<< nowaday noway >>

nowadays Meaning in Odia (Oriya). ( nowadays ଶବ୍ଦର ଓଡିଆ ଅର୍ଥ)



ଆଜିକାଲି,

Adverb:

ବର୍ତ୍ତମାନ, ସମ୍ପ୍ରତି, ଆଜିକାଲି, ଆଜି |,

People Also Search:

noway
noways
nowel
nowell
nowhence
nowhere
nowhit
nowhither
nowise
nowness
nowruz
nows
nowthe
nox
noxious

nowadays తెలుగు అర్థానికి ఉదాహరణ:

ଏହା ମଧ୍ୟରୁ ଦ୍ୱିତୀୟଟି ଇତିହାସରେ ମଧ୍ୟ ଦେଖାଯାଇଛି, ମାତ୍ର ଆଜିକାଲି ଏହା ଖୁବ କମ ଦେଖାଯାଉଛି, କାରଣ ଏହାଦ୍ୱାରା ବିପଦପୂର୍ଣ୍ଣ ରକ୍ତଗତ ରୋଗ ଦେଖାଯାଏ ।

ଏହି ଗଛ ଚୀନ, ଜାପାନ ଆଦି ଅଂଚଳରେ ଦେଖିବାକୁ ମିଳେ କର୍ପୁର ଉତ୍ପାଦନ ଏବଂ ଶୋଭା ବର୍ଦ୍ଧନ ପାଇଁ ଆଜିକାଲି ଅନେକ ବଗିଚାରେ ଏହି ଗଛକୁ ଲଗାଯାଏ ।

ଆଜିକାଲି ଏହା ବଦଲରେ କେତେକ ଆଧୁନିକ ଓ ଆଗରୁ ବନ୍ଧା ଓ ସିଲାଇକରା ପୋଷାକ ପିନ୍ଧାଯାଉଅଛି ଯେଉଁଥିରେ ଏହି ପୁରାତନ ଲୁଗା ପରି ଖୋସିବାକୁ ପଡ଼ିନଥାଏ ।

ଯଦିଓ ସୁର୍ଯ୍ୟ ଉଦୟ ହେବାକୁ ସକାଳ ବୋଲି ବିଚାର କରାଯାଇଥାଏ, ଆଜିକାଲି ନିଦରୁ ଉଠିବା ପରର କାଳକୁ ସକାଳ ଭାବରେ ଗ୍ରହଣ କରାଯାଇଥାଏ ।

ଆଜିକାଲି ଭାଗବତ ଟୁଙ୍ଗୀ କମିବା ସହ, ଖଞ୍ଜଣିର ଆଦୃତି ମଧ୍ୟ କମିବାକୁ ଲାଗିଛି ।

ଜଣେ ଅନୁଷ୍ଠାନ ମୁଖ୍ୟ ଏହିଭଳି ବିଚାର କରି ସାହାଯ୍ୟ କରିବା ଆଜିକାଲି ସମୟରେ ଭାବନା ବାହାରେ ।

ରୋଗର କ୍ରିୟାବିଧି, ପଶୁମଡେଲର ଉନ୍ନତି କରି ଗବେଷଣାରେ ସାହାଯ୍ୟ କରିବା, ଲକ୍ଷଣ ଚିକିତ୍ସା ଓ ପ୍ରଗତି ଧୀର କରିବା ନିମନ୍ତେ ଔଷଧ ପରୀକ୍ଷା, ସ୍ଟେମ୍ ସେଲ ଥେରାପିଦ୍ୱାରା ରୋଗ ଜନିତ କ୍ଷତି ଭରଣା କରିବା ପ୍ରଚେଷ୍ଟା ଆଜିକାଲି ଗବେଷଣାରେ ଚାଲିଛି ।

ଆଜିକାଲି ଯେ କୌଣସି ଅବସ୍ଥାରେ ଅପରେଶନ୍ କରା ଯାଉଛି ।

ଯୁକ୍ତରାଷ୍ଟ୍ର ଆମେରିକା ନାମିତ କିବୋର୍ଡର ସଜାଣି ଆଜିକାଲି ବିକଳ୍ପ କିବୋର୍ଡ ଭାବେ ଭିନ୍ନ ଅପରେଟିଂ ସିଷ୍ଟମରେ ବ୍ୟବହାର କରାଯାଉଛି ଯଥା Windows,Mac OS X and Linux.।

ଆଜିକାଲି ଗ୍ଲୋମେରୁଲାର ଫିଲ୍‌ଟ୍ରେସନ ରେଟ (eGFR) ଜାଣିବା ନିମନ୍ତେ (MDRD formula) ବ୍ୟବହାର ହେଉଛି।

ଏହା ସଙ୍ଗେ ମର୍ଦ୍ଦଳ, ଗିନି, ଝାଞ୍ଜ ଓ ଆଜିକାଲି ହାରମୋନିଅମର ପ୍ରୟୋଗ ଦେଖାଯାଏ ।

ଏହା ଓଡ଼ିଶାରେ ମଧ୍ୟ ବହୁଳ ଭାବରେ ଆଜିକାଲି ଦେଖାଯାଏ ।

ଏହି କିବୋର୍ଡ ଆଜିକାଲି କମ ବ୍ୟବହାର ହଉଛି କାରଣ ଏଥିରେ ପାରଙ୍ଗମତା ହାସଲ ପାଇଁ କଠିନ ପରିଶ୍ରମ କରିବାକୁ ପଡ଼େ ।

nowadays's Usage Examples:

This collective farm exists even nowadays and is only working collective farm in Azerbaijan.


Traditionally, it was prepared unleavened (without the yeast), but leavened lagana is nowadays more common.


are nowadays commonly synthesized and used in research; they include buckyballs, carbon nanotubes, carbon nanobuds and nanofibers.


From there the Wurm nowadays flows through canals through the city of Aachen, until it resurfaces again at the Europaplatz in the east of Aachen.


What bothers me nowadays are above all ideologies (all ideologies, in that they are.


These ideas had occurred to me earlier in 1955 when I coined the term "signalizing function", which is nowadays commonly known as "complexity measure".


The village name is nowadays written as one word in widespread use and appears on signage at either end of the village, but the alternative form of Wide Open is still occasionally found on maps and elsewhere.


There was too much emphasis on money nowadays, he said, and not enough emphasis on life itself.


The term is nowadays often used in Morocco to refer to a hotel or guesthouse-style accommodation with shared common areas and private rooms, often within a restored traditional mansion.


Orthodox chanters know nowadays only the intonation nana (), when they would like to perform melodies composed in echos tritos.


is an exceptionally strong fibre, nowadays used for special papers like tea bag tissue.


The term sewage is nowadays regarded as an older term and is being more and more replaced by "wastewater".


He was a Film teacher at the Portuguese National Conservatory, nowadays the Lisbon Theatre and Film School (Escola Superior de Teatro e Cinema).



Synonyms:

today, now,

Antonyms:

postmeridian, future, past,

nowadays's Meaning in Other Sites