<< nonscheduled nonsectarian >>

nonscientific Meaning in Odia (Oriya). ( nonscientific ଶବ୍ଦର ଓଡିଆ ଅର୍ଥ)



ଅଜ୍ଞାନ,

Adjective:

ଅଜ୍ଞାନ |, ଅସାମାନ୍ୟ,

nonscientific తెలుగు అర్థానికి ఉదాహరణ:

ଅଜ୍ଞାନ ବାଳକ ପୂଜା ପଦ୍ଧତି ସମ୍ବନ୍ଧରେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ ସୁଦ୍ଧା କ୍ଷୀରି ହାଣ୍ଡି ଧରି ଠାକୁରଙ୍କ ପାଖରେ ପହଞ୍ଚି ତାର ଚପଳ ବୁଦ୍ଧି ଓ ଭକ୍ତି ସହକାରେ ଆଖି ବନ୍ଦ କରି ଠାକୁରଙ୍କୁ ଆବାହନ କରିବା ପରେ ଦେଖିଲା ହାଣ୍ଡିରେ କିଛି କ୍ଷୀରି ନାହିଁ ।

|ମହାଭାରତ ଯୁଦ୍ଧରେ ଅର୍ଜୁନଙ୍କୁ ନିମିତ୍ତମାତ୍ର କରି ମାନବ ସମାଜକୁ ଯେଉଁ ସାଂଖ୍ୟଯୋଗ, କର୍ମଯୋଗ, ଜ୍ଞାନଯୋଗ ଓ ଭକ୍ତିଯୋଗ ଶିକ୍ଷାପ୍ରଦାନ କରିଛନ୍ତି,ତାହାକୁ ପାଥେୟ କରି ବିଷୟାସକ୍ତ ଅଜ୍ଞାନ ଜୀବ ନିଜର ସାଧାରଣ ଜୀବନରେ ବାସ୍ତବ ସମସ୍ୟାକୁ ଉପଲବ୍ଧି କରି ନିଜକୁ ଉଦ୍ଧାର କରୁଛନ୍ତି ।

ଏହି ତିନୋଟି ପ୍ରକାରର ବିଳମ୍ବ ହେଲେ :|ବିଳମ୍ବରେ ଯତ୍ନ ଲୋଡ଼ିବା (ଅବହେଳା ବା ଅଜ୍ଞାନତା ଯୋଗୁଁ ବହୁ ସମୟ ପ୍ରତୀକ୍ଷା ପରେ ଯତ୍ନ ଲୋଡ଼ିବା) : ଗର୍ଭବତୀ ମହିଳାଙ୍କ ନିଜର, ପରିବାର ସଦସ୍ୟଙ୍କର, ସାଙ୍ଗସାଥୀଙ୍କର ବା ଅନ୍ୟ କାହାର ନିଷ୍ପତ୍ତିରୁ ଯତ୍ନ ଲୋଡ଼ିବାରେ ବିଳମ୍ବ ଘଟିପାରେ ।

ସାରା ସଂସାରରୁ ଅଜ୍ଞାନରୂପକ ଅନ୍ଧକାରକୁ ଦୂରକରି ଆଲୋକ ପ୍ରଦାନ କରିବା ହେଉଛି ମହାଦୀପ ଉଠାଣର ଉଦ୍ଦେଶ୍ୟ ।

| ହିନ୍ଦୁ ଧର୍ମ |ଅଜ୍ଞାନର ଅନ୍ଧାରରୁ ଜ୍ଞାନର ଆଲୋକକୁ ଯିଏ ଘେନି ଯାଆନ୍ତି ତାଙ୍କୁ ଭାରତୀୟ ପୁରାଣ ଓ ଦର୍ଶନରେ ଗୁରୁ କୁହାଯାଥାଏ ।

ଅଜ୍ଞାନ ବଳୀ ଏହାର ପରିଣାମ ବୁଝିବା ପୂର୍ବରୁ ଦେବୀଙ୍କୁ ଛୁଇଁବାରୁ ମୃତ୍ୟୁବରଣ କରିଥିଲା ।

ସେ ଗାଁ ମାନଙ୍କପାଇଁ ମାଗଣାରେ ସେବା ଦେବାପାଇଁ ଦାତାମାନଙ୍କଠାରୁ, ବିଦ୍ୱାନମାନଙ୍କଠାରୁ, ଅଧିକାରୀମାନଙ୍କଠାରୁ ସହାୟତା ମାଗୁଥିଲେ, ଗାଁ ଲୋକମାନଙ୍କୁ ଅଜ୍ଞାନ ଓ ଲୋଭୀ ମଣିଷ ଠାରୁ ଦୂରରେ ରଖିବା ପାଇଁ ପ୍ରୟାସ କରୁଥିଲେ ।

ସଂସାରରୁ ଅଜ୍ଞାନ ଓ ଅନ୍ଧକାରକୁ ଦୂରକରି ଜ୍ଞାନଲୋକରେ ଦିପ୍ତ କରିବା ସକାଶେ ମା' ଭଦ୍ରକାଳୀ ମହାସରସ୍ୱତୀ ବେଶ ଧାରଣ କରିଥାନ୍ତି ।

ଅଜ୍ଞାନ ଅନ୍ଧକାର ମଧ୍ୟରୁ ତେଜୋମୟ ଦିବ୍ୟଧାମକୁ ବାଟ କଢାଇ ନେବାର ସେ ହେଉଛନ୍ତି ଅଧିଷ୍ଠାତ୍ରୀ ଦେବୀ ।

ଏହାଦ୍ୱାରା ଭୟଭ୍ରାନ୍ତି ଆଦି ଅନ୍ତର୍ମଳ ସ୍ୱତଃ ଝଡିଯିବା ସହିତ ମନୀଷାମଣ୍ଡଳ ବିସ୍ପାରିତ ହୁଏ ଓ ଅଜ୍ଞାନରେ ମୋହଗ୍ରସ୍ତ ଜୀବର ସୁପ୍ତବିବେକରେ ତାତ୍କାଳିକ ଜାଗରଣ ସୃଷ୍ଟି ହୋଇଥାଏ ।

nonscientific's Usage Examples:

Grof has been criticized for furthering nonscientific psychology in the Czech republic.


can be broken down into five basic categories: preconceived notions nonscientific beliefs conceptual misunderstandings vernacular misconceptions factual.


antihormone therapy antiserum therapy aquarium therapy aquatic therapy (nonscientific and scientific forms) aromatherapy art therapy Auger therapy aurotherapy.


It is generally known by the nonscientific names Guinea peanut, French peanut, Saba nut, money tree, and lucky.


such as Raymond Cattell and Richard Lynn on what they considered to be nonscientific grounds.


such as critical anthropomorphism or biocentric anthropomorphism to be nonscientific.


nonscientific assumption that religious believers are either deluded or meretricious, never pausing to consider the evidence not in his favor or the complex.


Swinton pointed to the evidence of fraud in mediumship and Doyle"s nonscientific approach to the subject.


It leads into a discussion of nonscientific claims about the "fourth dimension" in general.


Additionally, "adrafinil is known to a larger nonscientific audience, where it is considered to be a nootropic agent.


It is known by its nonscientific names Malabar chestnut, French peanut, Guiana chestnut, Provision tree.


have been moved from one genus to the other time and again, and in the nonscientific literature assignment to Chrysopa and Chrysoperla can rarely be relied.


Ent’s nonscientific works include a range of topics.



nonscientific's Meaning in Other Sites