<< nobel nobelist >>

nobel prize Meaning in Odia (Oriya). ( nobel prize ଶବ୍ଦର ଓଡିଆ ଅର୍ଥ)



ନୋବେଲ ପୁରସ୍କାର, ନୋବେଲ ପୁରସ୍କାର,

Noun:

ନୋବେଲ ପୁରସ୍କାର,

nobel prize తెలుగు అర్థానికి ఉదాహరణ:

| ଆଧାର |ଔଷଧ ଏନରିକୋ ଫେରମିଂ (୨୯ ସେପ୍ଟେମ୍ବର ୧୯୦୧ – ୨୮ ନଭେମ୍ବର ୧୯୫୪) ନୋବେଲ ପୁରସ୍କାର ପାଇଥିବା ଜଣେ ଇଟାଲିଅନ ପଦାର୍ଥ ବିଜ୍ଞାନୀ।

| ଆଧାର |୧୮୫୭ ଜନ୍ମ|୧୯୩୨ ମୃତ୍ୟୁ|ଚିକିତ୍ସା ବିଜ୍ଞାନ|ନୋବେଲ ପୁରସ୍କାର ଅଲ ଇଣ୍ଡିଆ ରେଡ଼ିଓ (AIR, ସରକାରୀ ଭାବେ ଆକାଶବାଣୀ ନାମରେ ପରିଚିତ, ଅର୍ଥ ଆକାଶର ବାଣୀ), ଭାରତର ଜାତୀୟ ଆଞ୍ଚଳିକ ରେଡ଼ିଓ ପ୍ରସାରଣ ସେବା ଓ ପ୍ରସାର ଭାରତୀର ଏକ ଅଂଶ ।

ନୋବେଲ ପୁରସ୍କାର ପ୍ରାପ୍ତ କବି  ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ତାଙ୍କ କବିରା " ପଞ୍ଚ ଭୁତ "ରେ ବିଶ୍ଳେଷଣ କରିଛନ୍ତି ଯେ ମଣିଷର ମନ ଆଲୋକ , ରଙ୍ଗ , ଶବ୍ଦ , ଗତିର ପ୍ରତିକ୍ରିୟା , ସୂର୍ଯ୍ୟ , ଚନ୍ଦ୍ର ଓ ତାରା ପ୍ରତି ସ୍ୱାଭାବିକ ଭାବରେ ସମ୍ବେଦନଶୀଳ ରହିଥାଏ | ପଞ୍ଚ ମନ୍ଦିର |ଥିରୁଭାନ୍ନାମଲାଇ ମନ୍ଦିରରେ ଭଗବାନ ଶିବ ନିଜକୁ ଏକ ପ୍ରବଳ ଅଗ୍ନିଶିଖା ଭାବରେ ପ୍ରକଟ କରିଥିଲେ ।

ବର୍ତ୍ତମାନ ଏଠାରେ ରବୀନ୍ଦ୍ର ଭାରତୀୟ ବିଶ୍ୱବିଦ୍ୟାଳୟ ଅଧୀନରେ ସଂଗ୍ରହାଳୟ ଭାବରେ ରହିଛି ସାହିତ୍ଯ  ରେ ନୋବେଲ ପୁରସ୍କାର ପାଇଥିବା ରବୀନ୍ଦ୍ରନାଥ ଠାକୁର ଏହି ଗୃହରେ ବାଲ୍ୟକାଳ ଅତିବାହିତ କରିବା ପରେ 1941 ମସିହାରେ ପରଲୋକ ଗମନ କରିବା ଯାଏ ରହୁଥିଲେ ।

|୧୯୨୦ ମସିହା ପରଠାରୁ ବ୍ୟାଣ୍ଟିଂ ଓ ବେଷ୍ଟ ଇନସୁଲିନ ଆବିଷ୍କାର କରି ନୋବେଲ ପୁରସ୍କାର ପାଇସାରିବା ପରେ ପ୍ରାୟ ଦଶ ଜଣରୁ ଉର୍ଦ୍ଧ ବୈଜ୍ଞାନିକ ଡାଇବେଟିସ ରୋଗଉପରେ ଗବେଷଣାରେ ନୋବେଲ ପୁରସ୍କାର ପାଇସାରିଲେଣି ।

|ଆଧାର|ବାହାର ତଥ୍ୟ|ଜୀବିତ ବ୍ୟକ୍ତି|ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି|ନୋବେଲ ପୁରସ୍କାର ଆମାଜନ୍ ଆଡ୍‌ଭେଞ୍ଚର୍, ୨୦୧୮ରେ ଓଡ଼ିଆ ଭାଷାରେ ଡବିଂ କରାଯାଇ ମୁକ୍ତିଲାଭ କରିଥିବା ବଙ୍ଗଳା କଥାଚିତ୍ର ।

ନୋବେଲ ପୁରସ୍କାର ଶାନ୍ତି, ଅର୍ଥଶାସ୍ତ୍ର, ଚିକିତ୍ସା ବିଜ୍ଞାନ, ରସାୟନ ବିଜ୍ଞାନ ଓ ଭୌତିକ ବିଜ୍ଞାନ କ୍ଷେତ୍ରରେ ଉତ୍କର୍ଷତା ପ୍ରଦର୍ଶନ ପାଇଁ ସର୍ବଶ୍ରେଷ୍ଠ ବ୍ୟକ୍ତି କିମ୍ବା ଅନୁଷ୍ଠାନକୁ ଦିଆଯାଇଥାଏ ।

ତାଙ୍କ ପିତା ଉପେନ୍ଦ୍ରନାଥଙ୍କ ସାନ ଭାଇ ଧିରେନ୍ଦ୍ରନାଥ ଜଣେ ସଫଳ ଫିଲ୍ମ ନିର୍ଦ୍ଦେଶକ ହୋଇପାରିଥିଲେ ଓ ଅନନ୍ୟ ଜଣେ ଭାଇ ନାଗେନ୍ଦ୍ରନାଥ ନୋବେଲ ପୁରସ୍କାର ବିଜେତା ରବୀନ୍ଦ୍ରନାଥ ଠାକୁରଙ୍କ ଏକ ମାତ୍ର କନ୍ୟା ମୀରା ଦେବୀଙ୍କୁ ବିବାହ କରି ତାଙ୍କର ଜାମାତା ହେଇଥିଲେ  ।

|ଗ୍ରନ୍ଥାବଳୀ|ଆଧାର|୧୯୩୩ ଜନ୍ମ|ଜୀବିତ ବ୍ୟକ୍ତି|ଭାରତୀୟ ଦାର୍ଶନିକ|ନୋବେଲ ପୁରସ୍କାର ଶ୍ରୀମନ୍ଦିରରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ପୁରୁଣା ଶରୀର ତ୍ୟାଗ କରି ନୂତନ ଶରୀର ଧାରଣ କରିବାକୁ ନବକଳେବର କୁହାଯାଇଥାଏ ।

ଦୁଇଟି ନୋବେଲ ପୁରସ୍କାର ପାଇବାରେ ସେ ହେଉଛନ୍ତି ପ୍ରଥମ ଓ ଏକମାତ୍ର ବ୍ୟକ୍ତି ।

Synonyms:

laurels, award, accolade, honor, honour,

Antonyms:

infamy, disesteem, dishonor, disrepute, reject,

nobel prize's Meaning in Other Sites