norway Meaning in Odia (Oriya). ( norway ଶବ୍ଦର ଓଡିଆ ଅର୍ଥ)
ନରୱେ, ନରତାଦେଶ,
People Also Search:
norway lobsternorway rat
norway spruce
norwegian
norwegian lobster
norwegian monetary unit
norwegian sea
norwegians
norwest
norweyan
norwich
nos
nose
nose bleed
nose candy
norway తెలుగు అర్థానికి ఉదాహరణ:
ଏଥର ପଦକ ତାଲିକାରେ ଋଷଦଳ ୧୧ ସ୍ୱର୍ଣ୍ଣ,୮ ରୌପ୍ୟ ଓ ୪ ବ୍ରୋଞ୍ଜ ସହିତ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଆୟୋଜକ ନରୱେ ୧୦ ସ୍ୱର୍ଣ୍ଣ,୧୧ ରୋପ୍ୟ ଓ ୫ଟି ବ୍ରୋଞ୍ଜ ସହିତ ରହିଥିଲା ଦ୍ୱିତୀୟ ସ୍ଥାନରେ।
| ଭୂଗୋଳ |ଇତିହାସ| ପର୍ଯ୍ୟଟନ |ଆଧାର| ବାହାର ତଥ୍ୟ |City of Oslo: Official website |City of Oslo: Official website |Official Travel and Visitors Guide to Oslo|Oslo The official travel guide to Norway|Oslo - Local Travel Information Guide Oslo city|ନରୱେ|ରାଜଧାନୀ ସହର ହାଭାନା, କ୍ୟୁବାର ରାଜଧାନୀ ।
ନରୱେର କ୍ରସକଣ୍ଟ୍ରି ସ୍କି ଖେଳର ତାରକା ବ୍ୟୋର୍ଣ୍ଣ ଡାହଲୀଙ୍କ ପାଇଁ ଏହାଥିଲା ଅତ୍ୟନ୍ତ ସ୍ମରଣୀୟ ଅଲିମ୍ପିକ।
ସରକାରୀ ଭାବରେ ଏହା ଏକ ରାଜତନ୍ତ୍ର | ଏହାର ପଶ୍ଚିମ ପଟକୁ ନରୱେ ତଥା ପୂର୍ବ ପଟକୁ ଫିନ୍ଲ୍ୟାଣ୍ଡ ଦେଶ ଅବସ୍ଥିତ ଅଟଂତି ।
ମୋଟ ୧୪ଟି ସ୍ୱର୍ଣ୍ଣପଦକ ସକାଶେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ନରୱେ ଏବଂ ଫିନଲ୍ୟାଣ୍ଡକୁ ମିଳିଥିଲା ୪ଟି ଲେଖାଏଁ ସ୍ୱର୍ଣ୍ଣପଦକ ।
ବିକ୍ରମ ଭେଧା, ଚାରୋଟି ଫିଲ୍ମ ଫେୟାର, ବିଜୟ ଓ ନରୱେ ତାମିଲ ଫିଲ୍ମ ଫେଷ୍ଟିଭାଲ ପୁରସ୍କାର ଜିତିଥିଲା ।
ଏହାର ପଶ୍ଚିମରେ ସୁଇଡେନ,ଉତ୍ତରରେ ନରୱେ,ପୂର୍ବରେ ଋଷିଆ ଏବଂ ଦକ୍ଷିଣରେ ଇସ୍ତୋନିଆ ଆଦି ଦେଶ ରହିଛନ୍ତି ।
୨୩ ଅକ୍ଟୋବରରେ ମାଟାବେଲ, ପଞ୍ଜାବୀ ଓ ସୋମାଲି ମିଶି ନରୱେ ସାଗରରେ ଜଳବାୟୁ ଜାହାଜ ଜର୍ମାନ ପାଣିପାଗ ଜାହାଜ ଡବ୍ଲ୍ୟୁ ବି ଏସ ୫ ଆଡ଼ଲ୍ଫ ଭିନରକୁ ବୁଡ଼ାଇ ଦେଇଥିଲେ ।
ଉପରୋକ୍ତ ତିନୋଟିଯାକ ଅଲିମ୍ପିକରେ ନରୱେର ପ୍ରସିଦ୍ଧ ତାରକା ସୋନିଆ ହେନୀ ମହିଳା ଫିଗର ସ୍କେଟିଂର ସ୍ୱର୍ଣ୍ଣପଦକ ଜିଣି ଚହଳ ପକେଇଦେଇଥିଲେ ।
ଜଳ ବିଦ୍ୟୁତ୍ କ୍ରମଶଃ ନରୱେ, କଙ୍ଗୋ, ପାରାଗୁଏ, ବ୍ରାଜିଲ୍ ଭଳି ଦେଶର ୮୫% ବିଦ୍ୟୁତ୍ ଚାହିଦା ପୂରଣ କରିବାରେ ସମର୍ଥ ହୋଇପାରିବ ବୋଲି ଆଶା କରାଯାଉଛି ।
ସେ ନରୱେରେ ଆବେଲ୍ ପୁରସ୍କାର ଗ୍ରହଣ କରିସାରି ଘରକୁ ଫେରୁଥିବା ବେଳେ ମୋନୋରେ ଟାଉନସିପ ନିକଟସ୍ଥ ନିଉ ଜର୍ସି ଟର୍ନ୍ପାଇକ୍ଠାରେ ଏହି ଦୁର୍ଘଟଣା ଘଟିଥିଲା ।
|ଏହାପରେ ଚାରିବର୍ଷ ନୁହେଁ ବରଂ ଦୁଇବର୍ଷ ବ୍ୟବଧାନରେ ୧୯୯୪ରେ ଅଲିମ୍ପିକ ଅନୁଷ୍ଠିତ ହେଲା ନରୱେର ଲିଲେହାମଠାରେ।
norway's Usage Examples:
and 1750m, and is composed of norway spruce forests and, locally, european silver fir.
Synonyms:
Norge, Trondheim Fjord, Svalbard, Oslo, Norseman, Stavanger, NATO, Nidaros, Lindesnes, Norwegian, Bergen, Trondheim, Norse, Noreg, Christiania, North Atlantic Treaty Organization, Lofoten, Naze, Kingdom of Norway, capital of Norway, Trondheim Fiord, Scandinavia,