<< nourishing nourishment >>

nourishingly Meaning in Odia (Oriya). ( nourishingly ଶବ୍ଦର ଓଡିଆ ଅର୍ଥ)



ପୁଷ୍ଟିକର,

Adjective:

ପୁଷ୍ଟିକର,

nourishingly తెలుగు అర్థానికి ఉదాహరణ:

ଏହା ରକ୍ତ ଶୋଧକ, ପୁଷ୍ଟିକର, ବାର୍ଦ୍ଧକ୍ୟ ନିବାରକ, ସ୍ୱର ପରିସ୍କାରକ, ସ୍ତନବର୍ଦ୍ଧକ, ମୂତ୍ରରୋଧ, ଅଶ୍ମରୀ, ବାୟୁ, ପିତ୍ତଦୋଷ, ଦାହ, ଶୁକ୍ର ହୀନତା, ଶାରୀରିକ ଦୁର୍ବଳତା, ପ୍ରମେହ ଓ ଧ୍ୱଜଭଙ୍ଗ ଆଦିର ଚିକିତ୍ସାରେ ବ୍ୟବହୃତ ହୁଏ।

| କ୍ଷୀରର ମହତ୍ତ୍ୱ |କ୍ଷୀର ଏକ ପୁଷ୍ଟିକର ପାନୀୟ ପଦାର୍ଥ ।

|ପରବର୍ତ୍ତୀ ଶତାବ୍ଦୀମାନଙ୍କରେ ସେମାନଙ୍କୁ ଦୃତ ବୃଦ୍ଧି, ଅଣ୍ଡା ଦେବା ଯୋଗ୍ୟତା, ନିରୀହତା, ପର ସଂଗ୍ରହ ଓ ପୁଷ୍ଟିକରଣ ନିମନ୍ତେ ବାଛି କରି ସେମାନଙ୍କୁ ରଖାଗଲା ।

ତେଣୁ ନୂଆଦିଲ୍ଲୀରେ ମହିଳାମାନଙ୍କ ପାଇଁ ପଲିଟେକ୍ନିକରୁ ସ୍ନାତକ ହାସଲ କରିବା ପରେ ସେ ୟୁରୋପ ଯାଇ ସୌନ୍ଦର୍ଯ୍ୟ, ପୁଷ୍ଟିକର ଖାଦ୍ୟ ଓ ଚର୍ମର ଯତ୍ନ ବିଷୟରେ ପାରଦର୍ଶିତା ଲାଭ କରିଥିଲେ ।

ଖାଦ୍ୟ ପୁଷ୍ଟିକରଣ (Food fortification) ପଦ୍ଧତିରେ ଏହି ରୋଗ ପ୍ରତିଷେଧ କରିହୁଏ ।

ଉଇଲିଅମ ମହିଳା ଅଧିକାର ପୁଷ୍ଟିକରଣରେ ଲେଖିକାଙ୍କ ଜୀବନ କାଳ ମଧ୍ୟରେ ତାଙ୍କ ଜୀବନୀ ସ୍ମରଣ କରି ଗଡ‌ୱିନ‌ (William Godwin) ପ୍ରକାଶିତ କରିବା (୧୭୯୮) ପରେ ଏହାକୁ ଆଧୁନିକ ଚିନ୍ତାଧାରା ଭାବି ପୂର୍ବଭଳି ଗାଳି କରାଗଲା ।

ଅର୍ଗାନିକ ଖାଦ୍ୟ ଅଧିକ ସ୍ୱାଦିଷ୍ଟ ଥିବା ଯୁକ୍ତି ପରୀକ୍ଷାଦ୍ୱାରା ପୁଷ୍ଟିକରଣ ହୋଇପାରୁନାହିଁ ।

ଲକ୍ଷଣ ଦେଖି ରୋଗ ସନ୍ଦେହ କରାଯାଏ ଓ ରକ୍ତ ପରୀକ୍ଷା (blood tests) ତ‌ଥା ଜେନେଟିକ ପରୀକ୍ଷା (genetic tests) କରି ରୋଗ ପୁଷ୍ଟିକରଣ କରାଯାଏ ।

ବିଲିଆରି ଆଟ୍ରେସିଆ ପ୍ରାୟ ୨୫% ରୋଗରେ ଥାଏ, ସଂକ୍ରମଣ ପ୍ରାୟ ୧୦% ରୋଗରେ ଥାଏ ଏବଂ ଶିରାଭ୍ୟନ୍ତର ପୁଷ୍ଟିକର ଖାଦ୍ୟ ଯୋଗାଣ, ଆଲଫା -1-ଆଣ୍ଟିଟ୍ରିପସିନ୍ ଅଭାବ ଏବଂ ପେରିନାଟାଲ ଆସଫିକ୍ସିଆ ପ୍ରାୟ ୫% ହୋଇଥାଏ।

ପ୍ରକାଶ ଥାଉ କି ଏହି ପ୍ରଚାର ପ୍ରଗତିଶୀଳ ଦେଶମାନଙ୍କରେ ଶିଶୁ କନ୍ୟାଙ୍କ ପୁଷ୍ଟିକରଣ ସଚେତନତା ବୃଦ୍ଧି ପାଇଁ କାର୍ଯ୍ୟ କରୁଥିଲା କାନାଡାରେ ଥିବା ପ୍ଲାନ ଇଣ୍ଟରନାସନଲଙ୍କ ପ୍ରତିନିଧି କାନାଡ଼ାର ଫେଡେରାଲ ଗଭାର୍ଣମେଣ୍ଟକୁ ଏହି କାର୍ଯ୍ୟରେ ସହାୟତା ଲୋଡିଥିଲେ ସମର୍ଥକମାନଙ୍କ ଏକ ମିଳିତ ଅଭିଯାନ ଆନ୍ତର୍ଜାତିକ ସ୍ତରରେ ଏକ ଆଲୋଡନ ସୃଷ୍ଟି କରି ପାରିଥିଲା ।

nourishingly's Meaning in Other Sites