neutrons Meaning in Odia (Oriya). ( neutrons ଶବ୍ଦର ଓଡିଆ ଅର୍ଥ)
ନ୍ୟୁଟ୍ରନ୍, କଣିକାକୁ ଶାନ୍ତ କରିବା,
Noun:
କଣିକାକୁ ଶାନ୍ତ କରିବା |,
People Also Search:
neutrophilneutrophils
nevada
neve
nevelling
never
never again
never ceasing
never dying
never ending
never lasting
never never
never say die
never so
never to be forgotten
neutrons తెలుగు అర్థానికి ఉదాహరణ:
ପରମାଣୁର ନାଭି ବା ନ୍ୟୁକ୍ଳିୟସ୍ ମଧ୍ୟରେ ରହିଥିବା ନ୍ୟୁଟ୍ରନ୍ ଯୋଗୁଁ ପରମାଣୁକୁ ତାହାର ବସ୍ତୁତ୍ୱ ମିଳେ ।
୧୯୬୭ରେ ପଲସାର୍ ଆବିଷ୍କୃତ ହେଲା ଓ ୧୯୬୯ ବେଳକୁ ଜଣାପଡିଲା ଯେ ପଲସାର୍ଗୁଡ଼ିକ ଅଧିକ ବେଗରେ ଆବର୍ତ୍ତନ କରୁଥିବା ନ୍ୟୁଟ୍ରନ୍ ତାରା ଛଡା ଅନ୍ୟ କିଛି ନୁହଁ ।
ଏହି ସାଧାରଣ ପାରମାଣବିକ ବସ୍ତୁ ସୂକ୍ଷ୍ମାଣୁ ଯଥା- ମୁଖ୍ୟତଃ ଏକ ପ୍ରୋଟୋନ ଓ ନ୍ୟୁଟ୍ରନ୍ର ନ୍ୟଷ୍ଟି ଓ ଘୂର୍ଣ୍ଣାୟମାନ ଇଲେକ୍ଟ୍ରନ୍ର ସହଭାଗିତାରୁ ସୃଷ୍ଟି ହୋଇଥାଏ ।
|ବୃହତ୍ ବସ୍ତୁଙ୍କ ତରଙ୍ଗୀୟ ପ୍ରକୃତି|ଫୋଟନ୍ ଓ ଇଲେକ୍ଟ୍ରନ୍ମାନଙ୍କଠାରେ ତରଙ୍ଗୀୟ ପ୍ରକୃତି ଚିହ୍ନଟ ହେବାପରେ ନ୍ୟୁଟ୍ରନ୍ ଓ ପ୍ରୋଟୋନ୍ମାନଙ୍କୁ ନେଇ ମଧ୍ୟ ଅନୁରୂପ ପରୀକ୍ଷଣ କରାଯାଇଛି ।
ଏଥିପାଇଁ ନ୍ୟୁଟ୍ରନ୍ ଇଣ୍ଟର୍ଫେରୋମିଟର୍ର ବ୍ୟବହାର କରାଯାଇଥିଲା ।
ସାଧାରଣତଃ ଏହି ବଳ ପଦାର୍ଥରେ ଥିବା କ୍ୱାର୍କ୍ମାନଙ୍କୁ ପ୍ରୋଟୋନ୍ ଓ ନ୍ୟୁଟ୍ରନ୍ ମଧ୍ୟରେ ବାନ୍ଧି ରଖିଥାଏ ।
ନିରୀକ୍ଷଣରୁ ଜଣା ପଡିଛି ଯେ ଚନ୍ଦ୍ରଶେଖର ସୀମାରୁ ସାମାନ୍ୟ ଅଧିକ ବସ୍ତୁତ୍ୱର ଶ୍ୱେତ ବାମନ ତାରା ଏକ ନ୍ୟୁଟ୍ରନ୍ ତାରାରେ ପରିଣତ ହୁଏ ଓ ପଲିଙ୍କ ବହିଷ୍କରଣ ନିୟମଦ୍ୱାରା ଏହାର ସ୍ଥାୟିତ୍ୱ ପ୍ରତିପାଦିତ ହୁଏ ।
ହାଡ୍ରନ୍ମାନଙ୍କ ମଧ୍ୟରେ ପ୍ରୋଟୋନ୍ ଓ ନ୍ୟୁଟ୍ରନ୍ ସବୁଠାରୁ ସ୍ଥାୟୀ।
ନ୍ୟୁଟ୍ରନ୍ ଇଣ୍ଟର୍ଫେରୋମିଟର୍ ଉପକରଣରେ ନ୍ୟୁଟ୍ରନ୍ମାନେ ମହାକର୍ଷଣ ବଳର ପ୍ରଭାବରେ ରହିଥିବା ପ୍ରମାତ୍ର ଯାନ୍ତ୍ରିକ ତରଙ୍ଗ ପରି ବ୍ୟବହାର କରନ୍ତି ।
ନ୍ୟୁଟ୍ରନ୍ ତାରାର ଆବିଷ୍କାର ତା’ ସହିତ ଏକ କୌତୁହଳ ସୃଷ୍ଟି କଲା ଯେ – ନ୍ୟୁଟ୍ରନ୍ ତାରାର ମହାକର୍ଷଣୀୟ କ୍ଷୟ ଘଟିଲେ ଏକ ଅତିଘନ ବସ୍ତୁତ୍ୱର ସୃଷ୍ଟି ସମ୍ଭବପର ।
ତେଣୁ କୌଣସି ବସ୍ତୁର ବସ୍ତୁତ୍ୱ ପାଇଁ ସେଥିରେ ରହିଥିବା ସମସ୍ତ ନ୍ୟୁଟ୍ରନ୍ଙ୍କ ଭୂମିକା ବେଶୀ ।
ଏହା ତେଜଷ୍କ୍ରିୟ ଅଟେ ଓ ଅଙ୍ଗାରକର-୧୨ଠାରୁ ୨ଟି ଅଧିକ ନ୍ୟୁଟ୍ରନ୍ ଧାରଣ କରେ ।
୧୯୩୯ରେ ରବର୍ଟ୍ ଓପନହାଇମର୍ ଓ ଅନ୍ୟ କେତେଜଣ ବୈଜ୍ଞାନିକ ଅନୁମାନ କରିଥିଲେ ଯେ ୩ ସୌରବସ୍ତୁତ୍ୱରୁ ଅଧିକ ବସ୍ତୁତ୍ୱବିଶିଷ୍ଟ ନ୍ୟୁଟ୍ରନ୍ ତାରାଗୁଡିକ ଚନ୍ଦ୍ରଶେଖରଙ୍କ ନିୟମାନୁସାରେ ସଂକୁଚିତ ହୋଇ କୃଷ୍ଣଗର୍ତ୍ତରେ ପରିଣତ ହୁଅନ୍ତି ।
