<< nonviolences nonviolent resistance >>

nonviolent Meaning in Odia (Oriya). ( nonviolent ଶବ୍ଦର ଓଡିଆ ଅର୍ଥ)



ଅହିଂସା,

Adjective:

ଅହିଂସା |,

People Also Search:

nonviolent resistance
nonvolatile
nonworking
nonzero
noodle
noodled
noodles
noodling
nook
nook and corner
nookie
nookies
nooks
nooky
noology

nonviolent తెలుగు అర్థానికి ఉదాహరణ:

ସର୍ବଦା ନିରାଡ଼ମ୍ବର ଓ ଉଲଗ୍ନ(ଦିଗମ୍ବର) ରହିଥିଲେ ଏବଂ ଅହିଂସା ପଥ ଅନୁସରଣ କରିଥିଲେ ।

ଯଦିଓ ଆନ୍ଦୋଳନ ଆରମ୍ଭରେ ସେ ଅହିଂସା ନୀତିରେ ବିଶ୍ୱାସ ରଖିଥିଲେ; କିନ୍ତୁ ସାଉଥ ଆଫ୍ରିକାନ କମ୍ୟୁନିଷ୍ଟ ପାର୍ଟି ସହ ମିଶି ୧୯୬୧ରେ "ଉମଖୋଂତ ୱେ ସିଜୱେ" ନାମରେ ଏକ ସଶସ୍ତ୍ର ବାହିନୀ ଗଠନ କରି, ସରକାର ବିରୁଦ୍ଧରେ ବହୁ ବୋମାମାଡ଼ର ନେତୃତ୍ୱ ନେଇଥିଲେ ।

ଆଟଲାଣ୍ଟା, ଜର୍ଜିଆରେ (Atlanta, Georgia) ଜନ୍ମ ଗ୍ରହଣ କରି ନାଗରିକ ଓ ରାଜନୈତିକ ଅଧିକାର (civil rights) ଆନ୍ଦୋଳନ‌କୁ ଅହିଂସା ମାଧ୍ୟମରେ ଆଗେଇ ନେବା ନିମନ୍ତେ ବିଖ୍ୟାତ ଥିଲେ; ଏଥି ନିମନ୍ତେ ସେ ଖ୍ରୀଷ୍ଟିଆନ ବିଶ୍ୱାସ ଓ ମହାତ୍ମା ଗାନ୍ଧୀଙ୍କର ଅହିଂସା ପଥରୁ ପ୍ରେରଣା ପାଇଥିଲେ ।

ସେ ଅହୁରି ମଧ୍ୟ ବିଶ୍ୱାସ କରୁଥିଲେ ଯେ ଜାତୀୟ କଂଗ୍ରେସ ଏକ ସଶସ୍ତ୍ର ବାହିନୀ ଗଠନ କରିବା ଉଚିତ ଏବଂ ଅହିଂସାରେ ବିଶ୍ୱାସ ରଖୁଥିବା ଜାତୀୟ କଂଗ୍ରେସ ନେତା ଆଲବର୍ଟ ଲୁଥୁଲିଙ୍କୁ ମନାଇବାରେ ସଫଳ ହୋଇଥିଲେ ।

| ସମାଜ ସମ୍ବାଦପତ୍ର |ଓଡ଼ିଶା ଲୋକଙ୍କର ଦୁର୍ଦ୍ଦଶା, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ଅହିଂସା ଆନ୍ଦୋଳନ, ମହାତ୍ମା ଗାନ୍ଧୀଙ୍କ ବାର୍ତ୍ତା ଓ ଭାରତୀୟ ଜାତୀୟ କଂଗ୍ରେସର ଆଭିମୁଖ୍ୟ ପ୍ରଚାର ତଥା ଜନସାଧାରଣଙ୍କୁ ଅବଗତ କରାଇବା ନିମନ୍ତେ ସେ ୧୯୧୯ ଅକ୍ଟୋବର ମାସ ୪ ତାରିଖ ଦଶହରା ତିଥିରେ ସାପ୍ତାହିକ "ସମାଜ" ଖବରକାଗଜ ପ୍ରକାଶ କରିଥିଲେ ।

ତାଙ୍କର ଧର୍ମୋପଦେଶ ଚାରୋଟି ନୀତି ଉପରେ ପ୍ରତିଷ୍ଠିତ , ଯଥା : - (୧) ଅହିଂସା , (୨) ସତ୍ୟ, (୩) ଅଚୌର୍ଯ୍ୟ ଏବଂ (୪) ଅପରିଗ୍ରହ , ଅର୍ଥାତ କାହାରିକୁ ହିଂସା କର ନାହିଂ,ମିଥ୍ୟା କହ ନାହିଁ,ଚୋରି କର ନାହିଁ ଏବଂ କୈଣସି ସମ୍ପତ୍ତି ପ୍ରତି ଆସକ୍ତି ରଖନାହିଁ ।

