<< notifiable notifications >>

notification Meaning in Odia (Oriya). ( notification ଶବ୍ଦର ଓଡିଆ ଅର୍ଥ)



ବିଜ୍ଞପ୍ତି, ମନିଫେଷ୍ଟୋ, ବିଜ୍ଞାପନ, ଘୋଷଣା,

Noun:

ବିଜ୍ଞାପନ, ଧ୍ୟାନ ଦିଅନ୍ତୁ |, ବିଜ୍ଞପ୍ତି,

People Also Search:

notifications
notified
notifies
notify
notifying
noting
notion
notional
notionalist
notionally
notions
notions counter
notitia
notitiae
notitias

notification తెలుగు అర్థానికి ఉదాహరణ:

| ଇତିହାସ |ଭାରତ ସରକାରଙ୍କ ପ୍ରଣୀତ ପରିବାର ଅଦାଲତ ଅଧିନିୟମ, ୧୯୮୪ର ଧାରା ୩ ଆଧାରରେ ୨୦୧୬ ମସିହା ଜୁନ ମାସରେ ଓଡ଼ିଶା ସରକାରଙ୍କ ଆଇନ ବିଭାଗର ବିଜ୍ଞପ୍ତି ସଂଖ୍ୟା ୫୨୭୫L,ତା-୪.୬.୨୦୧୬ ଅନୁସାରେ ଏହି ଅନୁଷ୍ଠାନର ପ୍ରତିଷ୍ଠା ନିମିତ୍ତ ସ୍ୱୀକୃତି ପ୍ରଦାନ କରାଯାଇଥିଲା ।

|ଅଧିନିୟମର ଧାରା ୩ ଅନୁଯାୟୀ ଏହି ଅଧିନିୟମ ବିଜ୍ଞପ୍ତି ଭାବେ ପ୍ରକାଶ ପାଇବା ଦିନଠାରୁ ଓଡ଼ିଶା ରାଜ୍ୟର ନାମ Orissa ପରିବର୍ତ୍ତେ Odisha ଭାବେ ମାନ୍ୟ ହେବ ।

ଏହି ମାନଚିତ୍ରକୁ ଆଧାର କରି ଚୀନ‍ର ପ୍ରବକ୍ତା ଲୁ କାଂଗ୍ ୧୮୯୦ ମସିହାର କଲିକତା ଚୁକ୍ତିନାମାର ଅନୁଚ୍ଛେଦ-୧ ପରେସ୍ ବିଜ୍ଞପ୍ତିରେ ପଢ଼ିଲେ ଓ କହିଲେ ଯେ ଡୋଂଗ୍‍ଲାଂଗ୍ ବା ଡୋକଲାମ୍ ଗିପମୋଚିର ଉତ୍ତରକୁ ରହିଛି ଓ ଏହା ଚୀନ‍ର କ୍ଷେତ୍ର ।

|ତାଲିବାନ୍ ସରକାରଙ୍କଦ୍ୱାରା ଜାରି ହୋଇଥିବା ବିଜ୍ଞପ୍ତିରେ ଇସ୍‍ଲାମୀୟ ନିୟମର ବିରୋଧୀ ବୋଲି ମୂର୍ତ୍ତି ଧ୍ୱଂସ କରାଯିବାର ନିଷ୍ପତ୍ତି ନିଆଯାଇଥିବା ପ୍ରକାଶ ପାଇଥିଲା ।

|ଜୁନ୍ ୩୦ ତାରିଖ ଦିନ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଡୋକଲାମ୍ ବିବାଦର ସ୍ଥିତି ଓ ନୂତନ ତଥ୍ୟ ସହିତ ଏକ ବିଜ୍ଞପ୍ତି ପ୍ରକାଶ କଲା ।

ଜିଲ୍ଲା କଲେକ୍ଟର ରାଜ୍ୟ ସରକାରଙ୍କ ୱେବସାଇଟରେ ଏହି ବିଜ୍ଞପ୍ତି ଅପଲୋଡ୍ କରିବେ ।

|କେନ୍ଦ୍ରୀୟ ବିଜ୍ଞପ୍ତି ଆଧାରରେ ଏହା ପୁଣି ଓଡ଼ିଶା ଗେଜେଟରେ ୧୨ ମାର୍ଚ ୨୦୧୨ରେ ରାଜ୍ୟ ବିଜ୍ଞପ୍ତି ଭାବେ ପ୍ରକାଶିତ ହେଲା ।

