<< niger river nigerian >>

nigeria Meaning in Odia (Oriya). ( nigeria ଶବ୍ଦର ଓଡିଆ ଅର୍ଥ)



ନାଇଜେରିଆ,

nigeria తెలుగు అర్థానికి ఉదాహరణ:

| ଇତିହାସ | ଭୂଗୋଳ | ଧର୍ମ | ପ୍ରଶାସନିକ ବିଭାଜନ | ଭାଷା |ଆଧାର| ବାହାର ତଥ୍ୟ |Cook Islands Government|Chief of State and Cabinet Members|Cook Islands from UCB Libraries GovPubs|ଦେଶ ଅବୁଜା ସହର ନାଇଜେରିଆ ଦେଶର ରାଜଧାନୀ ।

ସ୍ନାତକ ହେବା ପରେ ସେ ନାଇଜେରିଆନ ବ୍ରଡ଼କାଷ୍ଟିଙ୍ଗ ସର୍ଭସରେ ଯୋଗ ଦେଇଥିଲେ ଓ ଲାଗୋସ (Lagos) ମେଟ୍ରୋପଲିସକୁ ଯାଇଥିଲେ ।

ଅଧୁନା ୨୦୧୪ ମସିହାରେ ଏହି ରୋଗର ସବୁଠାରୁ ବଡ଼ ‘ପଶ୍ଚିମ ଆଫ୍ରିକା ଇବୋଲା ମଡକ’ ପ୍ରସାର ଲାଭ କରି ଗିନି/ Guinea, ସିଏରା ଲିଓନ/Sierra Leone , ଳିବେରିଆ/ Liberia ଓ ନାଇଜେରିଆକୁ/Nigeria ବ୍ୟାପିଛି ।

ବିଂଶ ଶତାବ୍ଦୀରେ ୧୯୦୫ରୁ ୧୯୦୮ ମଧ୍ୟରେ ନାଇଜେରିଆ ଓ ଘାନାରେ ମହାମାରୀ ହୋଇଥିବା ଲିପିବଦ୍ଧ ହୋଇଛି ।

|ଉତ୍ତର ନାଇଜେରିଆ ଏକ ସମୟରେ ପୋଲିଓ ମୁକ୍ତ ବୋଲି ଧରା ଯାଉଥିବା ବେଳେ ସେଠାରେ ଏକ ମୁସ୍‌ଲିମ ଫତବା ଜରି କୁହାଗଲା ଯେ ପୋଲିଓ ବୁନ୍ଦା ଦେଇ ଆମେରିକା ଓ ୟୁ.ଏନ୍.ଓ. ଲୋକମାନଙ୍କୁ ବନ୍ଧ୍ୟା କରୁଛନ୍ତି ।

|ଆଧାର|ବାହାର ଆଧାର|ହିନ୍ଦୀ କଥାଚିତ୍ର|ଟାଇଗର ପ୍ରକଳ୍ପ ଗଣସମ୍ପାଦନା ୨୦୧୮ ଅନ୍ତର୍ଗତ ଗଢ଼ା ଯାଇଥିବା ପ୍ରସଙ୍ଗ ଚିନୁଆ ଆଚେବେ (Chinua Achebe (, ଜନ୍ମ ନାମ|ଆଲବର୍ଟ ଚିନୁଆଲୁମୋଗୁ ଆଚେବେ/ Albert Chinụalụmọgụ Achebe, ନଭେମ୍ବର ୧୬, ୧୯୩୦-ମାର୍ଚ୍ଚ ୨୧, ୨୦୧୩) ଜଣେ ନାଇଜେରିଆ ଅଧିବାସୀ ଥିଲେ ଓ ସେ ଉପନ୍ୟାସକାର (novelist), କବି (poet), ପ୍ରଫେସର (professor) ଓ ସମାଲୋଚକ (critic) ଥିଲେ ।

୧୯୯୩-୯୫ ମସିହା ଯାଏଁ ସେ ନାଇଜେରିଆର ରାଷ୍ଟ୍ରଦୂତ ଭାବରେ କାମ କରିଥିଲେ ।

ଏବେକାର ସଭ୍ୟ ଦେଶମାନଙ୍କର ନାମ ଆଲଜେରିଆ, ଆଙ୍ଗୋଲା Angola, ଇକ୍ୱାଡୋର, ବିଷୁବରେଖୀୟ ଗିନି, ଗାବନ Gabon, ଇରାନ, ଇରାକ , କୁଏତ, Libya, ନାଇଜେରିଆ, ଦି ରିପବ୍ଲିକ ଅଫ କଙ୍ଗୋ (the Republic of the Congo), ସାଉଦି ଆରବ (ବାସ୍ତବ ନେତା), ୟୁନାଇଟେଡ଼ ଆରବ ଏମିରଟ, ଓ ଭେନେଜୁଆଲା Venezuela ।

  "ଇଣ୍ଟରନେସନାଲ ଲେପ୍ରସି ଆସୋସିଏସନ"ର ବିଶେଷଜ୍ଞ ଭାବରେ ସେ ଜାପାନ ଓ ନାଇଜେରିଆ ଆଦି ରାଷ୍ଟ୍ରରେ ମଧ୍ୟ କାମ କରିଥିଲେ ।

nigeria's Usage Examples:

com/football/2016/mar/25/diaster-avoided-nigeria-egypt "Dare pledges to revive facilities, commends handlers.


com/2018/05/05/policy-brief-4718-nigerian-elite-indorse-democracys-uncertainties/.


ng/news/nigeria/nigerian-air-force-redeploys-2-aocs-27-senior-officers-164818/amp Category: Nigerian politics v t e.



Synonyms:

Africa, Zaria, Katsina, Yerwa-Maiduguri, Niger River, Abuja, Federal Republic of Nigeria, Lagos, Ibadan, Niger, Maiduguri, capital of Nigeria, Nigerian capital, Nigerian,

nigeria's Meaning in Other Sites