<< normanise normanises >>

normanised Meaning in Odia (Oriya). ( normanised ଶବ୍ଦର ଓଡିଆ ଅର୍ଥ)



ସାଧାରଣ,

Adjective:

ପୂର୍ଣ୍ଣ, ସଂଗଠିତ |, ନିର୍ମିତ,

People Also Search:

normanises
normanism
normanize
normanizes
normans
normative
normatively
normed
norms
norn
norns
norris
norroy
norse
norsel

normanised తెలుగు అర్థానికి ఉదాహరణ:

ଏହା ସ‌ହିତ ନିଜର ହୀନମନ୍ୟତା (low self-esteem), ସାଧାରଣ ଆମୋଦ‌ଦାୟକ ଗତିବିଧିରେ ଅଭିରୁଚି ଅଭାବ (loss of interest ), ସ୍ୱଳ୍ପ ଶକ୍ତି ସମ୍ପନ୍ନ ଓ ଅକାରଣ ଯନ୍ତ୍ରଣା ହୁଏ ।

୫୦ରୁ ୭୦ଦଶକରେ ଲୋକମାନେ ସାଧାରଣତଃ ପ୍ରଭାବିତ ହୁଅନ୍ତି ।

କିନ୍ତୁ ଦ୍ୱିତୀୟ ବିଶ୍ୱ‌ଯୁଦ୍ଧ ସମୟରେ ଗେମ୍ ଥିଓରୀ (game theory) ଭଳି ସାଧାରଣ ଟେକନିକ ବ୍ୟବ‌ହାରଦ୍ୱାରା ଅର୍ଥଶାସ୍ତ୍ରରେ ଗାଣିତିକ ଫର୍ମିଲାର ବ୍ୟବ‌ହାର ଅଧିକ ବିସ୍ତୃଟ ହୋଇଗଲା ।

ଏହି ଲୋଡ୍ ଦୁଇ ପ୍ରକାରର:|ଏଣ୍ଟ୍ରି ଲୋଡ୍|ଏକ୍ଜିଟ ଲୋଡ୍| ଏଣ୍ଟ୍ରି ଲୋଡ୍ |ଯେତେବେଳେ ଏକ ନିବେଶକାରୀ ବା ସାଧାରଣ ଲୋକ ମ୍ୟୁଚୁଆଲ‌୍ ଫଣ୍ଡରେ ଟଙ୍କା ଜମା କରନ୍ତି ସେହି ସମୟରେ ହେଉଥିବା ଲୋଡ୍ ବା ପାଉଣାକୁ ଏଣ୍ଟ୍ରି ଲୋଡ୍ କୁହାଯାଇଥାଏ ।

ବେନିୟମ ଭାବରେ ଝିଅ ଓ ମହିଳାଙ୍କର ଚାଲାଣ କରିବା ବିଷୟରେ ଜଣ ସାଧାରଣଙ୍କୁ ସଚେତନ କରିବା ଏହାର ଲକ୍ଷ ଥିଲା ।

ଏହି ରୋଗ ନିର୍ଣ୍ଣୟ ନିମନ୍ତେ ସିଟି ସ୍କାନ ଏକ ପସନ୍ଦ ଯୋଗ୍ୟ ପ୍ରଣାଳୀ; କିନ୍ତୁ ସାଧାରଣ ଏକ୍ସ‌-ରେ ଚିତ୍ରରେ ମୁକ୍ତ ବାୟୁ ଚିତ୍ର ଦେଖି ଛିଦ୍ର ଥିବା ନିର୍ଣ୍ଣୟ କରାଯାଏ ।

ସାଧାରଣତଃ ୭୩ ବର୍ଷ ବୟସରେ ଏହି ରୋଗ ନିର୍ଣ୍ଣୟ ହୁଏ ।

|ବୟଃପ୍ରାପ୍ତ ଲୋକଙ୍କର ସାଧାରଣତଃ କମ୍ ପ୍ରତିକ୍ରିୟା ହୁଏ ।

୧୦ ଅପ୍ରେଲ ୨୦୧୭ରେ ସେ ଏକ ଦୂରଦର୍ଶନ କାର୍ଯ୍ୟକ୍ରମରେ ତାଙ୍କ ପୁଅ ସ‌ହ ଏକ ସାକ୍ଷାତକାର ଦେଇଥିଲେ ଏବଂ ସେତେବେଳେ ତାଙ୍କ ବିବାହ ବିଷୟରେ ସର୍ବସାଧାରଣରେ ସ୍ୱୀକାର କରିଥିଲେ ।

୧୯୮୯, ୧୯୯୬ ଓ ୨୦୦୯ ଭାରତୀୟ ସାଧାରଣ ନିର୍ବାଚନରେ ସେ କଳାହାଣ୍ଡି ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୯ମ, ୧୧ଶ ଓ ୧୫ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।

ସାଧାରଣାତରେ, ତୀର୍ଥଯାତ୍ରୀ ସ୍ୱର୍ଣ୍ଣମନ୍ଦିରରେ ପ୍ରବେଶ କରି ଦକ୍ଷିଣାବର୍ତ୍ତ ହୋଇ ଜଳାଶୟରର ଚତୁର୍ପାର୍ଶ୍ୱରେ ପରିଭ୍ରମଣ କରି ବବିତ୍ର ସ୍ଥାନରେ ପ୍ରବେଶ କରିଥାନ୍ତି ।

୧୯୫୧ରେ ଶରଣାର୍ଥୀ ମାନଙ୍କ ସ୍ଥିତି ସମ୍ବନ୍ଧିତ ସମ୍ମେଳନର ପଚାଶ ବର୍ଷ ପୁରଣ ଯେ ୨୦୦୧ ମସିହାରେ ହେଉଛି ସେକଥା ମିଳିତ ଜାତିସଂଘର ସାଧାରଣ ପରିଷଦରେ ପାରିତ ଉକ୍ତ ସଂକଳ୍ପରେ ଉଲ୍ଲିଖିତ ରହିଲା ।

normanised's Meaning in Other Sites