<< ngana ngoing >>

ngo Meaning in Odia (Oriya). ( ngo ଶବ୍ଦର ଓଡିଆ ଅର୍ଥ)



ଏନଜିଓ,

Noun:

ଏନଜିଓ,

People Also Search:

ngoing
ngonis
ngultrum
ngultrums
nguni
ngunis
ngwee
nhandu
nhandus
niacin
niagara
niagara falls
niagara river
niall
nias

ngo తెలుగు అర్థానికి ఉదాహరణ:

ପରେ ସେ ଏନଜିଓ ମାଧ୍ୟମରେ ରିଓ ପାଇଁ ଓଲିଓମ୍ପିକ ଗୋଲ୍ଡର ଅନୁସନ୍ଧାନ କରିଥିଲେ ।

|ଏନଜିଓ |କଲେଜରେ ପାଠ କରୁଥିବା ବେଳେ ସେ ଅନେକ ଏନଜିଓରେ ଯୋଗଦାନ କରି ପରାମର୍ଶ ସେବା (କାଉନସେଲିଂ) କରୁଥିଲେ ।

ଏହିପରି ଭାବରେ ୨୦୧୧ ମସିହାରେ ତାଙ୍କ ନିଜସ୍ୱ ଅନୁଭୂତିକୁ ନେଇ ସେ ସାରଥି ଟ୍ରଷ୍ଟ ଏନଜିଓ ସ୍ଥାପନ କରିଥିଲେ ।

ଜୈବିକ କୃଷି ପଦ୍ଧତିର ପ୍ରସାର ପାଇଁ ସେ ୧୯୯୦ ମସିହାରେ ସମ୍ଭବ ନାମକ ଏକ ଏନଜିଓ ପ୍ରତିଷ୍ଠା କରିଥିଲେ ।

| ଆଧାର |ଚିକିତ୍ସା ବିଜ୍ଞାନ|Translated from MDWiki ସୁନିତା ଦନୁୱାର (ଜନ୍ମ ଜୁଲାଇ ୧୬, ୧୯୭୭) ଜଣେ ନେପାଳୀ ମାନବ ଅଧିକାର କର୍ମୀ (ମହିଳା) ଯିଏ ସୁନିତା ଫାଉଣ୍ଡେସନ ଓ ନେପାଳରେ ‘ଶକ୍ତି ସମୂହ’ ନାମକ ଏକ ଅଣ-ସରକାରୀ ସଂଗଠନ (ଏନଜିଓ) ମଧ୍ୟ ସ୍ଥାପନ କରିଛନ୍ତି ଯାହା ଭାରତର ବେଶ୍ୟାଳୟରୁ ଉଦ୍ଧାର କରାଯାଇଥିବା ମହିଳାମାନଙ୍କଦ୍ୱାରା ପରିଚାଳିତ ହେଉଛି ଓ ସେମାନେ ମାନବ ଚାଲାଣ ବିରୁଦ୍ଧରେ କାମ କରୁଛନ୍ତି ।

ଉଷା ଅନନ୍ତସୁବ୍ରମଣ୍ୟନ (ସିଏମଡି)ଙ୍କ କହିବା ଅନୁସାରେ, ଏହି ବ୍ୟାଙ୍କ ଏନଜିଓମାନଙ୍କ ମିଳିତ ସହଯୋଗରେ, ଆଂଚଳିକସ୍ତରର ମହିଳାମାନଙ୍କୁ ବ୍ୟବସାୟିକ ରୋଜଗାର ଯଥା ଖେଳଣା ତିଆରି, ଟ୍ରାକ୍ଟର ଚାଳନ କିମ୍ବା ମୋବାଇଲ ମରାମତି ଆଦିରେ ପ୍ରଶିକ୍ଷଣ ନିଯୋଜନ କରିବାରେ ଯୋଜନା କରନ୍ତି ।

ଗ୍ରାମରେ ତିନୋଟି କଲ୍ୟାଣୀ କ୍ଲବ ତିନୋଟି ଯୁବକ ସଙ୍ଘ ଓ ଦୁଇଟି ଏନଜିଓ କାର୍ଯ୍ୟାଳୟ ଅଛି ।

ରବି ଶଂକର ସ୍ଥାପନା କରିଥିବା ଦ ଇଣ୍ଟରନାସନାଲ ଆସୋସିଏସନ ଫର ହ୍ୟୁମାନ ଭଲ୍ୟୁଜ ଏକ ସହଯୋଗୀ ଏନଜିଓ ଯାହା ମାନବିକ ମୂଲ୍ୟବୋଧକୁ ତୃଣମୂଳ ସ୍ତରରୁ ଉନ୍ନତ କରିବାକୁ ଦୃଷ୍ଟି ଦିଏ ।

