି ଅଭିବ୍ୟକ୍ତିଟି ଅପରିମେୟ ।

null's Usage Examples:

card counting in blackjack, he borrowed "30,000 to develop a mechanical shuffler that would allow every hand to be dealt from a fresh deck, nullifying the.


Aut Caesar aut nullus, Madrid, 2008.


in cricket to his formative years spent hunting with boomerangs, nulla nullas and other Aboriginal weapons.


effective to create the relationship of marriage and marital rights (see nullity).


of Bailén and after the Council of Castile declared null and void the abdications of Charles IV and Ferdinand VII done at Bayonne earlier in May.


transaction which is void is of no legal effect whatsoever: an absolute nullity—the law treats it as if it had never existed or happened.


Progressives Congress (APC) winner of the 2019 governorship poll in Imo State nullifying the election of incumbent Emeka Ihedioha.


ingravescent, multigravida, multigravidity, nongravitational, nulligravida, primigravida, reaggravate, supergravity grex greg- flock, herd aggregate, aggregation.


It called for nullifying the 1910 election of Porfirio Díaz, claimed a provisional presidency for.


AndrewCrosses of Military MeritAnnulled Honorary Knights Grand Cross of the Royal Victorian Order was a Japanese politician and diplomat in the late 6th and early 7th century, during the Asuka period.


convinced King Henry III to issue an edict outlawing Protestantism and annulling Henry of Navarre"s right to the throne; Henry III was possibly influenced.


JKLF leaders had alleged Hizbul Mujahideen militants to be informers for the Indian forces and Amanullah Khan even complained of his cadres in Pakistan being coerced to join the ranks of Hizbul Mujahideen.


Parliamentary elections were held in Nigeria on 20 February 1999, following the annulling of the 1998 elections.



Synonyms:

void, invalid,

Antonyms:

allow, decriminalize, valid,

null's Meaning in Other Sites