nizam Meaning in Odia (Oriya). ( nizam ଶବ୍ଦର ଓଡିଆ ଅର୍ଥ)
ନିଜାମ, ହାଇଦ୍ରାବାଦର ଶାସକ,
Noun:
ପୋଷ୍ଟ କରାଯାଇଛି,
People Also Search:
nizamatnm
nne
nnw
no
no account
no ball
no bed of roses
no count
no doubt
no end
no fault automobile insurance
no fault insurance
no go area
no goal
nizam తెలుగు అర్థానికి ఉదాహరణ:
ଗୀତଗୁଡ଼ିକ ରଚନା କରିଥିଲେ ନିର୍ମଳ ନାୟକ ଏବଂ ନିଜାମ ।
ନିଜାମ, ଶୀର୍ଷାନନ୍ଦ ଦାସ କାନୁନ୍ଗୋ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।
ସେ ବର୍ତ୍ତମାନ ନୂଆ ଦିଲ୍ଲୀର ନିଜାମୁଦ୍ଦିନଠାରେ ଅବସ୍ଥାନ କରୁଛନ୍ତି ।
ଗୀତିକାର ନିର୍ମଳ ନାୟକ ଓ ନିଜାମ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।
ଆଙ୍ଗ୍ଲୋ-ମହିଶୁର ଯୁଦ୍ଧ ଏକାଦଶ ଶତାବ୍ଦୀର ଶେଷ ତିନି ଦଶନ୍ଧି ମଧ୍ୟରେ ଗୋଟିଏ ପଟେ ମହିଶୁର ରାଜ୍ୟ ଏବଂ ଅନ୍ୟ ପକ୍ଷରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ (ମୁଖ୍ୟତଃ ମାଡ୍ରାସ ପ୍ରେସିଡେନ୍ସିଦ୍ୱାରା ପ୍ରତିନିଧିତ୍ବ), ମରାଠା କନଫିଡେରେସି ଏବଂ ହାଇଦ୍ରାବାଦର ନିଜାମଙ୍କ ମଧ୍ୟରେ ହୋଇଥିଲା ।
ସଙ୍ଗୀତକାର ଅସଦ ନିଜାମ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ନିଜାମ, ରବିନ୍ଦ୍ର ସାହୁ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।
ଇସଲାମ ସମ୍ପ୍ରଦାୟର ଏହି ପ୍ରମୁଖ କବରଖାନାରେ ତତ୍କାଳୀନ ଓଡ଼ିଶାର ଡେପୁଟି ନିଜାମ ନବାବ ମହମ୍ମଦ ଟିକା ଖାଁଙ୍କର କବର ଅଛି ମରହଟ୍ଟା ରାଜୁତି ସମୟର ଦୁଇ ସେନାଧ୍ୟକ୍ଷ ୧୭୭୦ ଖ୍ରୀଷ୍ଟାବ୍ଦରେ ଦେହତ୍ୟାଗ କରିଥିବା ଫତେ ଖାଁ ଓ ୧୭୭୬ ଖ୍ରୀଷ୍ଟାବ୍ଦରେ ଦେହତ୍ୟାଗ କରିଥିବା ଆଜମ ଖାଁଙ୍କର କବର ମଧ୍ୟ ଏଥିଏରେ ରହିଛି ।
| ଅଭିନୟ |ବୁଲୁ|ଲିପ୍ସା ମିଶ୍ର|ମହାଶ୍ୱେତା ରାୟ|ପିଣ୍ଟୁ ନନ୍ଦ|ଜୀବନ ପଣ୍ଡା|ଗୁଡ୍ଡୁ| କାହାଣୀ | ଗୀତ ଏବଂ ସଙ୍ଗୀତ |ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅସଦ ନିଜାମ ।
ନିଜାମ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।
|ଔପନିବେଶିକ ଶାସନ କାଳରେ ଅଜନ୍ତା ଗୁମ୍ଫା ହାଇଦ୍ରାବାଦ ନିଜାମଙ୍କ ରାଜ୍ୟର ସୀମା ମଧ୍ୟରେ ରହିଥିଲା ଓ ଇଂରେଜ ଶାସନାଧୀନ ଭାରତର ଅଂଶ ନଥିଲା ।
ଅରୁଣ ମନ୍ତ୍ରୀ, ନିର୍ମଳ ନାୟକ, ନିଜାମ୍ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।
ଗୀତିକାର ନିଜାମ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।
nizam's Usage Examples:
Cease the implementation of the nizam military reforms.
Rumelian instability and Bosnian uprising In the late 1820s, Sultan Mahmud II reintroduced a set of reforms that called for further expansion of the centrally controlled army (nizam), new taxes and more Ottoman bureaucracy.
Serbian–Montenegrin unionism (Serbian: Српско-црногорски унионизам, romanized: Srpsko-crnogorski unionizam) is a political ideology which arose during.
نظام zamīndāri nizam) usually refers to the power and influence of large landowning families, particularly through very large estates and in more remote areas.
(محمدجان خٹک) Senior member of khwara pakhto adabi tolana (nizampur).
The nizamat consisted of five eastern tehsils.
Bahraich formed a nizamat under the Nawabs of Awadh.
Sometime after 1827, it became joined with Gonda into a single nizamat.
Reni was the headquarters of the nizamat and the tehsil of the same name in the state of Bikaner in Rajputana.
WorksPredsjednik protiv predsjednika, 2005Tuđmanizam i mesićizam - predsjednik protiv predsjednika, 2.