|ମାନବ ପ୍ରେମୀ|ଲୁଥ୍ରା ଏନଜିଓ "ଖୁସୀ"ର କୁଳପତି, ଯାହାର ଏକ ଟେଲି ମେଡିସିନ କେନ୍ଦ୍ର , ୩୦୦୦ ପିଲାଙ୍କୁ ମଧ୍ୟାହ୍ନ ଭୋଜନର ସୁବିଧା ସହ ଏକ ପ୍ରତିକାର ବିଦ୍ୟାଳୟ ଏବଂ ଏକ ବୃତ୍ତିଗତ ତାଲିମ ସୁବିଧା ରହିଛି ।

|ସାହିତ୍ୟ ସର୍ଜନା|ପିତୃତତ୍ତ୍ୱ ଓ ଲିଙ୍ଗବୌଷମ୍ୟ ବାବଦରେ ସେ ଲେଖିଥିବା ବହି ସବୁ ୩୦ଟି ବିଭିନ୍ନ ଭାଷାରେ ଅନୁବାଦିତ ହୋଇଛି ଓ ବିଭିନ୍ନ ଏନଜିଓ ଏହି ପୁସ୍ତକ ଗୁଡ଼ିକୁ ନିଜ କାମରେ ବ୍ୟବହାର କରିଛନ୍ତି ।

| ଆଧାର |୧୯୩୭ ଜନ୍ମ|୧୯୦୨ ମୃତ୍ୟୁ|ଲେଖକ ଦ ଆର୍ଟ ଅଫ ଲିଭିଂ ଫାଉଣ୍ଡେସନ ଏକ ସ୍ୱେଚ୍ଛାସେବୀ ମାନବବାଦୀ ଶୈଖିକ ବେସରକାରୀ ଅଣଲାଭକାରୀ ସଂସ୍ଥା(ଏନଜିଓ) ଅଟେ ।

ତାଙ୍କ ନାତୁଣୀ ଐଶାଣୀ ଅଗ୍ନୀ ମୁମ୍ବାଇଠାରେ ସୁମନଙ୍କ ନାମରେ ଏକ ଏନଜିଓ ସଂସ୍ଥା ସ୍ଥାପନ କରିଛନ୍ତି ।

ଏହି ମାମଲାରେ ଅନ୍ୟ ଆବେଦନକାରୀମାନେ ଥିଲେ ପଞ୍ଜୀକୃତ ସଂସ୍ଥା ତଥା ଏନଜିଓ ପୂଜା ମାତା ନାସିବ କୌର ଜୀ ମହିଳା କଲ୍ୟାଣ ସମିତି ଏବଂ ହିଞ୍ଜଡ଼ା ମାନଙ୍କ ସାମାଜିକ ଅଧିକାର ପାଇଁ ଲଢୁଥିବା ଏକ ମାନବାଧିକାର କର୍ମୀ ଲକ୍ଷ୍ମୀ ନାରାୟଣ ତ୍ରିପାଠୀ ।

ngo's Usage Examples:

Meningococcal myelitis is a disorder of the myelin sheath, which is a primary actor in the central nervous system.


a correct and accepted spelling, but much less common than "salpingo-oophorectomy.


In an episode of Scooby-Doo! Mystery Incorporated titled Battle of the Humungonauts, the episode parodies the film by featuring two hairy creatures similar in appearance to Sanda and Gaira, riffing the film's title and even featuring a cover of Kipp Hamilton's song The Words Get Stuck in My Throat.


ArmorThe basic armor of the Mongol fighting man consisted of a heavy coat fastened at the waist by a leather belt.


One who calls a "falsie" genuinely believes he/she has a bingo.


" The theme may be the struggle of form to emerge from formlessness using Leopardi"s sense of the world as mud (E fango è il mondo) and therefore.


In 1954, Don Juan was constituted as a barrio from the sitios of Lungos ng Parang, Kulit, Lumampao, Pisa, Napapanayan and Lagundian.


The Carrie mango turns slight yellow when ripe, but what it lacks in color, it makes up in taste.


netMusical keysMajor scales Kibungo was a south-eastern province of Rwanda known for its production of bananas.


In the Santo Domingo Affair, the two ships bombarded the city and sent a landing party ashore on 11 February.


Commercial operationThe ship arrived in New York 22 February 1931 and began her working career with a maiden voyage from New York to San Juan, Puerto Rico and Santo Domingo, Dominican Republic which would become her regular scheduled route.



Synonyms:

AA, UTN, Red Cross, CORE, Umma Tameer-e-Nau, foreign mission, missionary station, citizens committee, National Trust, denomination, Alcoholics Anonymous, committee, mission, organization, missionary post, NT, Congress of Racial Equality, Salvation Army, organisation, nongovernmental organization,

Antonyms:

nonalignment, finish, inactivity,

ngo's Meaning in Other Sites