nervations Meaning in Odia (Oriya). ( nervations ଶବ୍ଦର ଓଡିଆ ଅର୍ଥ)
ସ୍ନାୟୁ,
Noun:
ଦୁର୍ବଳତା,
People Also Search:
nervaturenerve
nerve agent
nerve block anaesthesia
nerve block anesthesia
nerve cell
nerve center
nerve centre
nerve compression
nerve cord
nerve ending
nerve fiber
nerve fibre
nerve gas
nerve growth factor
nervations తెలుగు అర్థానికి ఉదాహరణ:
ଏହି ମୁଖ୍ୟ ସ୍ନାୟୁ ବାରମ୍ବାର ବିଭାଜିତ ହୋଇ ବ୍ୟାଟେରୀ ବ୍ୟବସ୍ଥାର ତଳ ପଟଳରେ ସଂଯୁକ୍ତ ହୋଇଥାନ୍ତି ।
| ବିକାରୀ ଶରୀର କ୍ରିୟା (Pathophysiology) |ମସ୍ତିଷ୍କରେ ଯନ୍ତ୍ରଣା ବୋଧ କରିବା ସ୍ନାୟୁ ନାହିଁ ।
ଏହାଠାରୁ ଅଧିକ ବ୍ୟବହାର କଲେ କେମୋଥେରାପି ଜନିତ ନିଉରୋପାଥି (nerve damage) ହୁଏ ବିଶେଷତଃ ଅପଟିକ ସ୍ନାୟୁ ନଷ୍ଟ (optic nerve damage) ହୋଇଯାଏ ।
ଜେନେଟିକ୍, ପରିବେଶ, ସ୍ନାୟୁ-ଜୀବବିଜ୍ଞାନ (neurobiology), ମନସ୍ତତ୍ତ୍ୱ, ଓ ସାମାଜିକ ପ୍ରଭାବ ଯୋଗୁ ରୋଗ ହେଉଥିବା ବିଶ୍ୱାସ କରାଯାଏ ଓ କେତେକ ଔଷଧ ଖାଇଲେ ଏହି ରୋଗ ଆରମ୍ଭ ହୁଏ ବା ବଢିଯାଏ ।
ସାଂଘାତିକ ପ୍ରତିକ୍ରିୟା ହେଲେ ପେଶୀ ରଜ୍ଜୁ ଛିଣ୍ଡିବା (tendon rupture), ସ୍ନାୟୁ ନଷ୍ଟ ଯୋଗୁ କାଲୁଆ ଅନୁଭବ, ବାତ (seizures) ଓ ସାଇକୋସିସ (psychosis) ହୋଇପାରେ ।
ଏହା ରୋଗୀମାନଙ୍କ ପାଇଁ ହୃଦରୋଗ ବିଜ୍ଞାନ (cardiology) , ସ୍ନାୟୁ ବିଜ୍ଞାନ (neurology), ବୃକକ ବିଜ୍ଞାନ (nephrology), ପ୍ଲାଷ୍ଟିକ ଶଲ୍ୟ ଚିକିତ୍ସା (plastic surgery) ଏବଂ and ଶିଶୁ ଚିକିତ୍ସା ବିଜ୍ଞାନ (neo-natalogy)ରେ ସ୍ୱତନ୍ତ୍ର ସେବା ପ୍ରଦାନ କରିଥାଏ ।
ଏହା ଏକ ଆଣ୍ଟିକଲିନର୍ଜିକ ଏଜେଣ୍ଟ, ଯାହାର କେନ୍ଦ୍ରୀୟ ସ୍ନାୟୁମଣ୍ଡଳ ଉପରେ ବିଶେଷ ପ୍ରଭାବ ପଡ଼େନି ।
ଇଣ୍ଟାକ୍ରାନିଆଲ୍ ଚାପ ଯଦି ଅଧିକ ହୁଏ କିମ୍ବା ଦୃଷ୍ଟିଶକ୍ତି ଉପରେ ପ୍ରହାବ ପକାଉଥାଏ, ତେବେ ଥେରାପିଉଟିକ୍ ଲମ୍ବର ପଙ୍କଚର୍ (ଅତ୍ୟଧିକ ସେରେବ୍ରୋସ୍ପାଇନାଲ୍ ଫ୍ଲୁଇଡ୍ ଅପସାରଣ), ଔଷଧ ( ଆସେଟାଜୋଲାମାଇଡ୍ ), କିମ୍ବା ନ୍ୟୁରୋ ସର୍ଜିକାଲ୍ ଚିକିତ୍ସା (ଅପ୍ଟିକ୍ ସ୍ନାୟୁ ଶୀଥ୍ ଫେନେଷ୍ଟ୍ରେସନ୍ କିମ୍ବା ଶଣ୍ଟିଂ ) ଆବଶ୍ୟକ ହୋଇପାରେ ।
ରୋଗ ଜଟିଳ ଥିଲେ ନିମୋଥୋରାକ୍ସ, ପାର୍ଶ୍ୱବର୍ତ୍ତୀ ରକ୍ତନଳୀ ଓ ସ୍ନାୟୁ ଆଘାତପ୍ରାପ୍ତ, ଅସୁନ୍ଦର ଆକାର ହୋଇଯାଏ ।
ଆଉ ମଧ୍ୟ ଅଧିକ ଜଟିଳ ହେଲେ କ୍ରାନିଆଲ ସ୍ନାୟୁ ବା ରକ୍ତନଳୀ ଆଘାତ ପ୍ରାପ୍ତ ହୁଏ ।
ଇଂରାଜୀ ଭାଷାରେ ଗ୍ଲକୋମା ଶବ୍ଦ ସନ ୧୫୮୭ରୁ ବ୍ୟବହାର ହୋଇଆସୁଥିଲା କିନ୍ତୁ ଏହା ସନ ୧୮୫୦ରେ ସାଧାରଣ ଲୋକମାନେ ନେତ୍ରବୀକ୍ଷକ (ophthalmoscope) ଯନ୍ତ୍ରରେ ଦୃଷ୍ଟିସ୍ନାୟୁ ନଷ୍ଟ ହେବା ଦେଖିବାକୁ ଅନୁମତି ପାଇବା ପରେ ସାଧାରଣରେ ବ୍ୟବହାର ହେଲା ।
|ସ୍ନାୟୁ ନଷ୍ଟ ହେବା ପରେ ଅଗ୍ରଭାଗରୁ କିଛି ନୂଆ ଶାଖା ବା ଆକ୍ସନ ସ୍ପ୍ରାଉଟ ବାହାରେ ।
ଆଘାତ ଜଟିଳ ଥିଲେ ଧମନୀ ଓ ସ୍ନାୟୁ ଆଘାତ, ଆର୍ଥ୍ରାଇଟିସ ଓ କମ୍ପାର୍ଟମେଣ୍ଟ ସିଣ୍ଡ୍ରୋମ (compartment syndrome) ଆଦି ଲକ୍ଷଣ ଦେଖାଯାଏ ।
nervations's Usage Examples:
demonstration of the quantitative effects of partial ablations of the urodele limb innervations on their post-amputation regeneration (Karczmar, 1946).
electromyography performed after 3 to 4 weeks shows signs of denervations and fibrillations, or irregular connections and contractions of muscles.