୨୦୧୨ ମସିହାରେ ଭାରତ ଓ ଚୀନ ମଧ୍ୟରେ ତ୍ରିରାଷ୍ଟ୍ରୀୟ ମିଳନ ବିନ୍ଦୁ ସମ୍ପର୍କରେ ହୋଇଥିବା ବୁଝାମଣାକୁ ଚୀନ ଉଲ୍ଲଂଘନ କରିଛି ଓ ଏହି ସ୍ଥାନର ଯଥାସ୍ଥିତି ବଦଳାଇବାକୁ ଚେଷ୍ଟା କରୁଛି ବୋଲି ଭାରତ ଏହି ବିଜ୍ଞପ୍ତିରେ ଅଭିଯୋଗ କଲା ।

ଏକ ପ୍ରେସ୍ ବିଜ୍ଞପ୍ତିରେ ସେ କହିଥିଲେ, "ନାଜ୍‍କାରେ ହୋଇଥିବା କ୍ଷତି ଅପୂରଣୀୟ ଏବଂ ଏହି ଭୁଲ ପାଇଁ କ୍ଷମା ପ୍ରାର୍ଥନା ଯଥେଷ୍ଟ ନାହିଁ ।

ଏହାର ପ୍ରତ୍ୟୁତ୍ତରରେ ୟୁରୋପୀୟ ମହାକାଶ ସଂସ୍ଥା (European Space Agency - ESA) ଏକ ପ୍ରେସ୍ ବିଜ୍ଞପ୍ତି କରି କହିଲା ଯେ ୧୬୦-୩୨୦ କି.ମି. ଉପଗ୍ରହ କକ୍ଷରୁ ଖାଲି ଆଖିରେ ବିଶାଳ ପ୍ରାଚୀର ଦେଖାଯାଏ ।

(ବିଜ୍ଞପ୍ତି : ଯଦିଓ ବାଇବେଲରେ ତାହାକୁ ଚକ୍ର କୁହାଯାଏ, ଏହି କଥୋପକଥନରେ ତାକୁ ଶକ୍ତି କେନ୍ଦ୍ର ମଧ୍ୟ କୁହାଯିବ ।

|ସେହି ଦିନ ଚୀନ‍ର ବିଦେଶ ମନ୍ତ୍ରଣାଳୟ ଡୋକଲାମ୍ ଚୀନ‍ର ଅଂଶ ବୋଲି ବିଜ୍ଞପ୍ତି ପ୍ରକାଶ କଲେ ଓ ଜାତୀୟ ଗଣମାଧ୍ୟମ ଏହାର ପ୍ରଚାର କଲା ।

ଏହି ନିୟମାବଳୀ ତୁରନ୍ତ କାର୍ଯ୍ୟକାରୀ ହେବ ଏବଂ ଏହି ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠାରୁ ଏକ ବର୍ଷ ପର୍ଯ୍ୟନ୍ତ ବୈଧ ରହିବ || ଆଧାର |ଭାରତୀୟ ଆଇନ|ଚିକିତ୍ସା ବିଜ୍ଞାନ|ଭୂତାଣୁ ଜନିତ ରୋଗ|୨୦୧୯-୨୦ କରୋନାଭାଇରସ ବ୍ୟାପ୍ତି ମହମ୍ମଦ ମୋକିମ୍ (ଜନ୍ମ: ୩ ଜୁଲାଇ ୧୯୬୫) ଜଣେ ଓଡ଼ିଆ ରାଜନୀତିଜ୍ଞ ।

notification's Usage Examples:

that push notifications better conserve battery than background processes (which are used in pull technology) for receiving notifications.


It displays notifications until the user completes an associated action, rather than requiring.


On the Eircode launch day in July 2015, householders and businesses were able to look them up online in advance of receiving a posted notification.


The notification was passed to the company's employees on 26 June 1995.


confidential investigation, report of the committee and preferral of charges if warranted, formal notification of the accused, and trial; and a two-thirds vote.


and features that were featured in later Windows versions, such as the taskbar, notification area, and the "Start" button.


In 1986, the tensions with India increased when the Indian Army's standing troops mobilized in combat position in Pakistan's southern frontier with India failing to give notification of exercise to Pakistan prior.


However, when a device is attached, the discovery causes Windows to place an icon in the taskbar notification area (commonly referred to as the tray).


A simplified color scheme with a black background gave vividness and contrast to the notification bar, menus, and other user interface.


The remaining SpectrAlert notification appliances are outdoor horn strobes.


(GCM) was a mobile notification service developed by Google that enables third-party application developers to send notification data or information.


A Continued Airworthiness Notification to the International Community (commonly abbreviated as CANIC) is a notification from the United States Federal.


Flock allows users to configure external apps and integrations from the Flock App Store, and receive notifications and updates directly.



Synonyms:

due process of law, presentment, due process,

Antonyms:

dissuasive, ineffective, uninformative, persuasive,

notification's Meaning in Other Sites