<< neighbors neighbour >>

neighborship Meaning in Odia (Oriya). ( neighborship ଶବ୍ଦର ଓଡିଆ ଅର୍ଥ)



ନିକଟରେ, ନିକଟତରତା, ପଡୋଶୀ,

neighborship తెలుగు అర్థానికి ఉదాహరణ:

| ଯାତାୟତ |ହ୍ରଦ ସମୀପକୁ ରାସ୍ତା ପକ୍କା ରାସ୍ତା ନଥିଲେ ମଧ୍ୟ ନିକଟସ୍ଥ କରେଇ ଯାଏ ଧର୍ମଶାଳାରୁ ଆସି ସେଠାରୁ ମାଟି ରାସ୍ତାରେ ହ୍ରଦ ନିକଟରେ ପହଞ୍ଚି ହୁଏ ।

|ଏହାର ନିକଟରେ ଏକ ପୁରାଣ ପ୍ରସିଦ୍ଧ ବୃକ୍ଷ ରହିଛି ।

ବେଳେବେଳେ ଏମାନଙ୍କୁ ଭୂମି ନିକଟରେ ଖାଇବାର ଦେଖିବାକୁ ମିଳେ ।

ଫଳଭାରକୁ ନିଆଯାଇ ଶ୍ରୀମନ୍ଦିର ନୃସିଂହ ମନ୍ଦିର ନିକଟରେ ମହାପ୍ରଭୁଙ୍କୁ ଲାଗି କରିବା ପାଇଁ ସେବକଙ୍କୁ ପ୍ରଦାନ କରାଯାଇଥିଲା ।

|ମୁଖ୍ୟ ମନ୍ଦିର ସନ୍ନିକଟରେ ଭଗବାନ ଶିବ, ମାଁ କାଲୀ , ଭଗବାନ ହନୁମାନ  ଙ୍କ ପାଇଁ ଅଲଗା ମନ୍ଦିର ରହିଛି ।

ଭେଡ଼ାଘାଟର ପ୍ରବେଶ ଦ୍ୱାର ନିକଟରେ ଏହି କେବଲ୍ କାର୍ ସେବା ଉପଲବ୍ଧ ।

ଦୈତ୍ୟରାଜ ବୃଷପର୍ବଣଙ୍କ ଏକ ଯଜ୍ଞ ନିମିତ୍ତ ବିନ୍ଦୁ ସରୋବର ନିକଟରେ ଏକ ନିଆରା ସଭାଗୃହ ନିର୍ମାଣ କରି ସେ ନିଜର ଚମତ୍କାର କାରିଗରୀ ବିଦ୍ୟା ପ୍ରଦର୍ଶନ କରିଥିଲେ ।

ବଟବିହାରୀ ନାମକ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିଙ୍କ ନିକଟରେ ଆଜି ପର୍ଯ୍ୟନ୍ତ ପୁରାଣ ପାଠ ହେଉଅଛି ଓ ପୁରାଣ ପାଠକଙ୍କ ପାଇଁ ରାଜପ୍ରଦତ୍ତ ବୃତ୍ତି ମଧ୍ୟ ଖଞ୍ଜା ଅଛି ।

ଏହି ଓଳାଶୁଣି ପାହାଡ଼ ଯାଜପୁର ଜିଲ୍ଲାର ପ୍ରସିଦ୍ଧ ବୌଦ୍ଧପୀଠ ଲଳିତଗିରିର ଅନତି ଦୂରରେ ପଲେଇ ମୌଜାସ୍ଥ ଶୁଖୁଆପଡ଼ା ଗ୍ରାମ ନିକଟରେ ଅବସ୍ଥିତ ।

ସପ୍ତମୀ, ମହାଷ୍ଟମୀ ଏବଂ ନବମୀରେ ବାରାହୀଙ୍କ ନିକଟରେ ଆମିଷ ଭୋଗ କରାଯାଏ ।

ଫେରିବା ବାଟରେ ସଂଧ୍ୟା ପରେ ଦେବାଳୟ ନିକଟରେ ଏକ ବିଲ୍ୱବୃକ୍ଷ ତଳେ ବସି ଦେଖିଲେ ନାଲି ଶାଢ଼ୀ ପିନ୍ଧିଥିବା ଗୋଟିଏ ଝିଅ ଗଛରୁ ଓହ୍ଲାଇ ତାଙ୍କର ଗଳାକୁ ଦୁଇ ହାତରେ ଭିଡ଼ି ଧରି କହୁଛି-‘ମା’, ମୁଁ ତୁମ ପାଖକୁ ଆସିଲି ।

କିଲ୍ଲା ରାୟପୁର ନିକଟରେ ଏହା ୧୦୮ Km/h ବେଗରେ ଗଲା ବେଳେ ଦିଲ୍ଲୀ ନିକଟରେ ୨୪ km/h ଓ ଭୋପାଲ ନିକଟରେ ୧୯km/h ବେଗରେ ଯାଏ ।

ରଥଟଣା ସରିବା ପରେ ରଥ ଯାଇ ମାଉସୀମା’ ଛକ ନିକଟରେ ଥିବା ରାମେଶ୍ୱର ମନ୍ଦିରରେ ରହେ।

neighborship's Usage Examples:

In essence, OSPF neighborship is a relationship between two routers that allow them to see and understand.


Geschichte und Zukunft der Deutsch-Niederländischen Beziehungen (Hard neighborship: On the history and future of Dutch-German relations) 1994: A.


Since the pixel neighborship relation is symmetric, the resulting graph is undirected and only half.


individual talk as well - "Social adjustment, family relation and revival of neighborship", and offers follow-up talks on the religion.



neighborship's Meaning in Other Sites