<< northwardly northwest >>

northwards Meaning in Odia (Oriya). ( northwards ଶବ୍ଦର ଓଡିଆ ଅର୍ଥ)



ଉତ୍ତର ଦିଗକୁ, ଉତ୍ତର ଆଡକୁ, ଉତ୍ତର ପଶ୍ଚିମ ଦିଗରେ,

Adverb:

ଉତ୍ତର ଆଡକୁ |, ଉତ୍ତରରେ |,

northwards తెలుగు అర్థానికి ఉదాహరణ:

ସପ୍ତମ ଜୟବର୍ମନ ଅଂକୋର ୱାଟ୍‍ର ଉତ୍ତର ଦିଗକୁ ଅଂକୋର୍ ଥୋମ୍ ଓ ବାୟୋନ୍‍ଠାରେ ଯଥାକ୍ରମେ ନିଜର ନୂତନ ରାଜଧାନୀ ଓ ନୂତନ ରାଜ-ମନ୍ଦିରର ସ୍ଥାପନା କରିଥିଲେ ।

ନବମ ଶତାବ୍ଦି ବେଳକୁ କେନ୍ଦ୍ରୀୟ ମାୟା ସଭ୍ୟତାର ପତନ ଆରମ୍ଭ ହୋଇ ଯୁଦ୍ଧ ହେବା (internecine warfare) ସ‌ହିତ ଲୋକମାନେ ଉତ୍ତର ଦିଗକୁ ପଳାୟନ କଲେ ।

ଏକାଦଶ ଶତାବ୍ଦୀ ମଧ୍ୟଭାଗରେ ଏହି ବଂଶର ରାଜା ରାଜରାଜଦେବ ପ୍ରଥମେ କ୍ଷମତାଶାଳୀ ହୋଇ ଉତ୍ତର ଦିଗକୁ ରାଜ୍ୟ ବିସ୍ତାର କରିଥିଲେ ।

|ବୈତରଣୀ ଓ ବାରୁଣୀ ସ୍ନାନ|ବିରଜାକ୍ଷେତ୍ର ଯାଜପୁରରୁ ଉତ୍ତର ଦିଗକୁ ଏକ କିଲୋମିଟର ଯିବାପରେ ପଡ଼େ ବୈତରଣୀ ନଦୀ ।

|ମାଘ ମାସର ଉତ୍ତରାୟଣ ସଂକ୍ରାନ୍ତି : ଏହି ଦିନ ସୂର୍ଯ୍ୟ ମକର କ୍ରାନ୍ତିରୁ ଉତ୍ତର ଦିଗକୁ ଫେରନ୍ତି ।

ମୁଖ୍ୟ ଦୁଆର ବ୍ୟତୀତ ମନ୍ଦିରର ପୂର୍ବ ଓ ଉତ୍ତର ଦିଗକୁ ଦୁଇଟି ଦୁଆର ସମାନ ଆକାରର  ରହିଛି ।

ବରଂ ଗଣେଶଙ୍କ ଫୋଟ ଓ ପ୍ରତିମାକୁ ଏଭଳି ରଖିବା ଜରୁରୀ ଯେମିତିକି ତାଙ୍କୁ ପ୍ରଣାମ କରିବା ବେଳେ ଆମର ମୁହଁ ପୂର୍ବ କିମ୍ବା ଉତ୍ତର ଦିଗକୁ ରହିବ।

| ଏହି ମନ୍ଦିରର ମୁଖ ଉତ୍ତର ଦିଗକୁ ଥିବା ବେଳେ ଗଣେଶଙ୍କର ମୁଖ ମଧ୍ୟ ଉତ୍ତରକୁ ଅଛି ।

|ଆହୁରି ମଧ୍ୟ ସାତଶଂଖ-ବଳ‍ଂଗା- ନିମାପଡା ରାସ୍ତାର ଧନୁଆ ଛକ ଠାରୁ ଉତ୍ତର ଦିଗକୁ ପ୍ରାୟ ୨ କିମି ଗଲେ ଏହି ଗାଁରେ ପହଂଚିହେବ ।

ଜାତୀୟ ରାଜପଥ – ୬୬ରେ ଉତ୍ତର ଦିଗକୁ ଯିବାବେଳେ ଭଟ୍କଲ୍‍ର ଶମଶୁଦ୍ଦିନ୍ ଛକରେ ଡାହାଣ ପଟକୁ ଓ ଜାତୀୟ ରାଜପଥରେ ଦକ୍ଷିଣ ଦିଗକୁ ଯିବା ବେଳେ ହାନ୍ନୋୱର୍‍ର ନ୍ୟୁ କାମତ୍ ହୋଟେଲ୍ ନିକଟରେ ବାମ ପଟକୁ ବୁଲି ପଡ଼ିଥିବା ରାସ୍ତାରେ ଗଲେ ଜୋଗ ଜଳପ୍ରପାତ ନିକଟରେ ପହଞ୍ଚି ହେବ ।

ପୂର୍ବ, ପଶ୍ଚିମ ଏବଂ ଉତ୍ତର ଦିଗକୁ ଯାଇଥିବା ଦଳ ଖାଲି ହାତରେ ଫେରି ଆସିଲେ ।

ଚୁମ୍ବକୀୟ କ୍ଷେତ୍ରର ଅନୁପସ୍ଥିତିରେ ପରିବାହୀ ବସ୍ତୁ ମଧ୍ୟରେ ଇଲେକ୍‍ଟ୍ରନ୍‍ଗୁଡ଼ିକ ପ୍ରାୟତଃ ଏକ ସରଳ ରେଖାରେ (ଧରି ନିଆଯାଉ ଦକ୍ଷିଣରୁ ଉତ୍ତର ଦିଗକୁ) ପ୍ରବାହିତ ହୁଅନ୍ତି ।

northwards's Usage Examples:

Hoerth speculates that in the biblical tradition of the Exodus, Moses led the Israelites south to Pithom and Etham; would he had led the people northwards toward the Promised Land, they would have most likely encountered the Walls of the Ruler.


little way into the country, or go in boats, generally northwards, to take the air, or, as they term it, smell the air, which, on that day, they believe.


flowing northwards through the county town Newport, towards the Solent at Cowes.


In years to follow many of van Riebeeck’s men relied on the river waters and followed its winding course as they ventured northwards.


The ward however stretches northwards to Oake and west to Langford Budville.


However, the range of mangroves is extending northwards as.


Location and descriptionThe Mount Lofty Ranges stretch from the southernmost point of the Fleurieu Peninsula at Cape Jervis northwards for over before petering out north of Peterborough.


Where the canal turned northwards across Crymlyn Bog, he would extend it to the west, to terminate at a lock into the River Tawe, near Swansea harbour.


Russia recuperated quickly, and by the end of August the Swedish army was again retreating northwards along the coastal road.


As it enters the Sofia Valley (550"nbsp;m) at the aforementioned village it turns northwards and forms a wide river bed.


Dalmatia, in the antique period, stretched from modern-day Dalmatia far into the hinterland, northwards close to the Sava river, and eastwards to the"nbsp;Ibar river.


It follows three major parkways closely from the Bronx northwards through Westchester: the Bronx River Parkway (and a short portion that becomes the Taconic State Parkway), the Saw Mill River Parkway and Interstate 684.



Synonyms:

northward, northerly, north,

Antonyms:

southern, south,

northwards's Meaning in Other Sites