newsdealers Meaning in Odia (Oriya). ( newsdealers ଶବ୍ଦର ଓଡିଆ ଅର୍ଥ)
ସମ୍ବାଦଦାତା,
କେହି କେହି ଖବରକାଗଜ ବିକ୍ରି କରନ୍ତି |,
Noun:
ଖବରକାଗଜ ବିକ୍ରେତା |,
People Also Search:
newsednewses
newsflash
newsflashes
newsgroup
newsgroups
newshound
newshounds
newsier
newsiest
newsiness
newsing
newsless
newsletter
newsletters
newsdealers తెలుగు అర్థానికి ఉదాహరణ:
ସେହି ମେରେ ସେ ପୋଷ୍ଟଡ଼ାମ କନଫରେନ୍ସ ଓ ଅନ୍ୟାନ୍ୟ ଖବର ଲାଗି ସମ୍ବାଦଦାତା ରୂପେ କାର୍ଯ୍ୟ କରିଥିଲେ ।
ଆକସ୍ମିକ ଭାବରେ, ସେ ହିଁ ଏକମାତ୍ର ସମ୍ବାଦଦାତା ହିସାବରେ ଶକ୍ତିମାନଙ୍କ ମୌଖିକ ବାର୍ତ୍ତା ନେଉଥିଲେ, କାରଣ ଗଙ୍ଗାଧର ତାଙ୍କର ସବୁ ଅଭିଯାନରେ ଚିତ୍ରୋତ୍ତଳକ ଭାବେ ସଙ୍ଗତି ପ୍ରଦାନ କରୁଥିଲେ ।
୧୯୩୪ରେ ସେ ଗାନ୍ଧିଜୀଙ୍କ ଛୁଆଁ ଅଛୁଆଁ ଭେଦଭାବ ବିରୋଧରେ ପଦଯାତ୍ରାରେ ଭାଗନେଇ "ସମାଜ"ର ବିଶେଷ ସମ୍ବାଦଦାତା ଭାବରେ ବିସ୍ତୃତ ବିବରଣୀ ପଠାଉଥିଲେ ।
ମଣ୍ଡେଲା ଅନ୍ୟ ସମ୍ବାଦଦାତାଙ୍କ ସହିତ ଗୋପନରେ ସାକ୍ଷାତ କରି ଏହା ଜଣେଇଦେଇଥିଲେ ଯେ ପ୍ୟାନ-ଆଫ୍ରିକାନ-କଂଗ୍ରେସର ପୋକୋ ଗୋଠସହ ମିଶି ଅଣ-ଅପାର୍ଥିଡ଼ ମାନେ ଏକ ବଡ଼ ବିପ୍ଳବ କରିବେ ।
"|ଏପ୍ରିଲ ୧୯୪୫ରେ କେନେଡ଼ିଙ୍କ ପିତା, ନିଜ ବନ୍ଧୁ ୱିଲିୟମ ରାଣ୍ଡୋଲ୍ଫ ହର୍ଷ୍ଟଙ୍କ ମାଧ୍ୟମରେ କେନେଡ଼ିଙ୍କୁ ହର୍ଷ୍ଟ ସମ୍ବାଦପତ୍ର ଗ୍ରୁପରେ ସମ୍ବାଦଦାତା ରୂପେ ନିଯୁକ୍ତ କରାଇଲେ ।
ଅଧୁନା ଅଲିନେଜାଦ ଭିଓଏ-ପିଏନଏନ ସେବାର ଉପସ୍ଥାପକ ତଥା ପ୍ରଯୋଜକ, ରେଡିଓ ଫାରଦାର ସମ୍ବାଦଦାତା, ମନୋଟୋ ଟେଲିଭିଜନର ସହାୟକ ଓ ଇରାନଓୟାରର ସହାୟକ ସମ୍ପାଦକ ଅଛନ୍ତି ।
|ଚରିତ୍ର|ମୂଖ୍ୟ ଚରିତ୍ର|ଗୀତା ବିଶ୍ୱାସ|ଗୀତା ବିଶ୍ୱାସ (ବୈଷ୍ଣବୀ ମହନ୍ତ, ପୂର୍ବରୁ କୀଟୁ ଗିଡଓ୍ବାନୀ), ଯେ କି ଏହି ଧାରାବାହିକର ମୁଖ୍ୟ ମହିଳା ଚରିତ୍ର, ଆଜ କି ଆଓ୍ବାଜ ସମ୍ବାଦପତ୍ରରେ ଜଣେ ସାହସୀ ସମ୍ବାଦଦାତା ରୂପେ କାର୍ଯ୍ୟ କରୁଥିଲେ ।
ଅଳ୍ପ କିଛି ସପ୍ତାହ ପରେ, ସେ ଗୀତାଙ୍କ ସାଥୀରେ ସହ-ସମ୍ବାଦଦାତା ଭାବେ କାର୍ଯ୍ୟ କଲେ ।
ପରେ ପତ୍ରିକାରେ କାମ କରିବା ସହ ଏକ ସମୟରେ, ସେ ଗଙ୍ଗାଧରଙ୍କ ସହ ଏକାଠି ହୋଇ କେ ଆର ଟିଭିରେ ସମ୍ବାଦଦାତା ହିସାବରେ ଯୋଗଦାନ କଲେ ।
ଜର୍ମାନ ରେଡ଼ିଓ ପାଇଁ ସମ୍ବାଦଦାତା ଭାବରେ କାର୍ଯ୍ୟ କରିଥିଲେ ।
ହାତରେ ପ୍ରେସ ପାସ୍ ନେଇ ଜଣେ ନିଜକୁ ଜଣେ ସମ୍ବାଦଦାତା ସଜେଇ ସେ ବିଭିନ୍ନ କାର୍ଯ୍ୟରେ ଲିପ୍ତ ଥିଲେ ।
୧୯୭୦-୧୯୭୧ ମସିହା ମଧ୍ୟରେ ସେ ଆମେରିକା ଦୂରଦର୍ଶନ ଏନ ବି ସି ପାଇଁ ଯୁଦ୍ଧସମ୍ବାଦଦାତା ଭାବରେ କାର୍ଯ୍ୟ କରିଥିଲେ ।
ମହାତ୍ମା ଗାନ୍ଧୀଙ୍କ ହରିଜନ ପଦଯାତ୍ରାରେ ଯୋଗଦାନ ଓ "ସମାଜର ବିଶେଷ ସମ୍ବାଦଦାତା ଭାବରେ କାର୍ଯ୍ୟ ।
newsdealers's Usage Examples:
They soon began asking newsdealers for copies of "that Shadow detective magazine," even though it did not.
trouble came from the Knights of Labor, an organization which induced many newsdealers to boycott the sale of Tousey"s publications.
Adults who sold newspapers from fixed newsstands were called newsdealers, and are not covered here.
Advertiser newspaper was the first person in New York to recommend a newsdealers" system for the delivery of newspapers instead of using post riders,.
1868 Directory of booksellers, stationers, newsdealers, and music dealers and list of libraries in the United States and Canada:.
the middleman and setting up his own distributor to sell directly to newsdealers for 7 cents a copy.
As of 2002, newsdealers on Edgware Road in central London, an area with a large Arab population.
such as Ragen"s Colts, under the guise of "athletic clubs", in which newsdealers and vendors are intimidated into selling a specific newspaper.