ସେ ଗାନ୍ଧୀଙ୍କ ଅହିଂସା ନୀତିର ଜଣେ ପ୍ରମୁଖ ସମର୍ଥକ ଥିଲେ ଏବଂ ଏହାକୁ ଏକ ରାଜନୈତିକ ଅସ୍ତ୍ର ରୂପେ ବ୍ୟବହାର କରିଥିଲେ ।

|ରାଜନୀତି ଜୀବନ|ସେ ବ‌ହୁତ ଥର ଜେଲ ମଧ୍ୟ ଯାଇଛନ୍ତି, ପ୍ରଥମେ ଦକ୍ଷିଣ ଆଫ୍ରିକା ଓ ପରେ ଭାରତର ସ୍ୱାଧିନତା ସକାଶେ ଅହିଂସାତ୍ମକ ଆନ୍ଦୋଳନ ସମୟରେ ।

ହିନ୍ଦୁଧର୍ମର ମୂଳସତ୍ତ୍ୱ - ସତ୍ୟ,ଅହିଂସା,ଦୟା,କ୍ଷମା ଓ ଦାନ।

|ଉଛେଦ|ଦକ୍ଷିଣ ଆଫ୍ରିକାରେ ମହାତ୍ମା ଗାନ୍ଧୀଙ୍କ ଅହିଂସା ଆନ୍ଦୋଳନ ପରେ ବିଦେଶରେ ରହୁଥିବା ଭାରତୀୟ ଶ୍ରମିକ ମାନେ ତେଜିଲେ ।

ଏଥିପାଇଁ ସେ ମହାତ୍ମା ଗାନ୍ଧୀଙ୍କ ଅହିଂସା ଆର୍ଗକୁ ଅନୁସରଣ କରିଛନ୍ତି।

|ଯମର ବିଭିନ୍ନ ବିଭାଗ ହେଉଛି ଅହିଂସା, ସତ୍ୟ, ଆସ୍ତେୟ, ବ୍ରହ୍ମଚର୍ଯ୍ୟ ଓ ଅପରିଗ୍ରହ ।

 ବ୍ରିଟିଶ ରାଜ ସମୟରେ ଅସ୍ତ୍ର ସ‌ହିତ ଆନ୍ଦୋଳନ କରିଥିବା ବା ଅହିଂସାତ୍ମକ ଆନ୍ଦୋଳନ କରିଥିବା ମହିଳାଙ୍କ ମଧ୍ୟରୁ ଜଣେ।

nonviolent's Usage Examples:

Alexander Fodor wrote: We know that [Tolstoy"s] pacificism, his advocacy of passive resistance to evil through nonviolent means,.


peaceful and nonviolent forms of protest, which include acts of civil disobedience, labour strikes, a military boycott campaign, a pot-banging movement.


Dellinger (August 22, 1915 – May 25, 2004) was an American pacifist and an activist for nonviolent social change.


Revolutionary Pacifist Activity” in Chicago in July 1948 to advocate nonviolent resistance in the service of peace, particularly draft resistance and tax resistance.


Their goal was to form an organization to coordinate and support nonviolent direct action as a method of desegregating bus systems across the South.


Following a political debate with demonstrations and nonviolent initiatives by the Radicals, the Parliament approved the law Nº 224 of 11 July 1998 on Radio broadcasting of Parliament's work and benefits for publishing.


"Give us the ballot and we will quietly and nonviolently, without rancor or bitterness, implement the Supreme Court"s decision of May 17, 1954.


Among his theoretical works are a 1958 pamphlet presenting the case for nonviolent national defense against aggression; and a mathematical formula called.


Nonviolent resistance (NVR), or nonviolent action, is the practice of achieving goals such as social change through symbolic protests, civil disobedience.


The term also refers to those who have been imprisoned or persecuted for the nonviolent expression of their conscientiously held beliefs.


"Suffragette" in the British usage denotes a more "militant" type of campaigner, while suffragettes in the United States organized such nonviolent events.


Pora!) and political party in Ukraine (Yellow Pora!) espousing nonviolent resistance and advocating increased national democracy.


The NAACP viewed the ACAL as a campaign that was a competition to its nonviolent movement.



Synonyms:

unbloody, bloodless,

Antonyms:

aggressive, hostile, bloody,

nonviolent's Meaning in Other Sites