<< noisiest noisiness >>

noisily Meaning in Odia (Oriya). ( noisily ଶବ୍ଦର ଓଡିଆ ଅର୍ଥ)



କୋଳାହଳ, ଉଚ୍ଚ ସ୍ୱରରେ, ଚିତ୍କାର, ଶବ୍ଦ ସହିତ,

Adverb:

ଉଚ୍ଚ ସ୍ୱରରେ,

noisily తెలుగు అర్థానికి ఉదాహరణ:

| ରହିବାସ୍ଥାନ |ଶାନ୍ତ କୋଳାହଳ ଶୂନ୍ୟ ପଡ଼ିଆ ଏମାନଙ୍କର ପ୍ରିୟ ସ୍ଥାନ ।

ତାଙ୍କ ଉପନ୍ୟାସ ନିସ୍ତବ୍ଧ କୋଳାହଳ ନିମନ୍ତେ ସେ ୧୯୯୬ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଏକାଡେମୀ ପୁରସ୍କାରରେ ସମ୍ମାନୀତ ।

ସହରାଞ୍ଚଳ ଭଳି ଏହି ଗ୍ରାମଟିରେ କୋଳାହଳ ନାହିଁ ।

|ସୁବିଧା|ଡିଜିଟାଲ ଫୋନରେ ସୃଷ୍ଟି ହେଉଥିବା କିଛି କୋଳାହଳ କମିଯାଉଥିବାବେଳେ ଶୁଣାଯାଉଥିବା ସ୍ୱରର ମାନ କମିଯାଇଥାଏ ।

ଇତିହାସ ଅନୁସାରେ ୧୭୩୦ ମସିହାର ଭାଦ୍ରବ ମାସ ଶୁକ୍ଳପକ୍ଷ ଦଶମ ଦିନ (ମଙ୍ଗଳବାର) ଦିନ ଅମୃତା ଦେବୀ ନିଜ ଘରେ ଥିବା ବେଳେ କିଛି କୋଳାହଳ ଶୁଣିଲେ ।

ଅଳ୍ପ କିଛି ପ୍ରାଚୀନ ବିବରଣୀରେ ଦଦରାହଣା ବସ୍ତିମାନଙ୍କୁ ନୀରବ ବୋଲି ବର୍ଣ୍ଣନା କରାଯାଇଥିବା ବେଳେ ଅଧିକାଂଶ ବସ୍ତିକୁ କୋଳାହଳ ପୂର୍ଣ୍ଣ ବୋଲି କୁହାଯାଇଛି ।

ଆଗତ ଯୋଗିନୀଗଣଙ୍କ କୋଳାହଳରେ ଦେବୀ କେବଳ କଡ଼ ଲେଉଟାଇ ପୁଣି ଶୋଇଲେ ।

|ଫାଇନାଲରେ ମେଚ ରେଫରି ଦର୍ଶକଙ୍କ କୋଳାହଳଦ୍ୱାରା ଟସରେ ଶ୍ରୀଲଙ୍କା ଅଧିନାୟକ କହିଥିବା କଥା ଠିକ ଶୁଣି ପାରିନଥିବାରୁ ଟସ ଆଉଥରେ ହେଇଥିଲା ।

|ଜଗନ୍ନାଥ ଦାସ ସଂସାର କୋଳାହଳ ବର୍ଜ୍ଜିତ ସମୁଦ୍ରତୀରବର୍ତ୍ତୀ ବାଲୁକାମୟ ଭୂମିରେ ଏକ ନିର୍ଜନ ଭଜନ କୁଟୀର ସ୍ଥାପନ କଲେ ।

ବିଭିନ୍ନ ବନ ପଶୁ ଓ ପକ୍ଷୀଙ୍କ କୋଳାହଳ ଶବ୍ଦରେ ପ୍ରକମ୍ପିତ ହୋଇଉଠୁଥୁଲା ସମ୍ପୂର୍ଣ୍ଣ ପରିବେଶ ।

ଏହି ଯନ୍ତ୍ର ଔଦ୍ୟୋଗିକ କୋଳାହଳ ମାପିବାରେ ମଧ୍ୟ ବ୍ୟବହୃତ ହୁଏ ।

ସନ୍ଧ୍ୟା ପରେ ଯୁଦ୍ଧ ନ କରିବାର ପରମ୍ପରା ଥିବା ଯୋଗୁ କୌରବ ସେନା ଜୟଦ୍ରଥଙ୍କୁ ରଷ୍ୟା କରିପାରିଛୁ ଭାବି ଆନନ୍ଦାରେ କୋଳାହଳ କଲେ ଓ ଅର୍ଜୁନ ଆତ୍ମଦାହ କରିବେ ବୋଲି ଭାବିଲେ ।

noisily's Usage Examples:

When approaching the valley, the crusaders marched noisily and were immediately subjected to a hail of arrows.


Heliodorus noisily rushed into the nave, slinking away along the pews to spellbind and confound the believers engrossed in the Sunday rite.


materials to strike the keys pedal noises multiphonics harmonics pitch bends ("lipping") noisily activating keys without blowing combination of a mouthpiece of.


purses and umbrellas, and it would become impossible not to walk along noisily, but they are said to disappear upon relaxing one"s ki.


*tʃin to throw *tʃitot country, to plant *tʃiw (to be) cold *tʃok to suck "noisily", to make a "sucking" sound *tʃom to step; to insist pisar, bater o pé.


English name because of the habit of some species of tapping and pecking noisily on tree trunks with their beaks and heads.


A lip-smack in the non-percussive sense of the lips noisily parting would be [ʬ↓].


spends the daylight hours buried in the sand, emerging at night to fly noisily around in search of mates and food.


The nest and young are defended noisily and aggressively against all intruders, up to and including horses and.


needs none of the hype with which this film relentlessly and noisily belabours us", concluding that the film is "tosh".


dugout in the 11th inning, Youppi! took a running leap, landing hard and noisily on its roof, and then sneaked into a front row seat.


Angeles Times called it "a poorly plotted, indifferently directed, noisily overacted movie" that nevertheless "will probably do well" on the strength of the.


But one still deplores the over-joviality of a commentary which noisily relishes the prospect of animals killing.



noisily's Meaning in Other Sites