neutralities Meaning in Odia (Oriya). ( neutralities ଶବ୍ଦର ଓଡିଆ ଅର୍ଥ)
ନିରପେକ୍ଷତା,
ଏକ ବିବାଦ କିମ୍ବା ଯୁଦ୍ଧରେ ଭାଗନେବା |,
People Also Search:
neutralityneutralization
neutralization fire
neutralization reaction
neutralizations
neutralize
neutralized
neutralizer
neutralizers
neutralizes
neutralizing
neutrally
neutrals
neutrino
neutrinos
neutralities తెలుగు అర్థానికి ఉదాహరణ:
ବାଚସ୍ପତି ଭାବରେ, ସେ ନିରପେକ୍ଷତା ଓ ନ୍ୟାୟପରତାର ଉଦାହରଣ ସାଜିଛନ୍ତି ।
ଧର୍ମନିରପେକ୍ଷତାର ଆକ୍ଷରିକ ସଂଜ୍ଞା ବ୍ୟବହାର କରିବାକୁ ସେ ରାଜନେତା ମାନଙ୍କୁ ଆହ୍ୱାନ ଦେଇଥିଲେ ।
ପାରମ୍ପାରିକ ନୈତିକତାର ଏକ "ପୁରୁଷ"-ଭିତ୍ତିକ ଶବ୍ଦାବଳୀ ରହିଛି ଓ ସେଥିରେ ନୈତିକ ଯୁକ୍ତିକୁ ନିୟମ, ଅଧିକାର, ସାର୍ବଜନୀନତା ଏବଂ ନିରପେକ୍ଷତାର ଢାଞ୍ଚା ମାଧ୍ୟମରେ ଦେଖାଯାଇଥାଏ ଏବଂ ଏକ ସମାଜର ମାନକ ହୋଇଯାଏ ।
|ସମାଜବାଦ ଓ ଧର୍ମନିରପେକ୍ଷତା ଆଦି ସମ୍ବିଧାନର ଲକ୍ଷ୍ୟ ।
ଆଗାମୀ ବର୍ଷ ଗୁଡ଼ିକରେ ବ୍ରହ୍ମବିଦ୍ୟା (Theosophy) ତାଙ୍କ ରୁଚି ବଢ଼ିଥିଲା; କିନ୍ତୁ ଧର୍ମନିରପେକ୍ଷତା ଜନିତ ଘଟଣା ଗୁଡ଼ିକ ଉପରେ ତାଙ୍କ ରୁଚି କମିଥିଲା ।
|ଯେହେତୁ ସୁଇଜରଲ୍ୟାଣ୍ଡରେ ଅନେକଗୁଡ଼ିଏ ଭାଷା ବ୍ୟବହୃତ ହୁଏ, ତେଣୁ ନିରପେକ୍ଷତା ଦୃଷ୍ଟିରୁ ମୁଦ୍ରାଗୁଡ଼ିକରେ ଲାଟିନ ଭାଷାରେ ଲେଖା ରହେ ।
ସେ ସ୍ୱାଧୀନ ଚିନ୍ତା, ମହିଳା ମାନଙ୍କର ଅଧିକାର, ଧର୍ମନିରପେକ୍ଷତା, ଜନ୍ମ-ନିୟନ୍ତ୍ରଣ, ଫାବିଆନ୍ ସାମାଜିକତା (Fabian socialism) ଏବଂ ଶ୍ରମିକ ମାନଙ୍କ ଅଧିକାର ପାଇଁ ଲଢ଼ିବା ଆରମ୍ଭ କଲେ ।
| ମତାମତ ଏବଂ ଚିନ୍ତାଧାରା | ଇଣ୍ଟରନେଟ ନିରପେକ୍ଷତା ଉପରେ |ମାର୍ଚ୍ଚ ମାସ ୨୦୧୪ ମସିହାରେ ଟ୍ରାଇ (Telecom Regulatory Authority of India) କିଛି ନିର୍ଦ୍ଧିଷ୍ଟ ମେସେଜିଙ୍ଗ ସେବାପାଇଁ ଟେଲିକମ ଅପରେଟରମାନଙ୍କୁ ଅତିରିକ୍ତ ପଇସା ନେବାକୁ ଏକ କାଗଜ ଉପସ୍ଥାପନା କରିଥିଲେ ।
ଭାରତୀୟ ସମ୍ବିଧାନ, ସମାଜବାଦ , ଧର୍ମନିରପେକ୍ଷତା (secular), ଲୋକତନ୍ତ୍ର ପରି ସିଦ୍ଧାନ୍ତକୁ ଧ୍ୟାନରେ ରଖି ଜାତି ଉପରେ ଆଧାରିତ ଭେଦଭାବକୁ ଗିଅର୍କାନୂନୀ ଘୋଷିତ କରାଯାଇଅଛି ।
ସହରର ଧର୍ମ ନିରପେକ୍ଷତା ୧୯୯୨-୯୩ର ଦଙ୍ଗା କାରଣରୁ ଛିନ୍ନଭିନ୍ନ ହେଇଥିଲା ଯେଉଁଥିରେ ବଡ଼ ପରିମାଣର ଜୀବନ ଓ ସମ୍ପତ୍ତି ହାନି ହେଇଥିଲା।
ନିଜର ସାମରିକ ନିରପେକ୍ଷତା ପାଇଁ ଏହି ଦେଶ ପ୍ରସିଦ୍ଧ ଓ ୧୮୧୫ ମସିହା ପରଠାରୁ ସ୍ୱିଜରଲ୍ୟାଣ୍ଡ କୌଣସି ଯୁଦ୍ଧରେ ଅଂଶ ଗ୍ରହଣ କରିନାହିଁ ବା କାହାରି ପକ୍ଷରେ ଠିଆ ହୋଇନାହିଁ ।
ବିଂଶ ଶତାବ୍ଦୀର ମଧ୍ୟ ଭାଗରୁ ବିଭିନ୍ନ ଜାତି-ସମ୍ପ୍ରଦାୟସୂଚକ ଶବ୍ଦକୁ ଲେକଙ୍କ ପ୍ରବାସୀ ସ୍ଥିତି ଦର୍ଶାଇବା ପାଇଁ ବ୍ୟବହାର କରାଗଲା ଓ ଏକ ଆପତ୍ତିଜନକ ଦୃଷ୍ଟିକୋଣ ଏହି ସାମାନ୍ୟ ଶବ୍ଦର ନିରପେକ୍ଷତା କ୍ଷୁଣ୍ଣ କରିଥିଲା ।
ଅବିଳମ୍ବେ ତଥାଗତ ଟ୍ରାଇକୁ ଏକ ମୁକ୍ତ ଚିଠି ଲେଖି ଇଣ୍ଟରନେଟ ନିରପେକ୍ଷତା ସମର୍ଥନ ସପକ୍ଷରେ ଯୁକ୍ତି ବାଢ଼ିଥିଲେ ।
neutralities's Usage Examples:
either that the customers not be concerned about the particular non-neutralities or the customers not have any meaningful choice of providers, otherwise.
Sweden and Switzerland are independently of each other famed for their armed neutralities, which they maintained.
hypnotism Neutrosophy – study of the origin and nature of philosophical neutralities Nomology – the science of the laws; especially of the mind Noology –.
to refer to countries" neutralities.
These were: From "Musavat" Party and a group of Democratic neutralities: Mammad Yusif Jafarov, AliMardan Topchubashov, Mammad Amin Rasulzadeh.
Synonyms:
nonparticipation, non-engagement, non-involvement,
Antonyms:
engagement, involvement, participation, acidity,