<< nominee nomistic >>

nominees Meaning in Odia (Oriya). ( nominees ଶବ୍ଦର ଓଡିଆ ଅର୍ଥ)



ପ୍ରାର୍ଥୀ, ନିଯୁକ୍ତ ବ୍ୟକ୍ତି, ନାମାଙ୍କନ,

Noun:

ନିଯୁକ୍ତ ବ୍ୟକ୍ତି |,

People Also Search:

nomistic
nomocracy
nomogram
nomograms
nomograph
nomographic
nomographs
nomography
nomology
nomos
nomothetic
noms
non
non
non acceptable

nominees తెలుగు అర్థానికి ఉదాహరణ:

ସଂରକ୍ଷିତ ବର୍ଗ (OBC-NCL, ଅନୁସୂଚିତ ଜାତି(SC), ଅନୁସୂଚିତ ଜନଜାତି (ST), ଭିନ୍ନକ୍ଷମ (PD))ର ପ୍ରାର୍ଥୀମାନଙ୍କ ପାଇଁ ସେମାନଙ୍କର ବର୍ଗ ମାନ୍ୟତା ବ୍ୟବହାର କରାଯାଏ ।

|ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ନିହାର ରଞ୍ଜନ ମହାନନ୍ଦଙ୍କଠାରୁ ୨୫୪୭୪ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ଏହାପରେ ପୁଣି ୨୦୦୪ ମସିହାରେ ସ୍ୱାଧୀନ ପ୍ରାର୍ଥୀ ରୂପେ ପ୍ରତିଦ୍ୱନ୍ଦୀତା କରିଥିଲେ ।

୧୯୮୫ ମସିହାର ସେ ପ୍ରଥମଥର ଜନତା ଦଳର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ।

|୨୦୦୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସୁରେନ୍ଦ୍ର ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ସୋର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ ।

|ଗତ ୨୦୧୪ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଚନ୍ଦ୍ରଶେଖର ମାଝୀ ବିଜୁ ଜନତା ଦଳ ପ୍ରାର୍ଥୀ ଅଶୋକ କୁମାର ପାଙ୍ଗୀଙ୍କଠାରୁ ୩୧୩୨୧ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

୨୦୦୦ ମସିହାରେ ଭାରତୀୟ ଜନତା ପାର୍ଟିର ଏବଂ ୨୦୦୯ ଓ ୨୦୧୪ ମସିହାରେ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାଲେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୨ଶ, ୧୪ଶ ଓ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

|୨୦୦୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ।

ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପ୍ରାର୍ଥୀ ନଟବର ବଞ୍ଛୋରଙ୍କୁ ୪୪୫୯ ଖଣ୍ଡ ଭୋଟ୍‌ରେ ପରାସ୍ତ କରି ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ସେ ୧୯୭୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ବ୍ରହ୍ମପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ।

|ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଗୋଲକ ବିହାରୀ ନାୟକ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଭାସ୍କର ମାଢେଇଙ୍କ ଠାରୁ ୮୫୨୯ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।

|ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଅଲେଖ କୁମାର ଜେନା, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ନଳିନୀ କାନ୍ତ ମହାନ୍ତିଙ୍କଠାରୁ ୪,୩୩୫ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।

ବି. ଏସ. ଏମ୍. ଏସ. କାର୍ଯ୍ୟକ୍ରମରେ ନାମଲେଖା ପାଇଁ କେବଳ ନିମ୍ନଲିଖିତ ଛାତ୍ରମାନେ ଆବେଦନ କରିବାକୁ ଯୋଗ୍ୟ ଅଟନ୍ତି:|କିଶୋର ବୈଜ୍ଞାନିକ ପ୍ରୋତ୍ସାହନ ଯୋଜନା (KVPY): ମୌଳିକ ବିଜ୍ଞାନ ଷ୍ଟ୍ରିମର ଯେଉଁ ଛାତ୍ରମାନେ ଚଳିତ ଆଡମିଶନ ବର୍ଷରେ KVPY ଛାତ୍ରବୃତ୍ତି (SA / SX / SB ଷ୍ଟ୍ରିମ୍ ରେ) ଲାଭ କରିଛନ୍ତି, ସେହି ପ୍ରାର୍ଥୀମାନେ ଆଡମିଶନ ପାଇଁ ଆବେଦନ କରିବାକୁ ଯୋଗ୍ୟ ଅଟନ୍ତି ।

nominees's Usage Examples:

In the Canadian structure, unlike its counterparts in Britain and other countries, nominees names are put forward to the governor general by independent committees, which in turn receive nominations from the public, in an attempt to create a non-partisan process that avoids political controversy.


Tensions between the Republicans and Democrats rose dramatically as the Republicans contemplated breaking the filibusters of ten Bush court of appeals nominees (including Saad, McKeague and Griffin) by using the nuclear option.


1 in the list of 2013 BRIT Awards artist nominees.


Republican-controlled 108th Congress, ten Bush judicial nominees were filibustered by the minority Democrats: Miguel Estrada, Priscilla Owen, Charles W.


all the award winners and as many of the nominees as they had room to cram in.


Currently, nominees are determined by single transferable vote within the actors branch of.


Filibuster revisited in the 109th CongressIn April 2006, Senate Republicans began pushing for the confirmation of two controversial conservative Court of Appeals nominees who had not been included in the Gang of 14 deal of 2005: district court judge Terrence Boyle and White House aide Brett Kavanaugh.


About 30 to 40 finalists are culled from the nominees by the walk's founder and director; the finalists are sent to a selection committee of 120 St.


For elective offices at most levels, state-administered primary elections choose the major party nominees.


2008, at the Wayback Machine Singer Anne Murray questions handling of flubbed Juno nominees allmusic ((( Duets: Friends and Legends > Charts " Awards.



Synonyms:

dark horse, campaigner, politico, write-in candidate, politician, pol, running mate, spoiler, candidate, favorite son, write-in, stalking-horse, political leader,

Antonyms:

follower,

nominees's Meaning in Other Sites