neutrons's Usage Examples:
Neutron activation is the process in which neutron radiation induces radioactivity in materials, and occurs when atomic nuclei capture free neutrons, becoming.
This is because different elements release different characteristic radiation when they absorb neutrons.
The sensitive part of the spectrometer is the Helium-3 proportional counter, which detects neutrons through the reaction 3He(n,p)3H.
include baryons (such as protons and neutrons) and mesons, or in quark–gluon plasmas.
, a thermal system) or fast neutrons.
molecule, is a mirror-image, but also built from antimatter (antiprotons, antineutrons, and positrons).
The nuclear magnetic moment is the magnetic moment of an atomic nucleus and arises from the spin of the protons and neutrons.
the same reason that the helium atom is inert: each pair of protons and neutrons in He-4 occupies a filled 1s nuclear orbital in the same way that the pair.
Electrons do not penetrate as deeply into matter as X-rays, hence electron diffraction reveals structure near the surface; neutrons do penetrate easily and have an advantage that they possess an intrinsic magnetic moment that causes them to interact differently with atoms having different alignments of their magnetic moments.
include alpha particles, beta particles and neutrons and almost all are energetic enough to be ionizing.
So the residuum from the strong interaction within protons and neutrons also binds nuclei.
Each year, this facility hosts hundreds of researchers from universities, national laboratories, and industry, who conduct basic and applied research and technology development using neutrons.
thorium-230 with slow neutrons, converting it to the beta-decaying thorium-231, or by irradiating thorium-232 with fast neutrons, generating thorium-231.
Synonyms:
nucleon,